ଅସହାୟଙ୍କୁ ରିଲିଫ ବାଣ୍ଟିଲେ ଯୋଜନା ବୋର୍ଡ଼ ଉପଧକ୍ଷ
ଢେଙ୍କାନାଳ : କଙ୍କଡାହାଡ ବ୍ଲକର କାନ୍ତଲ ପଂଚାୟତ ଅନ୍ତର୍ଗତ ଚାରୋଟି ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏକୁଲ, ସେକୁଲ, କୋଟପାଡ ଏବଂ କୋଟ ଗ୍ରାମକୁ ମଙ୍ଗଳବାର ରାଜ୍ୟ ଯୋଜନା ବୋର୍ଡ଼ ଉପଧକ୍ଷ ସଞ୍ଜୟ କୁମାର ଦାସ ବର୍ମା ଗସ୍ତ କରିଛନ୍ତି। (ଏକୁଲ ପାହାଡ) ପାହାଡର ସମ୍ପୂର୍ଣ ୧୬ କିଲୋମିଟର ଉପରେ…
