Odia News Portal

କରୋନା ଯୋଗୁଁ ବେକାର ହୋଇଗଲେଣି ଵାରିକ ଓ ରଜକ

ଭୁବନେଶ୍ୱର : କରୋନା ମାଡରେ ଗାଁ ଠୁ ସହର ଯାଏ ଯଦି କିଏ ସବୁଠାରୁ ବେଶି କ୍ଷତିଗ୍ରସ୍ତ ତେବେ ସେ ଦୁଇ ବର୍ଗ ହେଉଛନ୍ତି ରଜକ ଓ ବାରିକ । ଅବସ୍ଥା ଏଭଳି ହେଲାଣି ଯେ ସହରାଞ୍ଚଳରେ ରହୁଥିବା ଏହି ବର୍ଗର ଲୋକେ ଏବେ ବେଳାଏ ଖାଇଲେ ଆଉ ବେଳାଓ ଉପାସ ରହିଲେଣି । ଅଧିକାଂଶଙ୍କ ଘରେ ଚୂଲି ଜଳୁନାହିଁ ।…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଦ୍ୱିଜା ନକ୍ଷତ୍ର ନିକଟସ୍ଥ ଲୋକଙ୍କୁ ଆପଣାର କରି କାମକୁ ସହଜରେ କରିବା ସକାଶେ ଆନୁଷଙ୍ଗିକ ଅନୁକୂଳ ପାଇପାରିବେ। ତଥାପି କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହୋଇପାରନ୍ତି। ପରିବାରରେ ପାଖରେ ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ।…

ରାଜ୍ୟରେ ଆଉ ୩ କୋରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର()ରାଜ୍ୟରେ ପୁଣି ୩ କରୋନା ପଜିଟିଭ ଚିହ୍ନଟ । ଆଜି ପୁଣି ଓଡିଶାରେ ଆଉ ୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରେ ପ୍ରକାଶ ପାଇଛି । ତେବେ ୩ ଆକ୍ରାନ୍ତ ଭଦ୍ରକର ବୋଲି ଜଣାପଡିଛି ।ଏହାକୁ ମିଶାଇ ରାଜ୍ୟରେ କରୋନା…

୨୯ରେ ଲଘୁଚାପ, ୩୦ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା

ଭୁବନେଶ୍ୱର() ଗତକାଳିଠୁ ରାଜ୍ୟରେ ଆରମ୍ଭ ହୋଇଯାଇଛି କାଳବୈଶାଖୀ ବର୍ଷା ।ଆଜି ଦିନ ଭରି ବି ଏଭଳି ଅବସ୍ଥା ଜାରୀ ରହିବ । ଆସନ୍ତା ରବିବାର ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ଘଣ୍ଟାକୁ ୩୦ କିଲୋମିଟର ରୁ ଅଧିକ ଜୋରରେ ବର୍ଷା ହେବ । ଘଡଗଡି ବିଜୁଳୀ ମାରିବ । କୁଆପଥର…

କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାରଙ୍କ ରଣନୀତି ପ୍ରସ୍ତୁତ

ଭୁବନେଶ୍ବର() ପଶ୍ଚିମବଙ୍ଗ ଫେରନ୍ତାଙ୍କ ଯୋଗୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାକୁ ନେଇ ଚିନ୍ତିତ ରାଜ୍ୟ ସରକାର ଏବେ ପଞ୍ଚାୟତଗୁଡ଼ିକ ମାଧ୍ୟମରେ ସଂକ୍ରମଣ ବ୍ୟାପିବାକୁ ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ନେଇଛନ୍ତି। ସରପଞ୍ଚମାନଙ୍କୁ ରାଜ୍ୟ ସରକାର ଗତ ଦୁଇଦିନ ତଳେ…

ଓଡିଶା ପାଇଁ ୧୧୦୨.୮୧ କୋଟି ବ୍ୟୟବରାଦ

କୋଭିଡ-୧୯ ମହାମାରୀ କାରଣରୁ ଦେଶବ୍ୟାପୀ ଜାରି ହୋଇଥିବା ଲକଡାଉନ ସମୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଗ୍ୟାସ ସିଲିଣ୍ଡର ରିଫିଲ ଯୋଗାଇ ଦିଆଯାଉଛି । ଏହି ଯୋଜନାରେ…

ସୁରଟରେ ଅସହାୟ ଓଡିଆ ଶ୍ରମିକଙ୍କୁ ଧର୍ମେନ୍ଦ୍ରଙ୍କ ସହଯୋଗ

ସୁରଟ () ଗୁଜୁରାଟରେ ଲକଡାଉନ ଯୋଗୁ ଫସିରହିଥିବା ଓଡିଆ ଶ୍ରମିକଙ୍କୁ ସହାୟତା ପରେ ସେମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏନେଇ ରାଜ୍ୟ ବାହାରେ ଫସିରହିଥିବା ଶ୍ରମିକମାନେ ସୋସିଆଲ ମିଡିଆ ଜରିଆରେ ଧନ୍ୟବାଦ ଜଣାଇଛନ୍ତି । ସୂଚନା ଅନୁସାରେ , ତାଲାବନ୍ଦ…

ସହଯୋଗର ହାତ ବଢାଇଲା ରେଡ୍ ସ୍ବସ୍ତିକ୍

ଖରାରୁ ରକ୍ଷା ପାଇଁ ପୋଲିସ୍ କର୍ମଚାରୀଙ୍କୁ ଛତା,ଡାକ କର୍ମଚାରୀଙ୍କୁ ମାସ୍କ ଓ ଅସହାୟଙ୍କୁ ବାଣ୍ଟୁଛନ୍ତି ଖାଦ୍ୟସାମଗ୍ରୀ ଭୂବନେଶ୍ବର : ଦେଶର ଅଗ୍ରଣୀ ସମାଜସେବା ଅନୁଷ୍ଠାନ ରେଡ୍ ସ୍ବସ୍ତିକ୍ ସୋସାଇଟି ବିଶ୍ବ, ଦେଶ ତଥା ରାଜ୍ୟର କରୋନା ପରି ଏକ ମହାମାରୀ ସ୍ଥିତିରେ ଅସହାୟ ଜନସାଧାରଣଙ୍କ…

ବାଲେଶ୍ୱରରେ ପୋଲିସ ଡିଜି ଅଭୟ

ବାଲେଶ୍ୱର : ବାଲେଶ୍ୱରରେ ପୋଲିସ ଡିଜି ଅଭୟ । ଓଡ଼ିଶା ସୀମାନ୍ତ ଲକ୍ଷ୍ମଣନାଥ ଗେଟକୁ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ତନଖି ଫାଟକରେ ଯାଞ୍ଚକୁ କଡ଼ାକଡ଼ି କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଆଲୋଚନା କରିଛନ୍ତି ଡିଜିପି ଅଭୟ । ଲକଡାଉନ…

ଡାଲମିଆ ଓସିଏଲ୍ ଚାଲୁ କରିବା ଲାଗି ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର() ଭାରତ ଦ୍ରୁତ ଅଭିବୃଦ୍ଧିଶୀଳ ରିଫ୍ରାକ୍ଟରି କଂପାନି ତଥା ଡାଲମିଆ ଭାରତ ଗ୍ରୁପ୍‌ର ଏକ ଅଂଶ ଡାଲମିଆ ଓସିଏଲ୍ ଏହାର ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ଥିବା କାରଖାନାକୁ ପୁଣି ଥରେ ଚାଲୁ କରିବା ଲାଗି ଓଡ଼ିଶା ସରକାରଙ୍କ ଠାରୁ ଅନୁମୋଦନ ହାସଲ କରିଛି । କାରଖାନା ପୁନର୍ବାର ଚାଲୁ ହେବା…