Odia News Portal

୮ଟି ଜିଲ୍ଲାକୁ ‘ଅରେଞ୍ଜ’ ଓ୍ଵାର୍ଣ୍ଣିଂ, ଚାଷୀଙ୍କୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର :  ପୂର୍ବଦିନ ଗୁଡ଼ିକ ତୁଳନାରେ ରାଜ୍ୟରେ ତାପମାତ୍ରା ଟିକେ କମ୍‌ ଥିଲା । ତେବେ ଆଜି ପୁଣି କାଳବୈଶାଖୀର ଆଶଙ୍କା ରହିଛି । ସେଥିପାଇଁ ପାଣିପାଗ ବିଭାଗ ‘ଅରେଞ୍ଜ’ ଓ୍ଵାର୍ଣ୍ଣିଂ ଦେଇଛି । କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, କଟକ, କେନ୍ଦ୍ରାପଡ଼ା ଏବଂ ଢେଙ୍କାନାଳରେ…

ତକିଆ ପିନ୍ଧି ଫ୍ୟାନଙ୍କ ସାମ୍ନାକୁ ଆସିଲେ ନେହା କକ୍କର

ବଲିଉଡ ଅଭିନେତ୍ରୀ ନେହା କକ୍କର ଫ୍ୟାନମାନଙ୍କ ପାଇଁ କିଛି ନା କିଛି ନୂଆ କରିବାରେ ଲାଗିଥାନ୍ତି। ଏଥର ମଧ୍ୟ ସେ କିଛି ଅଲଗା କରି ଦେଖାଇଛନ୍ତି। ନେହା ଏକ ତକିଆ ପିନ୍ଧି ଫ୍ୟାନମାନଙ୍କ ସହ ଭିଡ଼ିଓ ସେୟାର କରିଛନ୍ତି। ତେବେ କଥାଟି ଟିକେ ଅଡ଼ୁଆ ଲାଗୁଥିଲେ ବି ଏହା ସତ। ନେହା କୌଣସି ଡିଜାଇନର…

ରାଜ୍ୟରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର()ରାଜ୍ୟରେ ପୁଣି ୫ କରୋନା ପଜିଟିଭ ଚିହ୍ନଟ । ଆଜି ପୁଣି ଓଡିଶାରେ ଆଉ ୫ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଆଧିକାରୀକ ୱେବସାଇଟରେ ପ୍ରକାଶ ପାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୯କୁ ବୃଦ୍ଧି…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ଚନ୍ଦ୍ର ବଳହୀନ ବାଣୀକାରକ ବୁଧ ଯୁକ୍ତ ହେତୁ ବନ୍ଧୁ ଓ ପରିବାର ସହ କଥାରେ କଥାରେ କଳହ ଘଟିପାରେ। କର୍ମକ୍ଷେତ୍ରରେ କୈାଣସି ଘଟଣାକୁ କେନ୍ଦ୍ରକରି କିଛି ସମସ୍ୟାର ସମ୍ମୁଖୀନ ହୋଇ ପାରନ୍ତି। ଶାରିରୀକ ସୁସ୍ଥତା ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି…

ପ୍ରବାସୀ ଓଡିଆଙ୍କୁ ବଦ୍ରି ପାତ୍ରଙ୍କ ପରାମର୍ଶ

ମହାମାରୀର ଏ' ବିପଜ୍ଜନକ କାଳରେ ବାହାର ରାଜ୍ୟରେ ଥିବା ଓଡିଆ ଶ୍ରମିକ ଭାଇ ମାନଙ୍କ ପାଇଁ ଆମର ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ସମୟୋଚିତ ପ୍ୟାକେଜ୍ ନିମନ୍ତେ ସମଗ୍ର ରାଜ୍ୟବାସୀଙ୍କ ସହ ମୁଁ ମଧ୍ୟ ତାଙ୍କ ନିକଟରେ କୃତଜ୍ଞ । ଅନ୍ୟାନ୍ୟ ପ୍ରଦେଶରେ କାମ କରୁଥିବା ମୋ' ଅଞ୍ଚଳ ତଥା…

କୋଭିଡ-19 ହସପିଟାଲ ପାଇଁ ଅର୍ଥ ଯୋଗାଇବେ ନାଲକୋ ଓ ଏମସିଏଲ

ଭୁବନେଶ୍ବର()  ଜାତୀୟ ଆଲୁମିନିୟମ କମ୍ପାନୀ (ନାଲକୋ) ଓ କୋଲ ଇଣ୍ଡିଆର ମହାନଦୀ କୋଲ ଫିଲଡ ଲିମିଟେଡ ଦ୍ଵାରା ଓଡିଶାରେ ନିର୍ମିତ ଦୁଇଟି ସ୍ୱତନ୍ତ୍ର ଉତ୍ସର୍ଗୀକୃତ କୋଭିଡ-19 ହସପିଟାଲ ପାଇଁ ସମସ୍ତ ଅର୍ଥ ଯୋଗାଇବେ । ଏହି ଦୁଇଟି ସମର୍ପିତ କରୋନା ହସପିଟାଲ ସୋମବାର ଭିଡିଓ କନଫରେସିଂ…

ବନ୍ଦ ହେଲା ଏହି ତିନୋଟି ଲୋକପ୍ରିୟ ପ୍ରିପେଡ ରିଚାର୍ଜ ପ୍ଲାନ

ନୂଆଦିଲ୍ଲୀ : ଟେଲିକମ କମ୍ପାନୀ ଭୋଡଫୋନ-ଆଇଡିଆ ଲକଡାଉନର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ ଗ୍ରାହକଙ୍କୁ ଜୋରଦାର ଝଟକା ଦେଇଛି। କମ୍ପାନୀ ଦେଶର ୮ଟି ସର୍କଲରେ ଡବଲ ଡାଟା ଅଫର ଦେଉଥିବା ପ୍ଲାନକୁ ବନ୍ଦ କରିଦେଇଛି। କମ୍ପାନୀ ଗତ ମାସ ୨୪୯ ଟଙ୍କା, ୩୯୯ ଟଙ୍କା ଏବଂ ୫୯୯ ଟଙ୍କା ପ୍ଲାନରେ ଡବଲ…

କଳିଙ୍ଗ କ୍ରୀଡ଼ା ପରିଷଦ ତରଫରୁ ସଫେଇ କର୍ମଚାରୀଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ଭୁବନେଶ୍ବର : କରୋନା ମୁକାବିଲାର ଅନ୍ୟତମ ଯୋଦ୍ଧା ତଥା ୪୦ ଜଣ ସଫେଇ କର୍ମଚାରୀଙ୍କୁ ସଙ୍ଗଠନ ତରଫରୁ ପୁଷ୍ପ ମାଲ୍ୟ ଅର୍ପଣ କରି ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି , କରୋନାକୁ ହରେଇବାକୁ ହେଲେ ସ୍ଵଛତା ଏକ ମାଧ୍ୟମ ଯାହାକି ଆପଣ ମାନଙ୍କ ଭଳି ସ୍ଵଛତା ବନ୍ଧୁଙ୍କ ଯୋଗୁଁ ସମ୍ଭବପର ହୋଇପାରୁଛି ,…

ବ୍ରିଟେନ କୋର୍ଟରୁ ମାଲ୍ୟାଙ୍କୁ ଝଟକା

ନୂଆଦିଲ୍ଲୀ: ଟଙ୍କା ହେରଫେର ଓ ଠକେଇ ଅଭିଯୋଗରେ ପଳାତକ ବିଜୟ ମାଲ୍ୟାଙ୍କୁ ଏକ ବଡ଼ ଝଟକା ଲାଗିଛି। ଫେରାର ମାଲ୍ୟାଙ୍କୁ ଖୁବ ଶୀଘ୍ର ଭାରତ ଅଣାଯାଇପାରେ। ବିଜୟ ମାଲ୍ୟା ବ୍ରିଟେନ କୋର୍ଟରେ ଆବେଦନ କରିଥିବା ପ୍ରତ୍ୟାର୍ପଣ ମାମଲାକୁ ଖାରଜ କରିଦେଇଛନ୍ତି। ଫଳରେ ବିଜୟ ମାଲ୍ୟା ଖୁବ ଶୀଘ୍ର ଭାରତ…

ଗାଡ଼ି ଚେକିଂ ବେଳେ ୮୦ ଲିଟର ଦେଶୀ ମଦ ଜବତ

ଭୁବନେଶ୍ବର : ବାରଙ୍ଗ ପୁଲିସ ଦ୍ୱାରା ବ୍ଲକ ଛକ ପାଖରେ ଳକ୍‌ ଡାଉନ୍‌ ସମୟରେ ଗାଡ଼ି ଚେକିଂ କରାଯାଉଥିବା ବେଳେ ଜଣେ ବ୍ୟକ୍ତିଙ୍କଠାରୁ ୮୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଅଭିଯୁକ୍ତ ମୁନା ସାହୁ(୨୬)କୁ ଗିରଫ କରି ପୁଲିସ କୋର୍ଟ ଚାଲାଣ କରିଛି । ପୁଲିସ ସୂଚନା ମୁତାବକର ଏଏସଆଇ କୁଳମଣି…