କମିଲା ସୁନା, ବଢିଲା ରୂପା : ଜାଣନ୍ତୁ ଆଜିର ଦର
ଲଗାତାର ସୁନା ଦର ବଢୁଥିବା ବେଳେ ଆଜି ସୁନାର ମୂଲ୍ୟ ହ୍ରାସ ପାଇଛି। ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ବଜାରରେ ସୁନାର ଦାମ ୪୫,୫୦୦ ଟଙ୍କା ଉପରେ ରହିଛି, ଯାହାର ମୂଲ୍ୟ ଗତ ସପ୍ତାହରେ ୪୭,୦୦୦ ସ୍ତର ପାର କରିସାରିଥିଲା।
ସୂଚନା ମୁତାବକ, ଆଜି ସୁନାର ମୂଲ୍ୟ ଦେଖିବାକୁ ଗଲେ ଆସନ୍ତା ୫ଜୁନ ୨୦୨୦…
