Odia News Portal

ଏହି ଜିଲ୍ଲାର ୭କରୋନା ଆକ୍ରାନ୍ତ

ଭୁବନେଶ୍ୱର () ରାଜ୍ୟରେ ଆହୁରି ୭ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ କରେନା ରୋଗୀଙ୍କ ସଂଖ୍ୟା ୬୮ରେ ପଂହଚିଛି । ଚିହ୍ନଟ ୭ ପଜିଟିଭଙ୍କ ମଧ୍ୟରେ ୫ ଜଣ ଭଦ୍ରକ ଜିଲ୍ଲାର ସୂଚନା । ବାସୁଦେବପୁର ବ୍ଲକର ୩, ଭଣ୍ଡାରୀପୋଖରୀ ବ୍ଲକର ୨ ଜଣ । ସମସ୍ତଙ୍କୁ ଅଶ୍ବିନୀ କୋଭିଡ୍ ୧୯…

କରୋନା କଟକଣା ଭାଙ୍ଗି ସସ୍‌ପେଣ୍ଡ ହେଲେ ଆଇଆଇସି

ପୁରୀ: ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଲାଗିଥିବାବେଳେ, ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଓ ତାଙ୍କ ପରିବାର ଲୋକେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଏ ନେଇ ଖବର ପ୍ରକାଶ ପାଇବା ପରେ ଘଟଣାର ତୀବ୍ର ସମାଲୋଚନା କରାଯାଇଥିଲା। ଏହି…

ରାଜ୍ୟରେ ଆଉ ୭କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ ଆଉ ୭ କରୋନା ପଜିଟିଭ ଚିହ୍ନଟ । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮କୁ ବୃଦ୍ଧି ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୱେବସାଇଟରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ୭ ଜଣ କେଉଁ ଅଞ୍ଚଳର ଓ ସେମାନଙ୍କ ଟ୍ରାଭେଲ ହିଷ୍ଟ୍ରୀ ସମ୍ପର୍କରେ…

ନିଶା ବେପାରୀଙ୍କ ପାଇଁ କରୋନା ଆଣିଛି ପୁଷମାସ

ଭୁବନେଶ୍ୱର : କରୋନା ମାଡରେ ଲୋକେ ତ୍ରାହି ତ୍ରାହି ଡାକୁଥିବାବେଳେ ନିଶାବେପାରୀଙ୍କ ପାଇଁ କିନ୍ତୁ ଏହି ମହାମାରୀ ପୁଷମାସ ଆଣି ଦେଇଛି । ଗୁଟ୍‍ଖା ହେଉ କି ମଦ ଅଥବା ଗଞ୍ଜେଇ ସବୁକିଛି ତିନି ଚାରିଗୁଣା ଦରରେ ଉପଲବ୍ଧ । ନିଶାଡିମାନେ ବି କିଣିବାରେ ଲାଗିଛନ୍ତି । ଲକ୍‍ ଡାଉନ୍‍ ଘୋଷଣା ହେବା…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଶାରୀରିକ ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରି ପାରନ୍ତି। କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହୋଇପାରେ। ସ୍ଥଗିତ କାମକୁ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା ହାସଲ କରିପାରିବେ। ଉପରିସ୍ଥ କର୍ମଚାରୀ ଆପଣଙ୍କୁ କିଛି ଆଶା ଓ ପ୍ରତିଶ୍ରୁତି ଦେଇ…

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ଭଦ୍ରକ : ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ ।  ସାତ ଜନ୍ମ ପାଇଁ ଏକାଠି ରହିବେ ବୋଲି ବେଦୀରେ ବସି ଶପଥ କରିଥିଲେ କିନ୍ତୁ ୨ ମାସ ନପୁରୁଣୁ ଘଟିଲା ଏଭଳି ଅଘଟଣ । ଯୌତୁକ ପାଇଁ ନବବଧୂକୁ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବୋହୂର ପରିବାରଲୋକେ । ଭଦ୍ରକ ଜିଲ୍ଲା ଧାମନଗର ଥାନା ଚୂଡ଼ାକୁଟି…

ବଡଚଣା ଥାନା ଅଧିକାରୀଙ୍କ ବିରୋଧରେ ମାମଲା

ପୁରୀ : ବଡଚଣା ଥାନା ଅଧିକାରୀଙ୍କ ବିରୋଧରେ ମାମଲା। ପୁରୀ ଶ୍ରୀମନ୍ଦିରର କରୋନା କଟକଣା ଥିବା ସତ୍ତ୍ୱେ ପରିବାର ସହ ମନ୍ଦିରରେ ପ୍ରବେଶ କରିଥିଲେ ଥାନା ଅଧିକାରୀ।ସୂଚନା ମୁତାବକ ଯାଜପୁର ଜିଲ୍ଲା ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ଓ ତାଙ୍କ ପରିବାର ଶ୍ରୀମନ୍ଦିରର ଦକ୍ଷିଣ ଦ୍ୱାର ଦେଇ…

ସରକାରୀ କର୍ମଚାରୀଙ୍କ ପାଇଁ ଗାଡିର ପାସ ଆବଶ୍ୟକ ନାହିଁ : ପୋଲିସ କମିଶନର

ଭୁବନେଶ୍ବର : ଆସନ୍ତାକାଲିଠୁ ଭୁବନେଶ୍ୱରରେ କିଛି କୋହଳ ହେବ ନାହିଁ । ଭୁବନେଶ୍ୱରରେ ସରକାରୀ କର୍ମଚାରୀଙ୍କ ପାଇଁ ଗାଡିର ପାସ ଆବଶ୍ୟକ ପଡିବ ନାହିଁ। ସେମାନେ ନିଜର ଆଇଡି କାର୍ଡ କିମ୍ବା ଉପରସ୍ଥ ଅଧିକାରୀଙ୍କ ଚିଠିକୁ ଦେଖାଇ ଅଫିସ ଯାଇ ପାରିବେ। ଏହି ଚିଠି କିମ୍ବା ଆଇଡି କାର୍ଡ ଦେଖାଇଲେ…

ଗରିବ ଲୋକମାନଙ୍କୁ ମାସ୍କ୍ସ ଓ ଖାଦ୍ୟଦ୍ରବ୍ୟ ବାଣ୍ଟିଲେ ସୈନିକସ୍କୁଲ ପୁରାତନ ଛାତ୍ରସଂସଦ ଓ ୧୨୦ ବାଟାଲିଅନ୍

ଭୁବନେଶ୍ୱର : କରୋନାର ମହାବିପତି ସମୟରେ ଭୁବନେଶ୍ୱରର କେତେକ ବସ୍ତିବାସିନ୍ଦା ଓ ଗରିବ ଲୋକମାନଙ୍କୁ ମାସ୍କ୍ସ ଓ ଖାଦ୍ୟଦ୍ରବ୍ୟ ବଂଟନ ନିମନ୍ତେ ସୈନିକସ୍କୁଲ ଭୁବନେଶ୍ୱର ପୁରାତନ ଛାତ୍ରସଂସଦର ସଦସ୍ୟ ଏବଂ ୧୨୦ ବାଟାଲିଅନ୍ ମିଳିତ ଉଦ୍ୟମ ଆରମ୍ଭ କରିଛନ୍ତି । ୧୨୦ ବାଟାଲିଅନ୍‌ର କମାଣ୍ଡିଙ୍ଗ୍…

କଟକ-ଭୁବନେଶ୍ୱରରେ ପୂର୍ବଭଳି ଜାରି ରହିବ ଲକଡାଉନ : ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର : କଟକ- ଭୁବନେଶ୍ୱରରେ ପୂର୍ବଭଳି ଜାରି ରହିବ ଲକଡାଉନ କଟକଣା ଏ ନେଇ ସୂଚନା ଦେଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। କରୋନା ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱରରେ କଟକଣା ପୂର୍ବଭଳି ବଳବତ୍ତର ରହିବ । କରୋନା ସଂକ୍ରମଣ ରୋକିବା ଲାଗି ଏହି ପଦକ୍ଷେପ ନିଆଯାଉଛି।…