Odia News Portal

ଲକ୍‌ଡାଉନ୍‌ରେ କେନ୍ଦୁଝରରୁ ଆସିଲା ଦୁଃଖଦ ଖବର

କେନ୍ଦୁଝର : ଲକ୍‌ଡାଉନ୍‌ରେ ଆସିଲା ଦୁଃଖଦ ଖବର। ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା। କେନ୍ଦୁଝର ବାମେବାରୀ ଥାନା ଅଞ୍ଚଳର ଜମିର୍ତ୍ତା ଗାଁରେ ଜଣେ ଛଅ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଗତକାଲି ସଂଧ୍ୟାରେ ନା ବାଳିକା ଜଣକ ଗାଁ ଦାଣ୍ଡରେ ଖେଳିସାରି…

ପଞ୍ଚାୟତ ସ୍ତରରେ ମାସ୍କ ବଣ୍ଟନ

ପୁରୀ : କରୋନା ମହାମାରୀକୁ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଘୋଷଣା କରିଛନ୍ତି ମେ ୩ ପ୍ରାଯନ୍ତ ଲକଡାଉନ। ଠିକ ଏହି ସମୟରେ ପୁରୀ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଇତିଭୂଆ ପଞ୍ଚାୟତରେ ମାସ୍କ ବଣ୍ଟନ କରାଯାଇଛି। ଏଥି ସହିତ ଲୋକଙ୍କୁ ସଚେତନ ରହିବା ସହ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି।…

ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା

ଭୁବନେଶ୍ୱର ()ଆଜି ରାଜ୍ୟବାସୀଙ୍କୁ ଭିଡ଼ିଓ ମେସେଜ ଜରିଆରେ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାହାର ରାଜ୍ୟରେ ଫସିରହିଥିବା ଲୋକଙ୍କ ପାଇଁ ସରକାର ଏକ ବଡ଼ ଘୋଷଣା କରିଛନ୍ତି ।  ଏହାସହ ପ୍ରତି ପଞ୍ଚାୟତରେ ପଞ୍ଜୀକରଣ ବ୍ୟବସ୍ଥା କରାଯିବ ।  ଅନ୍ୟ ରାଜ୍ୟରୁ ଫେରୁଥିବା…

ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ୍

କଟକ() ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ମହମ୍ମଦ ରଫିକ୍ । ସୁପ୍ରିମକୋର୍ଟ କଲେଜିୟମ ପକ୍ଷରୁ ଏନେଇ ସୁପାରିସ୍ ହୋଇଛି । ଜଷ୍ଟିସ ରଫିକ ବତ୍ତର୍ମାନ ମେଘାଳୟ ହାଇକୋର୍ଟ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟରତ ଅଛନ୍ତି ।

ଭାଇରାଲ ହେଉଛି କରୋନାକୁ ନେଇ ସଲମାନଙ୍କ ଗୀତ, ଦେଖନ୍ତୁ

ଦେଶରେ କରୋନା ଭାଇରସର ବିପଦ ବଢି ବଢି ଚାଲିଥିବା ବେଳେ ସେଲିବ୍ରିଟମାନେ ବିଭିନ୍ନ ପ୍ରକାରରେ ଏହାର ମୁକାବିଲା କରିବାକୁ ପାଇଁ ଯୋଗଦାନ ଦେଉଛନ୍ତି । ସେହିପରି ବଲିଉଡ୍ ତାରକା ସଲମାନ ଖାନ୍ କରୋନକୁ ନେଇ ଲୋକଙ୍କ ମନରେ ସଚେତନତା ସୃଷ୍ଟି ପାଇଁ ଏକ ଗୀତ ଲେଖିଛନ୍ତି ।…

ଆସନ୍ତାକାଲି ଠାରୁ ଏହି ସବୁ ସେବା ଆରମ୍ଭ ହେବ

ଜରୁରୀ ସେବା ବ୍ୟତୀତ ଏପ୍ରିଲ୨୦ରୁ (ସୋମବାର) ଆଉ କେଉଁ ସେବା ଆରମ୍ଭ ହେବ ସେ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଜାରି କରିଛି। ଯେଉଁସ୍ଥାନରେ କରୋନା ସଂକ୍ରମଣ ଆଶଙ୍କା କମ୍ ଏବଂ ସ୍ଥିତି ସ୍ୱାଭାବିକ ରହିଥିବ ସେହି ସବୁ ସ୍ଥାନରେ ବିଭିନ୍ନ ସେବା ଆରମ୍ଭ ହେବ ବୋଲି ଗୃହ…

ଲ୍ୟାବରୁ କରୋନା ଭାଇରସ ଲିକ୍‌

ଚୀନ୍‌ର ୱୁହାନ ସହର ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ ଭାଇରୋଲୋଜି ଲ୍ୟାବ୍ କରୋନା ଭାଇରସ ଲିକ୍‌ ହୋଇଥିବା ସମ୍ପର୍କରେ ଆମେରିକାର ଗୁଇନ୍ଦା ସଂସ୍ଥା ବିଧିବଦ୍ଧ ଭାବେ ତଦନ୍ତ ଆରମ୍ଭ କରିଛନ୍ତି । ସେମାନେ ଖୁବଶୀଘ୍ର ଏନେଇ ଏକ ରିପୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦେବେ । ତା’ ପରେ ଚୀନ୍‌…

ପ୍ରଶଂସକଙ୍କୁ ନିରାଶ କଲେ ପରୀ

କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍ଡାଉନ ଚାଲିଥିବା ବେଳେ ଏବେ ବଲିଉଡ୍ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ଥିବା ଦେଖାଯାଉଛି। ହେଲେ ବଲିଉଡ୍ ନାୟିକା ପରିଣୀତି ଚୋପ୍ରା ଏବେ ସୋସିଆଲ ମିଡିଆ ଛାଡିଥିବା ସମସ୍ତଙ୍କୁ ଟିକେ ଅଲଗା ଲାଗିଛି। ପରିଣୀତି ନିଜ ପାଇଁ ସୋସିଆଲ ମିଡିଆରୁ…

ଛେପ ପକାଇବା ନେଇ ପୁରୀରେ ଜାରି ହେଲା କଟକଣା

ପୁରୀ : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ପୁରୀ ଜିଲ୍ଲାରେ ସର୍ବସାଧାରଣ ସ୍ଥାନରେ ଛେପ ପକାଇବା ଉପରେ କଡା କଟକଣା ଲଗାଯାଇଛି। ଏହାକୁ ଅମାନ୍ୟ କଲେ ପ୍ରଥମ ୩ଥର ୨୦୦ଟଙ୍କା ଓ ପରେ ୫ଶହ ଟଙ୍କା ଜରିମାନା ଆଦାୟ କରାଯିବ। ଏଥିପାଇଁ ପୌରସଂସ୍ଥା ଓ ବ୍ଲକ ସ୍ତରର ଅଧିକାରୀମାନଙ୍କୁ ଏନ୍‌ଫୋର୍ସମେଣ୍ଟ…

ଭଦ୍ରକର ଚରମ୍ପା ଓ ଏରେଇଁ ଅଞ୍ଚଳରୁ ଉଠିଲା କଣ୍ଟେନମେଣ୍ଟ କଟକଣା

ଭଦ୍ରକ: ଭଦ୍ରକରେ ଆଉ ଦୁଇଟି ଅଞ୍ଚଳରୁ ଉଠିଲା କଟକଣା। ଚରମ୍ପା ଓ ଏରେଇଁ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍‌ରୁ ହଟାଇଦିଆଯାଇଛି। ତେବେ ଲକ୍‌ଡାଉନ୍‌ ବଳବତ୍ତର ରହିବ ବୋଲି ଭଦ୍ରକ ଜିଲ୍ଲାପାଳ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ଭଦ୍ରକରେ ୩ ଜଣ କରୋନା ପଜିଟିଭ ଚିହ୍ନଟ ହେବାପରେ ଜିଲ୍ଲା ପ୍ରଶାସନ…