ବ୍ରାହ୍ମଣୀ ବ୍ରିଜ୍ ନିକଟରେ ପୋଲିସ ଭ୍ୟାନ ସହ ଟ୍ରକ୍ ମୁହାଁମୁହିଁ ଧକ୍କା
ଯାଜପୁର : ଗୋଟିଏ ପଟେ ଲକ ଡାଉନକୁ ସଫଳ କରିବା ପାଇଁ ପୋଲିସ କର୍ମଚାରୀମାନେ ଦିନ ରାତି ଏକ କରିଥିବା ବେଳେ ଏହି ସମୟରେ ଏକ ଦୁଃଖଦ ଘଟଣା ଘଟିଛି । ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ୍ ନିକଟରେ ଏକ ପୋଲିସ ଭ୍ୟାନ ସହ ଟ୍ରକର ମୁହାଁମୁହିଁ ଧକ୍କା । ଫଳରେ ଏଥିରେ ଥିବା ୫ଜଣ…
