Odia News Portal

ଅତ୍ୟଧିକ ଆଚାର ଖାଇବା ପୁରୁଷଙ୍କ ପାଇଁ ହାନିକାରକ, ଜାଣନ୍ତୁ କାରଣ

ଆଚାର ଖାଇବାକୁ ଅଧିକାଂଶ ଲୋକ ଭଲ ପାଇଥାନ୍ତି। କାରଣ ଖାଇବା ସମୟରେ ଆଚାର ଟିକେ ଥିଲେ ଖାଦ୍ୟର ସ୍ବାଦ ଯେପରି ଦୁଇଗୁଣ ବଢ଼ିଯାଇଥାଏ। ଆଚାର ପାଟିକୁ ସୁଆଦିଆ ଲାଗୁଥିଲେ ମଧ୍ୟ ସ୍ବାସ୍ଥ୍ୟ ପ୍ରତି କୁପ୍ରଭାବ ପକାଇଥାଏ। ତେଣଉ ଅତ୍ୟଧିକ ଆଚାର ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। ବିଶେଷକରି ଏହା…

ହାତୀ ନେଲା ୪ ଜୀବନ

ପଦ୍ମପୁର : ବରଗଡ଼ ଜିଲା ପଦ୍ମପୁର ଅଞ୍ଚଳରେ ରବିବାର ବିଳମ୍ବିତ ରା ତିରେ ହାତୀ ଆକ୍ରମଣରେ ୪ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ମଧ୍ୟ ରହିଛନ୍ତି। ସେମାନେ ହେଲେ, ପଦ୍ମପୁର ସ୍ବସ୍ତିକନଗର ରଜାପଡାର ଦ୍ବାରିକାନାଥ ପାଣ୍ଡେ(୭୫), ପୁଅ ମଲେଇ ପାଣ୍ଡେ (୪୫), ନାତି ଚିଣ୍ଟୁ…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ସ୍ବାସ୍ଥ୍ୟପ୍ରତି ସଚେତନ ରହି କାମ କରନ୍ତୁ ନତୁବା ଶନିକ୍ଷେତ୍ର ଏବଂ ଶନିଙ୍କ ସହ ମଙ୍ଗଳ ହେତୁ ଥଣ୍ଡାଜ୍ୱର ହୋଇପାରେ । କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବାର ଆଶଙ୍କା ରହିଛି। ପରୋକ୍ଷ ଶତ୍ରୁତା ଜନିତ ଶିଳ୍ପ,ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ…

କରୋନା ନେଇ କୁନି ପିଲାଟିଏ କହିଲା ଏମିତି କଥା, ଭିଡିଓ ଭାଇରାଲ

ଭୁବନେଶ୍ବର() କରୋନା ନେଇ ସାରା ବିଶ୍ୱରେ ଏବେ ଭୟାବହର ବାତ୍ତାବରଣ ସୃଷ୍ଟି ହୋଇଛି । ଏପର୍ଯ୍ୟନ୍ତ ଏହାର ପ୍ରତିଷେଧକ ମଧ୍ୟ ବାହାରିନି । କରୋନା ମୁକାବିଲା ପାଇଁ ସାରା ଦେଶ ଏବେ ଲକଡାଉନ ହୋଇଛି । ଏହି ଭିତର କରୋନା ନେଇ ସଚେତନର ବାର୍ତ୍ତା ଦେଇଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ…

କରୋନାରୁ ମୁକ୍ତି ପାଇଁ କାମନା କଲେ ସୁକିନ୍ଦା ବିଧାୟକ

ଭୁବନେଶ୍ବର() ମୋଦିଙ୍କ ଆହ୍ବାନକୁ ପାଳିଲା ସାରାଭାରତ। ପଲ୍ଲୀ ଠାରୁ ଦିଲ୍ଲୀ ପ୍ରତ୍ୟେକଟି ନାଗରିକ ନିଜ ଦ୍ୱାର ଆଗରେ ମହମ୍ ବତୀ, ଦୀପ, ଟର୍ଚ୍ଚ ଲାଇଟ ଲଗାଇ ପ୍ରକାଶର ଶକ୍ତିକୁ ଅନୁଭବ କରିଛନ୍ତି। କରୋନା ମୁକାବିଲାରେ ସାରା ଦେଶ ଏକା ହୋଇ ଲଢିବା ପାଇଁ ଏ ପ୍ରକାଶ ଜ୍ୟୋତି ସହାୟକ ହେବ ବୋଲି…

ରାଜ୍ୟରେ ଆଉ ୧୬ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର() ରାଜ୍ୟରେ ଆଉ ୧୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୩୯ରେ ପହଞ୍ଚିଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଖ୍ୟା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍‌ ଯୋଗେ ସୂଚନା ଦିଆଯାଇଛି।

ମୋଦିଙ୍କ ଆହ୍ବାନକୁ ପାଳିଲା ସାରାଭାରତ

ମୋଦିଙ୍କ ଆହ୍ବାନକୁ ପାଳିଲା ସାରାଭାରତ। ପଲ୍ଲୀ ଠାରୁ ଦିଲ୍ଲୀ ପ୍ରତ୍ୟେକଟି ନାଗରିକ ନିଜ ଦ୍ୱାର ଆଗରେ ମହମ୍ ବତୀ, ଦୀପ, ଟର୍ଚ୍ଚ ଲାଇଟ ଲଗାଇ ପ୍ରକାଶର ଶକ୍ତିକୁ ଅନୁଭବ କରିଛନ୍ତି। କରୋନା ମୁକାବିଲାରେ ସାରା ଦେଶ ଏକା ହୋଇ ଲଢିବା ପାଇଁ ଏ ପ୍ରକାଶ ଜ୍ୟୋତି ସହାୟକ ହେବ ବୋଲି ଆସ୍ବାଶନା…

ଏଣିକି ମାସ୍କ କିମ୍ୱା ରୁମାଲ୍‌ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା

ବ୍ରହ୍ମପୁର() ‘କରୋନା’ ମୁକାବିଲା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ କଠୋର ହୋଇଛି। ମାସ୍କ କିମ୍ୱା ରୁମାଲ୍‌ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେଣ୍ଟାଇନ୍‌ ରଖାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି। କରୋନା’ର…

ଏହି ଜିଲ୍ଲାରେ ମାସ୍କ୍ ନ ପିନ୍ଧିଲେ ଦେବାକୁ ପଡ଼ିବ ଫାଇନ୍

ଗଞ୍ଜାମ : କରୋନା ସତର୍କତା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ପଦକ୍ଷେପ ନିଆଯାଇଛି । ମାସ୍କ ପିନ୍ଧିବା ନେଇ ଗଞ୍ଜାମରେ ନୂଆ ନିୟମ ଲାଗୁ ହୋଇଛି । ମାସ୍କ ନପିନ୍ଧିବା ବ୍ୟକ୍ତି ଫାଇନ ଦେବାକୁ ପଡ଼ିବ । ସହରାଞ୍ଚଳରେ ମାସ୍କ ନପିନ୍ଧିଲେ ୧୦୦୦ ଟଙ୍କା ଫାଇନ ଦେବାକୁ ପଡ଼ିବ । ସେହିପରି…

ଏଣିକି ଦୋକାନୀ ମାନେ ଗୁରୁତ୍ୱ ଦେବେ ସାମାଜିକ ଦୂରତା ଉପରେ

ଭୁବନେଶ୍ୱର : କରୋନା ପାଇଁ ସ୍ୱତନ୍ତ୍ର କଟକଣା. ଏଣିକି ଦୋକାନୀ ମାନେ ଗୁରୁତ୍ୱ ଦେବେ ସାମାଜିକ ଦୂରତା ଉପରେ ନଚେତ ସେମାନଙ୍କ ଉପରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ଆବଶ୍ୟକ ପଡିଲେ ଲାପରାଧୀକ ଦଫା ଲାଗି ଦୋକାନୀଙ୍କୁ ଗିରଫ କରାଯାଇ ପରେ। ଏହି ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ…