Odia News Portal

କରୋନା’ ପାଇଁ ନିଯୁକ୍ତି ହେବେ ଡାକ୍ତର, ନର୍ସ

ଭୁବନେଶ୍ୱର() ‘କରୋନା’ ମୁକାବିଲା ପାଇଁ ଡାକ୍ତର ଓ ପାରାମେଡିକାଲ ଷ୍ଟାଫ ନିଯୁକ୍ତି କରିବେ ରାଜ୍ୟ ସରକାର । ଏନେଇ ନିଜ ଅଫିସିଆଲ ଟୁଇଟର ହ୍ୟାଣ୍ଡେଲରେ ସ୍ୱାସ୍ଥ୍ୟ ବିଭାଗ ବିଜ୍ଞାପନ ଦେଇଛି। ୩ ମାସ ପାଇଁ ଚୁକ୍ତି ଭିତ୍ତିରେ ଡାକ୍ତର, ନର୍ସ ଓ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ଦିଆଯିବ। ଏହି…

ଲକଡାଉନକୁ ସମର୍ଥନ ଜଣାଇଲେ ବିରାଟ ଓ ଅନୁଷ୍କା

କରୋନା ଭାଇରସର ଆତଙ୍କ ଏବେ ସାରା ବିଶ୍ୱକୁ ଗ୍ରାସିଛି। କରୋନା ଯୋଗୁ ପ୍ରତିଦିନ ଶହ ଶହ ଲୋକଙ୍କ ଯାଉଥିବାରୁ ସବୁ ଦେଶ ଏବେ ଚିନ୍ତିତ। ଏହି ବେମାରି କବଳରୁ ଲୋକଙ୍କୁ ରକ୍ଷା କରିବାକୁ ଏବେ ସବୁ ଦେଶ ଯଥାସାଧ୍ୟ ଚେଷ୍ଟା କରୁଛି। କରୋନାକୁ ରୋକିବାର ଏକ ମାତ୍ର ବାଟ ସାମାଜିକ ଦୂରତ୍ୱ ବଜାୟ ରଖିବା।…

୮୦ କୋଟି ଲୋକଙ୍କୁ ଚାଉଳ ଓ ଗହମ

ନୂଆଦିଲ୍ଲୀ ,()  କେନ୍ଦ୍ର କ୍ୟାବିନେଟରେ ଆଜି ଏକ ବଡ ଘୋଷଣା କରିଛନ୍ତି ସରକାର । କରୋନା ଭାଇରସ ଯୋଗୁଁ ସାରା ଦେଶରେ ଲକ୍-ଡାଉନ୍ ଲାଗୁ ହେବା ପରେ ଦେଶର ୮୦ କୋଟି ଲୋକଙ୍କୁ ଶସ୍ତାରେ ଚାଉଳ ଓ ଗହମ ଯୋଗାଇ ଦେବାକୁ ନିଷ୍ପତ୍ତିି ହୋଇଛି । ଏଣିକି ଲୋକମାନଙ୍କୁ କିଲୋ ପ୍ରତି ୨ ଟଙ୍କାରେ ଗହମ ଗହମ…

ନିର୍ମାଣ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇଲେ କେନ୍ଦ୍ର ସରକାର

କରୋନା ଭାଇରସ ଯୋଗୁ ଏବେ ସବୁ ରାଜ୍ୟରେ ଲକଡାଉନ ଘୋଷଣା କରି ଦିଆଯାଇଛି । ଏଭଳି ସ୍ଥିତିରେ ସବୁଠାରୁ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦିନ ମଜୁରିଆ । କିନ୍ତୁ ଏବେ ସେମାନଙ୍କୁ ଚିନ୍ତା କରିବାର କୌଣସି କାରଣ ନାହିଁ । କାରଣ, ଦେଶରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଦିନ ମଜୁରିଆମାନଙ୍କ…

ଆଗୁଆ ମିଳିବ ୪ମାସର ଦରମା

ଭୁବନେଶ୍ୱର() ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମନୋବଳ ବଢ଼ାଇଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ପାଇଁ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରୀମ ଦରମା ମିଳିବ । ୪ମାସର ଦରମା ଅଗ୍ରୀମ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତର, ପାରା ମେଡ଼ିକାଲ ଷ୍ଟାଫ୍ ଓ ନର୍ସଙ୍କୁ ଆଗୁଆ…

କରୋନା ପାଇଁ ଓଏମସି ଦେଲା ୫୦୦କୋଟି

ଭୁବନେଶ୍ୱର() ସାରା ବିଶ୍ୱରେ ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା । ଏହା ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପାଲଟି ସାରିଛି । କରୋନା ମୁକାବିଲା ପାଇଁ ଆଜି ଓଏମସି ୫୦୦କୋଟି ଟଙ୍କା ଦେଇଛି । ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୫୦୦କୋଟି ଟଙ୍କା ପ୍ରଦାନ କରିଛି ।…

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ଦାନ

ଭୁବନେଶ୍ୱର() ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଡ. ପ୍ରଦୀପ କୁମାର ରାଉତ କରୋନା ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ତାଙ୍କର ଗୋଟିଏ ଦିନର ଦରମା ୩୬୫୦ ଟଙ୍କା ଦାନ କରିଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାରୀ କର୍ମଚାରୀ, ସରକାରୀ ଉଦ୍ୟୋଗ ଓ…

ଓଡିଆ କହି ଓଡିଶାବାସୀଙ୍କୁ ସଚେତନ କଲେ ସଲମାନ

ଭୁବନେଶ୍ୱର: ବଲିଉଡ ଅଭିନେତା ସଲମାନ ଖାନ ବୁଧବାର ଦିନ ଓଡିଆରେ ଓଡିଶାବାସୀଙ୍କୁ କରୋନା ସଚେତନତା ବାର୍ତ୍ତା ଦେଇଛନ୍ତି । ରାଜ୍ୟ ସରକାରଙ୍କ ଦ୍ୱାରା ଜାରି ହୋଇଥିବା ନିୟମକୁ କଡାକଡି ଭାବେ ପାଳନ କରିବାକୁ ସେ ଏକ ଭିଡିଓରେ କହିଛନ୍ତି । ସେ ଭିଡିଓରେ କହିଛନ୍ତି, “ମୋର ଓଡିଆ ଭାଇ ଓ…

କରୋନା ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା

ନୂଆଦିଲ୍ଲୀ ()ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କରୋନା । ଏହା ସାରା ବିଶ୍ୱର ମୁଣ୍ଡ ବିନ୍ଧାର କାରଣ ପାଲଟି ସାରିଛି । ଏନେଇ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଗୃହ…

ଦରିଆଦିଲ୍ ବବି, କରୋନା ପାଇଁ ହାତପାଣ୍ଠି ଖୋଲିଦେଲେ

ଯାଜପୁର() ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି କରୋନା । କରୋନା ପାଇଁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ୍ ନିଜ ବିଧାୟକ ପାଣ୍ଠିର ୨୦୨୦-୨୧ ର ସମସ୍ତ ଅର୍ଥ ଜିଲ୍ଲା ପ୍ରଶାସନକୁ ଦାନ କରିଛନ୍ତି । ଏହା ସହ ସେ…