Odia News Portal

ଜନତା କର୍ଫ୍ୟୁକୁ କୃଷିମନ୍ତ୍ରୀଙ୍କ ସମର୍ଥନ

ନୟାଗଡ଼: ସାରା ବିଶ୍ବ କରୋନା ଭୂତାଣୁକୁ ନେଇ ଚିନ୍ତିତ। କରୋନା ଭୂତାଣୁକୁ ରୋକିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ରବିବାର ଦିନ ଜନତା କର୍ଫ୍ୟୁ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ମୋଦିଙ୍କ ଆହ୍ବାନଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ…

କରୋନାକୁ ନେଇ ରାଜ୍ୟରେ ସରକାର କଲେ ବଡ଼ ଘୋଷଣା

ଭୁବନେଶ୍ବର() ଗତ ଦୁଇ ମାସ ମଧ୍ୟରେ ଦୁନିଆ ବଦଳି ଯାଇଛି। ରାଜନୀତି, ଅର୍ଥନୀତି ସବୁ କିଛି ପଛରେ ପକାଇ ସ୍ବାସ୍ଥ୍ୟ ସମସ୍ୟା ସାରା ବିଶ୍ବ ପାଇଁ ଏକ ବହୁତ ବଡ ଆହ୍ବାନ ସୃଷ୍ଟି କରିଛି। ଚୀନ ଓ ସାଉଥ କୋରିଆ ଠାରୁ ଆରମ୍ଭ କରି ନିକଟରେ ଆମେରିକା, ବ୍ରିଟେନ ଓ ଅନ୍ୟ ଇରୋପୀୟ ଦେଶ ମାନଙ୍କ ପାଇଁ…

ସରକାରୀ ଓ ବେସରକାରୀ ସମସ୍ତ ପାର୍କ ବନ୍ଦ

ଭୁବନେଶ୍ୱର()  ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । ଏହା ସମସ୍ତଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏନେଇ ରାଜଧାନୀ ଭୁବନେଶ୍ୱରରେ ସମସ୍ତ ପାର୍କ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ସରକାରୀ ଓ ବେସରକାରୀ ସମସ୍ତ ପାର୍କ ବନ୍ଦ ରହିବ । ପାର୍କରେ ଭିଡ଼…

ମୋଦି ଜନତା କର୍ଫ୍ୟୁ ପାଇଁ ୨୨ ମାର୍ଚ୍ଚକୁ ହିଁ କାହିଁକି ବାଛିଲେ? ଜାଣନ୍ତୁ ପ୍ରକୃତ କାରଣ

ସାରା ବିଶ୍ୱରେ ବ୍ୟାପିଚାଲିଥିବା କରୋନା ଜୀବାଣୁକୁ ପରାସ୍ତ କରିବାକୁ ଭାରତ ପ୍ରସ୍ତୁତି ଚଳାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଦିନ ଦେଶକୁ ସମ୍ବୋଧିତ କରିବାବେଳେ ମାର୍ଚ୍ଚ 22 ରେ ଜନତା କର୍ଫ୍ୟୁ ପାଇଁ ଅପରାହ୍ନ 5 ଟାରେ ଘରର କବାଟ, ଝରକା ଏବଂ ବାଲକୋନୀକୁ ଆସିବାକୁ ନିବେଦନ…

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି

ନୂଆଦିଲ୍ଲୀ() ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୧ କୁ ବୃଦ୍ଧି । ଆଜି ସକାଳ ୧୨ ଟା ସୁଦ୍ଧା ଭାରତ ସରକାରଙ୍କ ସ୍ୱାସ୍ଥ୍ୟମନ୍ତ୍ରାଳୟର ତଥ୍ୟ ଆଧାରରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୧ କୁ ବୃଦ୍ଧି ହୋଇଥିବା କୁହାଯାଇଛି । ମହାରାଷ୍ଟ୍ରରେ ସବୁଠାରୁ ଅଧିକ କରୋନା ଆକ୍ରାନ୍ତ…

ଥରିଲା ମାଲକାନଗିରି

ମାଲକାନଗିରି()  ମାଲକାନଗିରି ଜିଲ୍ଲାରେ ମୃଦବ ଭୂମିକମ୍ପ ଅନୁଭୁତ ହୋଇଛି । ୩ରୁ ୫ ସେକେଣ୍ଟ ପର୍ୟ୍ୟନ୍ତ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଏହି ସମୟରେ ଲୋକମାନେ ଲୋକମାନେ ବାହିରାଆସିଥିଲେ ।ଜିଲ୍ଲାର ମାଥିଲି, ଗୋବନ୍ଦିପାଲ୍ଲୀ, ଖଇରପୁଟ ଅଞ୍ଚଳରେ ଝଟ୍କା ଅନୁଭୂତ ହୋଇଥିବା ଝଣାପଡିଛି ।…

ଆଜିଠାରୁ ଅଡ-ଇଭିନ୍ ଫର୍ମୁଲା ଲାଗୁ

ଭୁବନେଶ୍ୱର()  ଆଜିଠାରୁ କଟକ-ଭୁବନେଶ୍ୱରରେ ଅଡ-ଇଭିନ୍ ଫର୍ମୁଲା ଲାଗୁ ହୋଇଛି । ଏହା ସହ ଝାରସୁଗୁଡାରେ ମଧ୍ୟ ଏହି ଫର୍ମୁଲା ଲାଗୁ ହୋଇଥିବା ଜଣାପଡିଛି । ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବସ୍ଥାରେ ଅଡ ଇଭିନ୍ ଲାଗୁ ହୋଇଛି । ଅଯୁଗ୍ମ ତାରିଖରେ ଅଯୁଗ୍ମ ନମ୍ବର ଓ ଯୁଗ୍ମ ତାରିଖରେ ଯୁଗ୍ମ ନମ୍ବର ଥିବା…

୧୨ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା ହେବ।ସ୍ଥିତିକୁ ନଜରରେ ରଖି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସମୟରେ ଘଣ୍ଟା ପ୍ରତି ୪୫ରୁ ୫୫ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ଏନେଇ ୧୨…

ବଲିଉଡ୍‌ରେ ଚର୍ଚ୍ଚା : ଭାଙ୍ଗିଗଲା ଆଲିଆ-ରଣବୀରଙ୍କ ସମ୍ପର୍କ

ବଲିଉଡ୍‌ର ହଟ୍‌ ହ୍ୟାଣ୍ଡସମ୍‌ ବାଚ୍‌ଲର ରନ୍‌ବୀର କପୁରଙ୍କୁ ନେଇ ଏବେ ଏକ ଖବର ଗଣମାଧ୍ୟମରେ ଉଡ଼ିଚାଲିଛି । କଥାଟା ସତ ହେଉ ବା ନହେଉ ‘ଡାଲ୍‌ ମେ କୁଛ୍‌ କାଲା ତୋ ହେ’ । କଥାରେ ଅଛି ନିଆଁ ନଥିଲେ ଧୂଆଁ ବାହାରେ ନାହିଁ କି ସବୁ ଖବର ଉଡ଼ା ନୁହେଁ । ହଁ ଆଜ୍ଞା, ଆମେ କହୁଛୁ ବଲିଉଡ୍‌ର…

ସଚିବାଳୟ ସେବା ସଂଘରେ ବେଆଇନ୍‍ ଚାନ୍ଦା ଆଦାୟ

ଭୁବନେଶ୍ୱର : ସଚିବାଳୟ ସେବା ସଂଘର ନିର୍ବାଚନ ଅବ୍ୟବହିତ ପୂର୍ବରୁ କେତେକ ସହକାରୀ ଉପ ବିଭାଗ ଅଧିକାରୀ ବିଭାଗରୁ ବିଭାଗ ବୁଲି ନୂଆକରି ଚାକିରିରେ ଯୋଗ ଦେଇଥିବା ଯୁବ କର୍ମଚାରୀମାନଙ୍କ ଠାରୁ ବେଆଇନ୍‍ ଭାବେ ସଂଘ ସଭ୍ୟ ଚାନ୍ଦା ସଂଗ୍ରହ କରୁଛନ୍ତି । ଏଭଳି ଅଭିଯୋଗ ଏବେ ସଂଘ ନିର୍ବାଚନ…