Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ମକର ରାଶିରେ ଶନି ନିଜ ଗୃହରେ ରହି କର୍ମକ୍ଷେତ୍ରରେ ଅସଜଡ଼ା ପରିସ୍ଥିତିକୁ ସୁଧାରି ନେବେ । ଚନ୍ଦ୍ରଙ୍କ ପ୍ରଭାବରେ ବନ୍ଧୁଙ୍କ ପରାମର୍ଶ ଏବଂ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ । ପ୍ରିୟଜନଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ। ଅର୍ଥ ଲାଭ ସହିତ…

ନିର୍ଭୟାକୁ ମୁଳିଲା ନ୍ୟାୟା ସ୍ୟାଣ୍ଡ ଆନିମେସନରେ ବାର୍ତା

ପୁରୀ : ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ସ୍ୟାଣ୍ଡ ଆନିମେସନରେ ଦେଶ ବାସୀଙ୍କୁ ନିର୍ଭୟାକୁ ମୁଳିଲା ନ୍ୟାୟା ବାର୍ତା ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଏହି ସ୍ୟାଣ୍ଡ ଆନିମେସନର ନିର୍ମାଣ କରୁବା ପାଇଁ ପ୍ରାୟ ୧ ଘଣ୍ଟା ସମୟ ଲାଗିଥିଲା। ଏଥି ସହିତ ଏହି ସ୍ୟାଣ୍ଡ…

ଭୁବନେଶ୍ୱରରେ ଲାଗୁ ହେଲା ଅଡ୍‌ ଇଭିନ୍‌ ନମ୍ବର

ଭୁବନେଶ୍ୱର : କରୋନାର ଆଉ ଏକ ପ୍ରଭାବ । ଆସନ୍ତା କାଲିଠାରୁ ରାଜଧାନୀ ଭୁବନେଶ୍ୱରରେ ଲାଗୁ ହେଲା ଅଡ୍‌/ଇଭିନ୍‌ ନମ୍ବର । ଅର୍ଥାତ୍‌ ଆସନ୍ତାକାଲି ଠାରୁ ସାଧାରଣ ପରିବହନରେ କାର୍ଯ୍ୟ କରୁଥିବା ବସ୍‌, ଟ୍ୟାକ୍ସି ଓ ଅଟୋରିକ୍ସା ଚାଲିବ । ଆସନ୍ତାକାଲି ୨୧ ତାରିଖ । ତେଣୁ ସଂଖ୍ୟା ଛିଣ୍ଡୁ…

ସଲମାନଙ୍କ ସହ କାମ କରିବା ପାଇଁ ୪ଗୁଣ ଅଧିକ ଫି’ ଦାବି କଲେ ଏହି ଅଭିନେତ୍ରୀ

ମୁମ୍ବାଇ : ପୂଜା ହେଗଡ଼େଙ୍କ ଫିଲ୍ମ କ୍ୟାରିୟର ଏବେ ସଫଳତା ଆଡ଼କୁ ମୁହାଁଉଛି। ‘ହାଉସଫୁଲ୍ ୪’ ଏବଂ ଆଲୁ ଅର୍ଜୁନଙ୍କ ସହ ‘ଅଲା ବୈକୁଣ୍ଠପୁରାମୁଲୁ’ ଜରିଆରେ ସେ ଲଗାତାର ଦୁଇଟି ହିଟ୍ ଫିଲ୍ମ ଦେଇଛନ୍ତି। ଏହା ପରେ ସଲମାନ ଖାନଙ୍କ ସହ ଏକ ବଡ଼ ପ୍ରୋଜେକ୍ଟ ମଧ୍ୟ ତାଙ୍କ ହାତରେ ଲାଗିଛି। ପୂଜା…

ଚହଲଙ୍କ ଟିକ୍ ଟକ ଭିଡିଓ ଭାଇରଲ

ଚୀନରୁ ବ୍ୟାପିଥିବା କାରୋନା ଭାଇରସର ପ୍ରଭାବ ଖେଳ ଉପରେ ବି ପଡିଛି । ଏଥିଯୋଗୁ ଅନେକ ଇଭେଣ୍ଟ ସ୍ଥଗିତ ହୋଇଯାଇଛି । ଏହାରି ଭିତରେ କିଛି ଖେଳାଳି ନିଜ ପରିବାର ସହ ସମୟ ବିତାଉଥିବା ବେଳେ ଆଉ କିଛି ସୋସିଆଲ ମିଡିଆରେ ଅନ୍ୟମାନଙ୍କୁ ସଚେତନ କରୁଛନ୍ତି । ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ…

ଏହି ବଲିଉଡର ଲୋକପ୍ରିୟ ଗାୟିକା କରୋନା ଭାଇରସର ଶିକାର

‘ବେବିଡଲ’ ଭଳି ସୁପରହିଟ ଗୀତ ଗାଇଥିବା ବଲିଉଡର ଲୋକପ୍ରିୟ ଗାୟିକା କନିକା କପୁର କରୋନା ପଜିଟିଭ ବୋଲି ଚିହ୍ନଟ ହୋଇଛନ୍ତି । ସୂଚନା ଅନୁଯାୟୀ ମାର୍ଚ୍ଚ ୧୫ ତାରିଖରେ ସେ ଲଣ୍ଡନରୁ ଲକ୍ଷ୍ନୌ ଆସିଥିଲେ । ତେବେ ବର୍ତ୍ତମାନ ସେ ଲକ୍ଷ୍ନୌର KGMU ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଯେଉଁଠି ତାଙ୍କୁ…

୧୦୦ କୋଟି ଜନତାଙ୍କ ପ୍ରିୟ ଭାଜନ ହେଲେ ଏହି ମହିଳା ଓକିଲ

ଆଜି ସକାଳ ସମସ୍ତଙ୍କ ପାଇଁ ଏକ ନୂଆ ଆଶାର କିରଣ ଆଣିଛି। ଦୀର୍ଘ ୭ ବର୍ଷର ସଂଘର୍ଷ ପରେ ଆଜି ଅର୍ଥାତ ଶୁକ୍ରବାର ମିଳିଲା ନ୍ୟାୟ। କିନ୍ତୁ ଏହି ନ୍ୟାୟ ପାଇଁ ପୂରା ଦେଶ ଆଜି ଖୁସି। ଦିଲ୍ଲୀ ଗଣଦୁଷ୍କର୍ମ ମାମାଲାର ଚାରି ଦୋଷୀଙ୍କୁ ଆଜି ସକାଳ ୫.୩୦ରେ ଫାଶୀ ଦିଆଯାଇଛି। ଚାରି ଜଣ ନରରାକ୍ଷସଙ୍କୁ…

Airtelର ସ୍ପେଶାଲ ରିଚାର୍ଜ ପ୍ଲାନ, ଏକା ସାଥିରେ ମିଳିବ ଏହି ତିନୋଟି ସୁବିଧା

ଦେଶର ଅନ୍ୟତମ ବରିଷ୍ଠ ଟେଲିକମ କମ୍ପାନୀ ଏୟାରଟେଲ ଅନ୍ୟ ଟେଲିକମ କମ୍ପାନୀ ଗୁଡିକୁ କଡା ଟକ୍କର ଦେବା ପାଇଁ ଏକ ଖାସ ରିଚାର୍ଜ ପ୍ଲାନ ଆରମ୍ଭ କରିଛି । ଏହି ଖାସ ପ୍ଲାନ ଟିର one airtel ରଖାଯାଇଛି । ଏହି ପ୍ୟାକ ଟିରେ ୟୁଜର୍ସଙ୍କୁ ଏକା ସାଥିରେ ପୋଷ୍ଟପେଡ, ବ୍ରାଣ୍ଡପେଡ଼, ଡିଟିଏଚ ସମେତ…

କରୋନା ପାଇଁ ଆଗୁଆ ମିଳିବ ମଧୁବାବୁ ପେନସନ୍

ଭୁବନେଶ୍ୱର() ରାଜ୍ୟ ସରକାର କରୋନା ମୁକାବିଲା ଲାଗି ଦୃଢ଼ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କରୋନା ପାଇଁ ଗାଁ ସ୍ତରରେ ମଧୁବାବୁ ପେନସନ୍ ମିଳିବ। ପଞ୍ଚାୟତ ବଦଳରେ ଏଥର ଗାଁ ସ୍ତରରେ ଏହି ପେନସନ୍ ଦିଆଯିବ ବୋଲି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଆଜି ଏହି…

ଜନତା କର୍ଫ୍ୟୁକୁ ମୁଖ୍ୟମନ୍ତ୍ରୀଙ୍କ ସମର୍ଥନ

ଭୁବନେଶ୍ୱର() ମାର୍ଚ୍ଚ ୨୨(ରବିବାର)ରେ ‘ଜନତା କର୍ଫ୍ୟୁ’ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ନିବେଦନ କରିଛନ୍ତି। ତେବେ ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ କରିଛନ୍ତି। କୋଭିଡ-୧୯ ସମଗ୍ର ମାନବଜାତି ଲାଗି ଏକ ଆହ୍ବାନ। ଏହି ପରିପ୍ରେକ୍ଷୀରେ…