Odia News Portal

ଫାଶୀ ଖୁଣ୍ଟରେ ଝୁଲିଲେ ୪ ନରପିଶାଚ

ନୂଆଦିଲ୍ଲୀ() ନ୍ୟାୟ ପାଇଲା ନିର୍ଭୟା । ଫାଶୀ ଖୁଣ୍ଟରେ ଝୁଲିଲେ ୪ ଦୁଷ୍କର୍ମକାରୀ । ମୁକେଶ ସିଂହ, ବିନୟ ଶର୍ମା, ପୱନ ଗୁପ୍ତା ଓ ଅକ୍ଷୟ ସିଂହ ଠାକୁର । ମଣିଷରୂପୀ ଏହି ନରରାକ୍ଷସ ମାନଙ୍କୁ ତିହାର ଜେଲର ଫାଶୀଖୁଂଟ ମୃତ୍ୟୁର କୋଳକୁ ଠେଲିଦେଇଛି । ମିରଟରୁ ଆସିଥିବା ଜହ୍ଲାଦ ପବନ ମଣିଷରୂପୀ ୪…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ପାପଗ୍ରସ୍ତ ମଙ୍ଗଳଜନିତ ସ୍ବାସ୍ଥ୍ୟ ହାନିଜନିତ ହତୋତ୍ସାହିତ ହୋଇପାରନ୍ତି। ପରିବାର ହେଉ କିମ୍ବା କର୍ମକ୍ଷେତ୍ର ହେଉ, ଆପଣ ପ୍ରତିଟି ସମସ୍ୟାକୁ ସୁଧାରି ନେବାରେ କିଛି ଅସୁବିଧା ହେବନାହିଁ । ଦ୍ୱିଜା ନକ୍ଷତ୍ର ବାଣିଜ୍ୟ, ନିର୍ମାଣ, ପରିବହନ, ବ୍ୟବସାୟିକ ସ୍ଥିତି, ସଭା ସମିତି,…

ନୀଳଚକ୍ର ବାନାରେ ଲାଗିଲା ନିଆଁ, ଦେଖନ୍ତୁ ପୁରା ଭିଡିଓ

ପୁରୀ() ସାରା ରାଜ୍ୟରେ କରୋନା ଭାଇରସକୁ ନେଇ ହାହାକାର ମଚିଥିବା ବେଳେ ଆଜି ଶ୍ରୀମନ୍ଦିରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଜଗନ୍ନାଥ ମନ୍ଦିରରେ ଉପରେ ଥିବା ପତିତପାବନ ବାନାରେ ନିଆଁ ଲାଗିଯାଇଛି । ରାତି ପ୍ରାୟ ୮ଟା ବେଳେ ଏହି ଅଘଟଣ ଘଟିଥିବା ସୂଚନା ମିଳିଛି । ତେବେ ପାପ ମୋଚନ ଏକାଦଶୀ…

ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ, ହେଲେ ଚାଲିବ ନୀତିକାନ୍ତି

ଭୁବନେଶ୍ୱର() ଧର୍ମାନୁଷ୍ଠାନକୁ ନା । ଆସନ୍ତା କାଲିଠାରୁ ଏପ୍ରିଲ ପହିଲା ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ । ହେଲେ ଚାଲିବ ନୀତିକାନ୍ତି । ସେହିପରି ପୋଖରୀରେ ଗାଧୋଇବା ମନା । ସଂସ୍କୃତିକ ଅନୁଷ୍ଠାନ, ଲାଇବ୍ରେରୀ, music ଥିଏଟରକୁ ବି ନା । ଜୟଦେବ ବଟିକା, ବଟନିକାଲ ଗାର୍ଡେନ ତଥା ଜଙ୍ଗଲ ଓ…

ଭାରତର ଏହି ରାଜ୍ୟରୁ କରୋନା ନେଲା ଚତୁର୍ଥ ମୁଣ୍ଡ

ନୂଆଦିଲ୍ଲୀ() ଆଜି ଭାରତରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃୃତ୍ୟୁ ହୋଇଛି । ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ମୃତ ବ୍ୟକ୍ତି ହେଉଛନ୍ତି ପଞ୍ଜାବର। ସେ ନଭାଶହର ଜିଲ୍ଲାର ଏକ ହସ୍ପିଟାଲରେ ମୃତ୍ୟୁବରଣ…

କରୋନା ନେଇ ୨୪ ଘଂଟାର ତଥ୍ୟ ଦେଲେ ବାଗଚୀ

ଭୁବନେଶ୍ୱର() ଆଜି ପୁଣି ୨୪ ଘଂଟାର ଅପଡେଟ୍ ଦେଇଛନ୍ତି ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ । ସେ କହିଛନ୍ତି , ଏଯାଏଁ ସରିଛି ୬୧ ଜଣଙ୍କ ରକ୍ତ ନମୂନା ପରୀକ୍ଷା । ଜଣଙ୍କୁ ଛାଡି ସମସ୍ତଙ୍କର ନେଗେଟିଭ୍ ରିପୋର୍ଟଆସିଛି । ସେହିପରି ବାହାରୁ ଆସିଥିବା ୨୬୨୬ ଜଣ ସରକାରୀ ଅନଲାଇନ୍…

ସାବୁନ ନା ସାନିଟାଇଜର ? କରୋନା ପାଇଁ କେଉଁଟା ସୁରକ୍ଷିତ ଜାଣନ୍ତୁ

ଭୁବନେଶ୍ୱର() କରୋନା ଭାରତ ସହ ୧୫୪ ଦେଶରେ ବ୍ୟାପି ସାରିଲାଣି । ଏପର୍ୟ୍ୟନ୍ତ ପାଖାପାଖି ୧ ଲକ୍ଷ ୪୫ ହଜାର ଲୋକ ଏହାର ଶିକାର ହୋଇସାରିଲେଣି । ତେବେ ଭାଇରସରୁ ନିଜକୁ ସୁରକ୍ଷିତ ରଖିବା ପାଇଁ କେଉଁଟି ଅଧିକ ପ୍ରଭାବୀ, ସାବୁନ ନା ସାନିଟାଇଜର ? ୟୁନିଭର୍ସିଟି ଅଫ ସାଉଥ ୱେଲ୍ସର ପ୍ରଫେସର ପଲ…

୪ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଜଲ୍ହାଦକୁ ମିଳିବ ଏତିକ ଟଙ୍କା

ନୂଆଦିଲ୍ଲୀ() ମାର୍ଚ୍ଚ ୨୦ ଅର୍ଥାତ ଆସନ୍ତାକାଲି ନିର୍ଭୟା ମାମଲାର ଚାରିଜଣ ଦୋଷୀଙ୍କୁ ଫାଶୀ ଦିଆଯିବାର । ସକାଳ ୫.୩୦ରେ ଏହି ଫାଶି ଦିଆଯିବ । ଏହି ଫାଶୀ ତିହାର ଜେଲରେ ଦିଆଯିବ। ଏ ସମ୍ପର୍କରେ ଜେଲ ପ୍ରଶାସନ ଦ୍ୱାରା ପ୍ରସ୍ତୁତି ଶେଷ ହୋଇଛି। ମଙ୍ଗଳବାର ଦିନ ତିହାର ଜେଲକୁ ମେରଠରୁ ପୱନ…

ଶେଷ ଚାଲ ଫେଲ, କାଲି ଫାଶି

ନୂଆଦିଲ୍ଲୀ()  ନିର୍ଭୟା ଦୋଷୀ ମୁକେଶ ସିଂର ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ପୂର୍ବରୁ ଦିଲ୍ଲୀ ପଟିଆଲା ହାଉସ କୋର୍ଟ ଏହାକୁ ଖାରଜ କରିଦେଇଥିଲେ । ସୂଚନା ଅନୁସାରେ , ନିର୍ଭୟାଙ୍କ ସହ ଯେଉଁଦିନ ଜଘନ୍ୟ କାଣ୍ଡ ଘଟିଥିଲା ସେଦିନ ରାତିରେ ମୁକେଶ ଦିଲ୍ଲୀରେ ନଥିବା ଆବେଦନରେ…

ଜିଓର ବଡ ଘୋଷଣା, ଗ୍ରାହକଙ୍କ ପାଇଁ ଆଣିଲା ଶସ୍ତା ପ୍ଲାନ୍

ନୂଆଦିଲ୍ଲୀ() ପୁଣି ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ଆଣିଲା ନୂଆ ଏବଂ ଶସ୍ତା ପ୍ଲାନ୍ । ୧୨୯ ଟଙ୍କିଆ ପ୍ଲାନ୍ ଆଣିଛି ଜିଓ । ଏହି ପ୍ଲାନରେ ୟୁଜର୍ସଙ୍କୁ ୨୮ ଦିନର ବୈଧତା ମିଳିବ । କଲିଂ ପାଇଁ ଏହି ପ୍ଲାନରେ ଜିଓ ଟୁ ଜିଓ ଅନଲିମିଟେଡ୍ କଲିଂର ଫାଇଦା ମିଳିବ । ଯଦି ଗ୍ରାହକ ଅନ୍ୟ…