Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜିର ଗ୍ରହସ୍ଥିତି ବହୁତ ଭଲ ରହିଥିବାରୁ ଆପଣଙ୍କ ମନ ଯେମିତି କାମଗୁଡିକ ମଧ୍ୟ ସେହିପରି ସରସ,ସୁନ୍ଦର ରହିବ। ମୁଖଭାବରେ ଶୁକ୍ରଥିବାରୁ ମନଭୁଲାଣିଆ କଥା କହି ଅନ୍ୟମାନଙ୍କୁ ସହଜରେ ଆପଣାର କରିପାରିବେ। ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନକୁ ବୁଲିଯିବାର ସୁଯୋଗ ମିଳିବାର ସମ୍ଭାବନା…

ଛାତ୍ରଛାତ୍ରୀଙ୍କ ମାଇଓଆରଜି୩୬୦ ଆପ ତିଆରି କରିବାର ଅଭିନବ ପ୍ରୟାସ ସ୍ୱାଗତଯୋଗ୍ୟ

ନୂଆଦିଲ୍ଲୀ/ଭୁବନେଶ୍ୱର() କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ଭିଡିଓ କନଫରେନ୍ସିଂ ଆପ୍ ‘ମାଇଓଆରଜି୩୬୦’ ଜରିଆରେ ଏହି ଆପକୁ ବିକଶିତ କରିଥିବା ଏନ୍‌ଆଇଟି ରାଉରକେଲାର ଛାତ୍ରଛାତ୍ରୀ ଟିମ୍ ସହ କଥା ହୋଇଛନ୍ତି । ଲକ୍ ଡାଉନ୍ ଭଳି ସାଂପ୍ରତିକ ସ୍ଥିତିରେ ଏହି ଆପକୁ ତିଆରି  କରିଥିବା…

ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ଚୁନି ଆଉ ନାହାଁନ୍ତି

କୋଲ୍‌କାତା : ଭାରତୀୟ ଫୁଟ୍‌ବଲ୍‌ ଟିମ୍‌ର ପୂର୍ବତନ କ୍ୟାପ୍‌ଟେନ୍‌ ଚୁନି ଗୋସ୍ୱାମୀ ଆଉ ନାହାଁନ୍ତି । କୋଲ୍‌କାତା ସ୍ଥିତ ତାଙ୍କ ବାସଭବନରେ ଆଜି ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା । ଦୀର୍ଘ ଦିନ ଧରି ସେ ରୋଗରେ ପୀଡ଼ିତ ଥିଲେ । ୧୯୬୨…

ପୌରାଂଚଳରେ ପ୍ରବାସୀଙ୍କ ସଙ୍ଗରୋଧ ସ୍ଥିତି ସମୀକ୍ଷା କଲେ ଉପଜିଲ୍ଲାପାଳ

ହିଞ୍ଜିଳିକାଟୁ : ବିଶ୍ୱରେ ମହାମାରୀ କରୋନା ଭୁତାଣୁ ସଂକ୍ରମଣ କାୟା ବିସ୍ତାର କରିବାରେ ଲାଗିଛି । କରୋନା ସଂକ୍ରମିତ ସମୟର ଚତୁର୍ଥ ପର୍ଯ୍ୟାୟ ପଂହଚିଛି । ଆନ୍ତଃରାଜ୍ୟ ଫେରନ୍ତା ଆସିବାକୁ ଥିବାରୁ ଏହି ପର୍ଯ୍ୟାୟ ବିପଦଜନକ ସାବ୍ୟସ୍ତ ହୋଇପାରେ ବୋଲି ଅନୁମାନ କରି ଜିଲ୍ଲା ପ୍ରଶାସନ ତତ୍ପର …

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କଲା ଜାରକା ଇନରହୁଇଲ କ୍ଲବ

ଯାଜପୁର : କରୋନା ସହ ମୁକାବିଲା କରୁଛି ଏବେ ସାରା ରାଜ୍ୟ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସରକାରଙ୍କୁ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛନ୍ତି ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ। ଏହିକ୍ରମରେ ଆଜି ଯାଜପୁର ଜିଲ୍ଲା ଜାରକା ଇନରହୁଇଲ କ୍ଲବ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧୦ହଜାର…

ଘରୋଇ କ୍ଷେତ୍ରକୁ ପ୍ରୋତ୍ସାହିତ କରିବା ନିମନ୍ତେ ବିଭିନ୍ନ ରଣନୀତି ସମ୍ପର୍କରେ ଆଲୋଚନା

କୋଭିଡ-୧୯ ମହାମାରୀ କାରଣରୁ ପ୍ରଭାବିତ ହୋଇଥିବା ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଅଧିକ ବିଦେଶୀ ନିବେଶ ଆକୃଷ୍ଟ କରିବା ଏବଂ ସ୍ଥାନୀୟ ନିବେଶକୁ ପ୍ରୋତ୍ସାହିତ କରିବା ସକାଶେ ବିସ୍ତୃତ ରଣନୀତି ପ୍ରସ୍ତୁତ କରିବା ସଂକ୍ରାନ୍ତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବୈଠକରେ ଆଲୋଚନା…

ସମାନ୍ତରାଳ ଭାବେ ଚାଲିବ ଲକଡାଉନ କଟକଣା

ଭୁବନେଶ୍ୱର () ଭୁବନେଶ୍ୱରରେ ସମାନ୍ତରାଳ ଭାବେ ଚାଲିବ ଲକଡାଉନ କଟକଣା ଓ ଜୀବନଜୀବିକା । ଏଥିପାଇଁ ଲକଡାଉନ ନିୟମରେ କିଛିଟା କୋହଳ କରିଛି ଭୁବନେଶ୍ୱର ମହାନଗର ନିଗମ । କେବଳ ସପିଂ ମଲ କିମ୍ବା ମାକେର୍ଟ କମେ୍ପ୍ଲକକୁ ଛାଡି ଅନ୍ୟ ସବୁ ଷ୍ଟାଣ୍ଡ ଏଲୋନ ଦୋକାନ ଖୋଲିବ । ଦୋକାନ ଖୋଲିବାର…

ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଗୁଳିମାଡ

ବିଜେଡି ନେତା ତଥା ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁରଙ୍କ ଗାଡି ଉପରକୁ ଗୁଳିମାଡ ହୋଇଥିବା ନେଇ ଜଣାପଡିଛି । ସେ କୌଣସି କାମରେ ଯାଉଥିବା ବେଳେ ଏଫସିଆଇ ଛକ ନିକଟରେ ତାଙ୍କ ବୋଲେରୋ ଗାଡି ଉପରକୁ ଦୁର୍ବୃତମାନେ ଗୁଳିମାଡ କରିଛନ୍ତି । ତେବେ ଗୁଳିମାଡରେ ଅଳ୍ପକେ ବର୍ତି ଯାଇଛନ୍ତି…

ଆମ୍ପେରେ ଇଲେକ୍‌ଟ୍ରିକ୍ ପକ୍ଷରୁ ସ୍ୱତନ୍ତ୍ର ଗ୍ରାହକ ଯୋଜନା ସହ କଲ୍ କୋ ବଚାଓ ଅଭିଯାନର ଘୋଷଣା

ଭୁବନେଶ୍ୱର : ଗ୍ରିଏଭେସ୍ କଟନ୍‌ର ଇଲେକ୍‌ଟ୍ରିକ୍ ମୋବିଲିଟି ସହାୟକ କମ୍ପାନୀ ଆମ୍ପେରେ ଇଲେକ୍‌ଟ୍ରିକ୍ ଭେଇକିଲ ପକ୍ଷରୁ ଏକ ମଜଭୁତ ଭବିଷ୍ୟତ ଗଠନ ଉଶ୍ୟେରେ ଏକ ପରିବେଶ ଅନୁକୂଳିତ ଅଭିଯାନ କଲ୍ କୋ ବଚାଓ ଘୋଷଣା କରାଯାଇଛି ଯାହାକି ଆଜିର ୩ଟି ଗୁରୁତ୍ୱପୂ ସ୍ତମ୍ଭ- ଉନ୍ନତ ସ୍ୱାସ୍ଥ୍ୟ, ଅଧିକ…

ଭିଏସ୍‍ଏସ୍‍ ନଗର ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ମହାମାରୀ କରୋନା ଭୂତାଣୁ ପ୍ରଭାବ ଯୋଗୁ ଲୋକେ ଘରେ ରହୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ ସହର ଗଳିକନ୍ଦି ବୁଲି ସଫାସୁତୁରା କାର୍ଯ୍ୟରେ ନିୟୋଜିତ କରିଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ସଫେଇ କର୍ମଚାରୀଙ୍କୁ ସେମାନଙ୍କ ଉତ୍ସର୍ଗିକୃତ ସେବା ପାଇଁ…