ପ୍ରଥମ ଟିକଟକ୍ ଭିଡିଓ କଲେ ଜନି ଲିଭର
ବଲିଉଡ ଉଦ୍ୟୋଗର ସବୁଠାରୁ ମାନ୍ୟତା ପ୍ରାପ୍ତ କମେଡିଆନ ଅଭିନେତା ଜନି ଲିଭର ବହୁତ ଜଲଦି ବରୁଣ ଧବଓ୍ଵ ଏବଂ ସାରା ଅଲୀ ଖାନଙ୍କ ‘କୁଲୀ ନମ୍ବର ୧’ର ରିମେକ୍ରେ ନଜର ଆସିବା ପୂର୍ବରୁ ଝିଅ ଜେମୀ ଲିଭରଙ୍କ ସହ ଟିକଟକ୍ରେ ଏକ ଭିଡିଓ କରିଥିବାର ଦେଖିବାକୁ ମିଳିଛି। କିନ୍ତୁ ଏହି ଭିଡିଓରେ ଯେସ…
