Odia News Portal

ଟ୍ୱିନ ସିଟିରେ ସଭା ସମିତି ରଦ୍ଦ

ଭୁବନେଶ୍ୱର() କରୋନାକୁ ରାଜ୍ୟ ସରକାର ବଡ ବିପର୍ୟ୍ୟୟ ଘୋଷଣା କରିଛନ୍ତି । ତେବେ କରୋନାକୁ ନେଇ ଟ୍ୱିନ ସିଟିର ସମସ୍ତ ସ୍ଥାନରେ ସଭା ସମିତି ରଦ୍ଦ କରିବାକୁ ପୋଲିସର ଆହ୍ୱାନ । ଗାନ୍ଧୀ ମାର୍ଗରେ ହେଉଥିବା ସମସ୍ତ ଧାରଣାକୁ ବନ୍ଦ କଲା ପୋଲିସ । ଧାରଣାରେ ନବସିବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କଲେ…

ଭାଇରାଲ ହେଉଛି ମହାରଥୀଙ୍କ ଝିଅ ପଲ୍ଲବୀଙ୍କ ଡାନ୍ସ ଭିଡିଓ

ଭୁବନେଶ୍ୱର() ନିକଟରେ ରାଜନେତା ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ଏବଂ ଅଭିନେତା ଅର୍ଦ୍ଧେନ୍ଦୁଙ୍କ ସଙ୍ଗୀତର ଭିଡିଓ ୟୁଟ୍ୟୁବ୍ରେ ଶେଆର କରାଯାଇଛି, ଯେଉଁଥିରେ କେବଳ ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ଫିଲ୍ମ ଗୀତରେ ପଲ୍ଲବୀ ନାଚିଥିବାର ଦେଖିବାକୁ ମିଳିଛି। ଆଉ ଏଥିରେ ଅର୍ଦ୍ଧେନ୍ଦୁ ମଧ୍ୟ ତାଙ୍କ ସାଥ୍…

ମଂଚେଶ୍ୱରରେ ଜନା ସ୍ମଲ୍ ଫାଇନାନ୍ସ ବ୍ୟାଙ୍କର ନୂତନ ଶାଖା ଉଦ୍‌ଘାଟିତ

ଭୁବନେଶ୍ୱର : ଜନା ସ୍ମଲ ଫାଇନାନ୍ସ ବ୍ୟାଙ୍କ ସ୍ଥାନୀୟ ମଂଚେଶ୍ୱରଠାରେ ଏହାର ଏକ ନୂତନ ବ୍ୟାଙ୍କିଙ୍ଗ୍ ଶାଖାର ଉଦ୍‌ଘାଟନ କରିଛି । ଏହି ଶାଖା ସହ ରାଜ୍ୟରେ ବ୍ୟାଙ୍କର ମୋଟ ଶାଖା ସଂଖ୍ୟା ୧୫ରେ ପହଂଚିଛି । ବ୍ୟାଙ୍କର ସମ୍ପ୍ରସାରଣ ଯୋଜନା ଅଧୀନରେ ଏହା ନିଜର ର୍ବମାନର ଆସେଟ୍ ସେଂଟର୍‌ଗୁଡିକୁ…

ଭାଇରାଲ ହେଉଛି ମଲାଇକାଙ୍କ ଏହି ଭିଡିଓ

ମୁମ୍ବାଇ()  ନିଜ ଲୁକ୍କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥା’ନ୍ତି ଅଭିନେତ୍ରୀ ମଲାଇକା ଅରୋରା ।ବର୍ତ୍ତମାନ ଜିମ୍ ଲୁକ୍ରେ ମଲାଇକାଙ୍କର ଗୋଟିଏ ହଟ୍ ଫଟୋ ଓ ଭିଡିଓ ଭାଇରାଲ୍ ହେଉଛି। https://www.instagram.com/p/B9oBTOQJCI-/?utm_source=ig_web_copy_link ଏହି ଫଟୋରେ ମଲାଇକା…

ସଚେତନତା ହିଁ ବାୟୁ ପ୍ରଦୂଷଣ ରୋକିବାର ପ୍ରଥମ ସୋପାନ

ବାଲେଶ୍ୱରଠାରେ ବାୟୁ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା ବାଲେଶ୍ୱର : ବାୟୁ ପ୍ରଦୂଷଣ ଦ୍ୱାରା ସର୍ବାଧିକ ପ୍ରଭାବିତ ଭାରତର ୧୨୨ଟି ସହର(ନନ-ଆଟେନମେଣ୍ଟ ସହର) ମଧ୍ୟରୁ ବାଲେଶ୍ୱର ଅନ୍ୟତମ। ଚିକାଗୋ ବିଶ୍ୱବିଦ୍ୟାଳୟର ଏୟାର କ୍ୱାଲିଟି ଲାଇଫ ଇଣ୍ଡେକ୍ସ ଅନୁସାରେ ବାୟୁ ପ୍ରଦୂଷଣ ରୋକା ଯାଇ…

୨୯ ଯାଏଁ ବିଧାନସଭା ମୁଲତବି

ଭୁବନେଶ୍ୱର() ବିଧାନସଭା ବଜେଟ ଅଧିବେଶନ ମୁଲତବି ହୋଇଛି । କରୋନା ପାଇଁ ମାର୍ଚ୍ଚ ୨୯ ଯାଏଁ ମୁଲତବି ଘୋଷଣା ହୋଇଛି । ବିଧାନସଭା ସ୍ଥଗିତ ପ୍ରସ୍ତାବ ଧ୍ୱନିମତରେ ପାରିତ ହୋଇଛି । ଶାସନ ଦଳ ମୁଖ୍ୟ ସଚେତକ ଏହି ସ୍ଥଗିତ ପ୍ରସ୍ତାବ ଆଣିଥିଲେ । ସ୍ଥଗିତ ପ୍ରସ୍ତାବକୁ ବିଜେପି ବିରୋଧ କରିଥିବା ବେଳେ…

କାହିଁକି ଭାରତୀୟ ସଂସ୍କୃତିକୁ ଆପଣାଉଛି ସମ୍ପୁର୍ଣ୍ଣ ବିଶ୍ୱ, ଜାଣନ୍ତୁ

ନୂଆଦିଲ୍ଳୀ()  ଏବେ ହ୍ୟାଣ୍ଡସ୍ୟାକ୍ ବଦଳରେ ନମସ୍କାର କରୁଛି ସମ୍ପୁର୍ଣ୍ଣ ବିଶ୍ୱ । ଘରକୁ ଆସୁଥିବା ଅତିଥି କିମ୍ବା ବନ୍ଧୁବାନ୍ଧବଙ୍କ ସ୍ୱାଗତ କରିବା ପାଇଁ ସାଧାରଣ ଲୋକ ନମସ୍କାର କରୁଥିବା ବେଳେ ରାଜନେତା ମଧ୍ୟ ଏବେ ଏହି ତାଲିକାରେ ସାମିଲ୍ ହୋଇଛନ୍ତି । ଗୁରୁବାର ଆମେରିକା ରାଷ୍ଟ୍ରପତି…

ମାର୍ଚ୍ଚ ୩୧ ଯାଏଁ ରାଜ୍ୟର ସମସ୍ତ ସ୍କୁଲ ବନ୍ଦ

ଭୁବନେଶ୍ୱର()  କରୋନାକୁ ରାଜ୍ୟ ବିପର୍ୟ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଥି ସହ ୩୧ ମାର୍ଚ୍ଚ ଯାଏ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ତେବେ ଶିକ୍ଷାନୁଷ୍ଠାନ ବନ୍ଦ ସତ୍ୱେ ପରୀକ୍ଷା ଚାଲୁ ରହିବ । କରୋନା ଲାଗି ସରକାର ୨୦୦ କୋଟି…

କ୍ୟାବିନେଟରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତି

ଭୁବନେଶ୍ୱର() ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ଦୁଇଟି ପ୍ରସ୍ତାବରେ ମୋହର  ଲାଗିଥିବା ଜଣାଯାଇଛି। କରୋନା ଲାଗି ସରକାର ୨୦୦ କୋଟି ଟଙ୍କାର ସତନ୍ତ୍ର ପ୍ୟାକେଜ୍…

୧୨ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର()  ଉତ୍ତର ଛତିଶଗଡ ଓ ଉତ୍ତର ମଧ୍ୟପ୍ରଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ପ୍ରଭାବରେ ଆସନ୍ତା ୧୫ ତାରିଖ ପର୍ୟ୍ୟନ୍ତ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହେବ। ସ୍ଥାନେ ସ୍ଥାନେ ୫୦ରୁ ୬୦ କିମି ବେଗରେ ପବନ ହେବାର ସମ୍ଭାବନା ରହିଛି। ପରିସ୍ଥିତିକୁ…