Odia News Portal

ଦ୍ୱିତୀୟ ଟେଷ୍ଟରେ ଭାରତୀୟ ବୋଲରଙ୍କ କମାଲ, ୨୩୫ ରନରେ ନ୍ୟୁଜିଲାଣ୍ଡ ଅଲଆଉଟ୍‌

ଖ୍ରୀଷ୍ଟଚର୍ଚ୍ଚ : ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ବୋଲରମାନେ କମାଲ ଦେଖାଇଛନ୍ତି। ମାତ୍ର ୨୩୫ ରନରେ ନ୍ୟୁଜିଲାଣ୍ଡକୁ ଅଲଆଉଟ୍‌ କରି ପ୍ରଥମ ପାଳିରେ ଭାରତୀୟ ଦଳ ଅଗ୍ରଣୀ ରହିଛି। ଭାରତ ପ୍ରଥମ ଇନିଂସରେ ୨୪୨ ରନ୍‌ କରିଥିବାବେଳେ ନ୍ୟୁଜିଲାଣ୍ଡ ୨୩୫ ରନରେ ଅଲଆଉଟ୍‌…

ପୂର୍ବ ଭାରତରେ ବିଜେପିର ଭରସା ନବୀନ

ଭୁବନେଶ୍ୱର : ନବୀନ ନିବାସରେ ମଧ୍ୟାହ୍ନଭୋଜନ ଅବସରରେ ଦୁଇ ସିଏଏ ବିରୋଧି ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ମମତା ବାନାର୍ଜୀଙ୍କ ସହିତ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଯେଭଳି ଗୋଟିଏ ଟେବୁଲରେ ବସିଲେ ତାହା କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଯୋଗୁଁ ସମ୍ଭବ ହେଲା । ରାଜନୀତିର…

ଆଜି ଆପଣଙ୍କ ରାଶି କଣ କହୁଛି ଆସନ୍ତୁ ଜାଣିବା

ମେଷ ଆଜି ଆପଣଙ୍କ ରାଶିରେ ଶୁକ୍ରଙ୍କ ସହ ଚନ୍ଦ୍ରଙ୍କ ସଂଯୋଗରୁ ମନ ପ୍ରଫୁଲ୍ଲ ରହିବା ସହ ହସଖୁସିରେ ଦିନଟି ଅତିବାହିତ ହେବ। ସମ୍ପର୍କୀୟ ବନ୍ଧୁ ସାହାଯ୍ୟ କରିବେ। ଏହା ସାଙ୍ଗକୁ ସୁଖଭ୍ରମଣ ଯୋଗ ମଧ୍ୟ ରହିଛି। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ…

ମହାପ୍ରଭୁ ଲିଙ୍ଗରାଜ ରହିଲେ ଉପାସ, ଦର୍ଶନ ନ ପାଇ ଫେରିଲେ ଶ୍ରଧାଳୁ

ଭୁବନେଶ୍ୱର : ତୁଟିଲାନି ସେବାୟତ ବିବାଦ । ଲିଙ୍ଗରାଜଙ୍କ ବନ୍ଦ ହୋଇଛି ସମସ୍ତ ନିତି କାନ୍ତି । ପ୍ରଶାସନ ଲିଖିତ ଆକାରରେ ନଦେଲେ ମଙ୍ଗଳ ଆଳତିରୁ ସେବା ଦନ୍ଦର ଧମକ ଦେଇଥିଲା ସେବାୟତ ନିଯୋଗ ।ଏ ପଟେ ୧୫ ଦିନର ମହଲତ ମାଗିଥିଲା  ମନ୍ଦିର ପ୍ରଶାସନ । ଦିର୍ଘ ୫ ବର୍ଷ ହେବ ଲିଙ୍ଗରାଜ ଙ୍କର ହାଣ୍ଡି…

ମୋ ସରକାରରେ ସାମିଲ ହେଲା ଆଉ ୫ ବିଭାଗ, କଣ କଣ ଆସନ୍ତୁ ଜାଣିବା

ଭୁବନେଶ୍ୱର : ମୋ ସରକାରରେ ସାମିଲ ହେଲା ଆଉ ୫ ବିଭାଗ । କ୍ରୀଡ଼ା ଓ ଯୁବ ବ୍ୟାପାର, ସଂସ୍କୃତି ଓ ପର୍ଯ୍ୟଟନ, ସୂଚନା ଏବଂ ଲୋକସମ୍ପର୍କ, ଜଙ୍ଗଲ ଓ ପରିବେଶ, ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ସାମିଲ ହୋଇଛି । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସାମିଲ…

ବିପଦରେ କୋଣାର୍କ ସୂର୍ଯ୍ୟ ମନ୍ଦିର

ବିପଦରେ କୋଣାର୍କ ସୂର୍ଯ୍ୟ ମନ୍ଦିର । ବିଶେଷଜ୍ଞଙ୍କ ମତ ନିଆଯାଇ ଗର୍ଭ ଗୃହର ବାଲି କଢାଯିବ । କୋଣାର୍କ ଯାତ୍ରୀ ନିବାସ ସମ୍ମିଳନୀ କକ୍ଷରେ ଗତ ୨ ଦିନ ଧରି ଚାଲିଥିବା କୋଣାର୍କ ମନ୍ଦିର ସଂରକ୍ଷଣ ନେଇ ଜାତୀୟ ସ୍ତରର ଆଲୋଚନା ହୋଇଛି । ପୂର୍ବରୁ ସୂର୍ଯ୍ୟ ମନ୍ଦିରର ସୁରକ୍ଷା ନେଇ ବହୁବାର ଆଲୋଚନା…

କାଲି ଠାରୁ ଗାଡ଼ି ଚାଳକଙ୍କୁ ଆଉ ନିସ୍ତାର ନାହିଁ

ଭୁବନେଶ୍ୱର : ଆଜି ଫେବୃଆରୀ ୨୯ ତାରିଖ। ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ଟ୍ରାଫିକ କଟକଣା। ସରକାରଙ୍କ ପ୍ରଦତ୍ତ ସମୟ ଆସନ୍ତାକାଲି ଶେଷ ହେଉଛି । ତେଣୁ କାଲିଠାରୁ ଜୋରଦାର ହେବ ଚେକିଂ। ଏ ନେଇ ସାରା ରାଜ୍ୟରେ ଲୋକଙ୍କ ଭିତରେ ଉଦବେଗ। ସମସ୍ତେ ନିଜର କାଗଜପତ୍ର ଠିକ କରିବାରେ ଲାଗି ପଡିଛନ୍ତି ।…

ୱାର୍ଡ଼ ନଂ-୭ ରେ ସାମୂହିକ ସଫେଇ

ଭୁବନେଶ୍ୱର : ଆଜି ସରିଛି ଦ୍ୱିତୀୟ ସାମୁହିକ ସଫେଇ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ୱାର୍ଡ଼ ନଂ-୭ ର ଶୈଳଶ୍ରୀ ବିହାର ସ୍ଥିତ ଜଗନ୍ନାଥ ମନ୍ଦିର ଠାରୁ ଆରମ୍ଭ କରାଯାଇ ଉକ୍ତ ଅଂଚଳର ବିଭିନ୍ନ ସ୍ଥାନକୁ ସାମୂହିକ ସଫେଇର ଅଂଶଗ୍ରହଣକାରୀମାନେ ଯାଇଥିଲେ । ଭୁବନେଶ୍ୱରରେ ପରିମଳ ଓ ପରିବେଶ…

ମୁଁ ଅସୁସ୍ଥ ଅଛି କିନ୍ତୁ ଦୁର୍ବଳ ନୁହେଁ : ସୋଫିୟା

ବରେଲି : ଦୃଢ ଇଚ୍ଛାଶକ୍ତି ଆଗରେ ଅସମ୍ଭବ କାମ ମଧ୍ୟ ସମ୍ଭବ ହୋଇପାରିଥାଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ବରେଲିରେ ରହୁଥିବା ୧୬ ବର୍ଷୀୟ ସୋଫିୟା ଜାଭେଦଙ୍କ କ୍ଷେତ୍ରରେ, ଯିଏକି ଫୁସଫୁସ୍ ଜନିତ ରୋଗରେ ପୀଡିତ ଅଛନ୍ତି। ସେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିବା ସତ୍ବେ…

ଦ୍ୱିତୀୟ ଟେଷ୍ଟ : ଭାରତ ୨୪୨ ରନରେ ଅଲଆଉଟ

ଖ୍ରୀଷ୍ଟଚର୍ଚ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଖରାପ ପ୍ରଦର୍ଶନ ଖ୍ରୀଷ୍ଟଚର୍ଚର ଦ୍ୱିତୀୟ ଟେଷ୍ଟ ମ୍ୟାଚରେ ମଧ୍ୟ ଜାରି ରହିଛି । ଶନିବାର ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବାର ପ୍ରଥମ ଦିନରେ ଭାରତୀୟ ଦଳ ୬୩ ଓଭରରେ ୨୪୨ ରନ୍ କରି ଅଲଆଉଟ ହୋଇଯାଇଛି । ଏହି…