Odia News Portal

ଭାଲେଣ୍ଟାଇନରେ ସଲମାନ ଦେଲେ ଏହି ଉପହାର

ମୁମ୍ବାଇ() ଭାଲେଣ୍ଟାଇନ୍ ୱିକ୍ରେ ନିଜ ରିଲେଶନ୍ସିପ୍ ଷ୍ଟାଟସ୍କୁ ନେଇ ସେ ଏକ ମ୍ୟୁଜିକ୍ ଭିଡିଓ ନେଇ ଆସିଛନ୍ତି ସୁପରଷ୍ଟାର୍ ସଲ୍ମାନ୍ ଖାନ । ଏହାର ନାଁ ହେଉଛି ‘ସ୍ୱାଗ୍ ସେ ସୋଲୋ’। https://youtu.be/SN958msmXeI ଏହି ଗୀତ ଜରିଆରେ ସେ ଭାଲେଣ୍ଟାଇନ୍ ୱିକ୍ରେ ସିଙ୍ଗଲ୍ ଥିବା…

ଧର୍ମାନୁଷ୍ଠାନ ବିକାଶ ପାଇଁ ୧୬ କୋଟି ମଂଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର() ଆଜି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ସଂଖ୍ୟାଲଘୁ ଧର୍ମାନୁÂାନ ମାନଙ୍କର ବିକାଶ ପାଇଁ ୧୬ କୋଟି ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ସମସ୍ୟା ପାଣ୍ଠିରୁ ଏହି ଅର୍ଥ ଯୋଗାଇ ଦିଆଯିବ । ଏଥିରେ ନିମ୍ନୋକ୍ତ ଧର୍ମାନୁÂାନ ମାନଙ୍କର ଯାତ୍ରୀମାନଙ୍କ ପାଇଁ…

୧୪ରୁ ବିଧାନସଭାର ବଜେଟ୍ ଅଧିବେଶନ

ଭୁବନେଶ୍ୱର ()  ଆସନ୍ତା ୧୪ ତାରିଖରୁ ବିଧାନସଭାର ବଜେଟ୍ ଅଧିବେଶନ ବସିବ । ଆସନ୍ତାକାଲି ବସିବ ସର୍ବଦଳୀୟ ବୈଠକ । ସବୁ ଦଳର ବିଧାୟକଙ୍କୁ ଯୋଗଦେବାକୁ କହିଲେ ବାଚସ୍ପତି । ତେବେ ଫେବ୍ରୁଆରି ୧୪ରୁ ଏପ୍ରିଲ ୯ ପର୍ୟ୍ୟନ୍ତ ବଜେଟ୍ ଅଧିବେଶନ ଚାଲିବ ବୋଲି ସ୍ଥିର ହୋଇଛି । ଫେବ୍ରୁଆରି ୧୮ରେ…

୧୬ରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିୱାଲ

ନୂଆଦିଲ୍ଲୀ() ଫେବ୍ରୁଆରୀ ୧୬ରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ। ଏନେଇ ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । ଫେବୃୟାରୀ ୧୬ରେ ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିୱାଲ। କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ…

ଜାଣନ୍ତୁ ନବୀନଙ୍କ ପାଖରେ ରହିଛି କେତେ ସମ୍ପତି

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ନିଜ ସମ୍ପତ୍ତି ତାଲିକା ଜାରି କରିଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷର ସମ୍ପତ୍ତି ତାଲିକାରେ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ମିଶାଇଲେ ନବୀନ ସବୁଠାରୁ ଧନୀ । ୨୦୧୯ ମାର୍ଚ୍ଚ ସୁଦ୍ଧା ତାଙ୍କ ସମ୍ପତିର ପରିମାଣ…

ମୋ ସରକାରରେ ମିଶିଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ

ଭୁବନେଶ୍ୱର() ମୋ ସରକାରରେ ମିଶିଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ମୋ’ ସରକାରରେ ସାମିଲ ହୋଇଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ।ଏହି ଅବସରରେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି…

କିରୋସିନି ଢାଳି ନିଜ ଦେହରେ ନିଆଁ ଲଗାଇ ଦେଲେ ବିଜେଡି ନେତ୍ରୀ

ବ୍ରହ୍ମପୁର() ବ୍ରହ୍ମପୁର ଏସପିଙ୍କ କାର୍ୟ୍ୟାଳୟ ଆଗରେ ଦେହରେ କିରୋସିନି ଢାଳି ନିଆଁ ଲଗାଇଦେଲେ ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ର ।ଗୁରୁତର ଅବସ୍ଥାରେ ମିନାକ୍ଷୀ ମିଶ୍ରଙ୍କୁ ବ୍ରହ୍ମପୁର ଏମକେସିଜିରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗତ ୨୮ ତାରିଖରେ ମିନାକ୍ଷୀଙ୍କ ଘର ସମ୍ମୁଖରେ…

ସାଇକେଲରେ ବୁଲିବୁଲି ଚାଲାଣ କାଟୁଛନ୍ତି ଜିଲ୍ଲାପାଳ

ବ୍ରହ୍ମପୁର: ସାଇକେଲରେ ଚାଲାଣ କାଟୁଛନ୍ତି ଜିଲ୍ଲାପାଳ । ପ୍ଲାଷ୍ଟିକ ବ୍ୟବହାରୀଙ୍କୁ ତାଗିଦ୍‌ ପରେ ଫାଇନ ଆଦାୟ କରୁଛନ୍ତି ଜିଲ୍ଲପାଳ । ସଚେତନ କରାଉଛନ୍ତି ଜିଲ୍ଲାପାଳ । ବ୍ରହ୍ମପୁର ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସାଇକେଲରେ ସହର ବୁଲୁଛନ୍ତି । ପ୍ଲାଷ୍ଟିକ ବ୍ୟବହାର ନକରିବାକୁ ଲୋକଙ୍କୁ…

କ୍ଷଣକ ମଧ୍ୟରେ ହାର୍ଟରୋଗୀଙ୍କୁ ସୁସ୍ଥ କରେ ଶୁଖିଲା ଲଙ୍କା 

ଶୁଖିଲା ଲଙ୍କା ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଥାଏ। ଏହା ଖାଲି ମସଲା ଭାବେ ବ୍ୟବହାର କରାଯାଏ ତା’ ନୁହେଁ। ସ୍ବାସ୍ଥ୍ୟ ପାଇଁ ମଧ୍ୟ ବହୁ ଉପକାରୀ ସାବ୍ୟସ୍ତ ହୋଇଥାଏ। ଜଣାଶୁଣା ଆୟୁର୍ବେଦିକ୍ କ୍ରିଷ୍ଟୋଫର୍ କୁହନ୍ତି, ଶୁଖିଲା ଲଙ୍କା ହୃଦ୍‌ରୋଗୀଙ୍କ ପାଇଁ ବହୁ ଲାଭଦାୟକ। ଏକ ଗବେଷଣାରୁ…

ଆଜି ହଗ୍‌ ଡେ, ଆସନ୍ତୁ ଜାଣନ୍ତୁ କାହିଁକି ଏବଂ କିପରି ପାଳନ କରାଯାଏ ଏହି ଦିବସ

ଭାଲେଣ୍ଟାଇନ୍‌ ଓ୍ଵିକ୍‌ର ୬ଷ୍ଠ ଦିନରେ ହଗ୍‌ ଡେ’ ପାଳନ କରାଯାଏ। ଆଜି ପ୍ରେମୀଯୁଗଳ ହଗ୍‌ ଡେ’ ସେଲିବ୍ରେଟ କରିବେ। ଏହି ଦିନ ସବୁ ପ୍ରେମୀ ଯୁଗଳ ନିଜର ଜୀବନ ସାଥୀଙ୍କୁ ଆଲିଙ୍ଗନ କରିଥାନ୍ତି। ଭାଲେଣ୍ଟାଇନ୍‌ ଓ୍ଵିକର ଏହି ଦିନ ସମସ୍ତଙ୍କ ପାଇଁ ଖୁବ୍‌ ଖାସ୍‌ ହୋଇଥାଏ। ଏହି ଦିନ ନିଜର କିଛି…