Odia News Portal

ପକ୍କା ହେବ ସବୁ ପଂଚାୟତ : ପ୍ରତାପ ଜେନା

ଭୁବନେଶ୍ୱର() ରାଜ୍ୟର ସବୁ ପଂଚାୟତରେ ହେବ ପକ୍କା ଘର । ଆଗାମୀ ୩ ବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ମିଳିବ। ସେମାନଙ୍କୁ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ଶନିବାର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି। ତେବେ…

୭ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ଆହୁରି ୨୪ ଘଣ୍ଟା ରାଜ୍ୟରେ ବର୍ଷା ସମ୍ଭାବନା । ଏନେଇ ୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଏହି ୭ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ବହିବ ପବନ ।ଏହି ଜିଲ୍ଲାଗୁଡିକ ହେଲା ପୁରୀ, ଢ଼େଙ୍କାନା. ଖୋର୍ଦ୍ଧା, ନୟାଗଡ଼, ଭଦ୍ରକ , କେନ୍ଦୁଝର, ମୟୁରଭଞ୍ଜ…

ଇଟିଲି ଖାଇବାକୁ ପସନ୍ଦ କରୁଛନ୍ତି କି, ଆଜି ହିଁ ପ୍ରସ୍ତୁତ କରନ୍ତୁ ଚିଲି ଇଟିଲି

ଭୁବନେଶ୍ଵର : ଇଟିଲି ପସନ୍ଦ କରୁଥିବା ଲୋକମାନଙ୍କୁ କିଛି ନୂଆ ଉପାୟରେ ରୋଷେଇ କରି ଖୁଆଇବାକୁ ଚାହୁଁଥିଲେ ଆପଣ ଚିଲି ଇଟିଲି ପ୍ରସ୍ତୁତ କରି ପାରିବେ। ଖଟା ଖାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହା ଖୁବ୍ ପସନ୍ଦ ଆସିଵ। ତେବେ ଇଟିଲିକୁ ଟିକେ ନୂଆ ରୂପ ଦେଇ ଅଲଗା ଭାବେ ପରଷନ୍ତୁ ଦେଖିବେ ନିଶ୍ଚୟ…

ସଚିବାଳୟ ସେବା ସଂଘରେ ନିର୍ବାଚନ ଆଶା ସଞ୍ଚାର, ଅଣ୍ଟା ଭିଡିଛନ୍ତି ଯୁବ କର୍ମଚାରୀ

ଭୁବନେଶ୍ୱର : ଓଡିଶା ସଚିବାଳୟ ସେବା ସଂଘରେ ଦୀର୍ଘଦିନ ଧରି ନେତୃତ୍ୱ ଓ ନିର୍ବାଚନକୁ ନେଇ ଲାଗି ରହିଥିବା ଅଚଳାବସ୍ଥା ଦୂର ହେବାର ସମ୍ଭାବନା ସୃଷ୍ଟି ହୋଇଛି । କେତେକ ନୂତନ ସହକାରୀ ଉପବିଭାଗ ଅଧିକାରୀଙ୍କ ଉଦ୍ୟମ କ୍ରମେ ନିର୍ବାଚନ ହେବାକୁ ଯାଉଛି । ଗତକାଲି ଏ ସଂକ୍ରାନ୍ତରେ ଯୁବ ସଦସ୍ୟମାନେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜି କର୍ମସ୍ଥ ଶନି ହେତୁ ଆପଣଙ୍କ ଯାତ୍ରା, କାର୍ଯ୍ୟସାଧନ ସାଙ୍ଗକୁ ପାରିବାରିକ ସମସ୍ୟା ସୁଧାରି ନେବାର ପ୍ରଯନତ୍ କରିବେ । ଅବଶ୍ୟ ଆବଶ୍ୟକତା ପୂରଣ କରିବା ସକାଶେ ଧାରକରଜ କରିବାକୁ ବନ୍ଧୁଙ୍କୁ ଅନୁରୋଧ କରିପାରନ୍ତି। ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ…

କ୍ଷେତ୍ରକୁ ଓହ୍ଲାଇଲେ ଟି.ଜି.ସ୍ୱୀକୃତି ଗ୍ରୁପ୍‌

ଭୁବନେଶ୍ୱର : ବକେୟା ହୋଲ୍ଡିଂ ଟ୍ୟାକ୍ସ ଆଦାୟ କରିବାର ନୂଆ ରଣନୀତି ଭାବେ ଟି.ଜି. ସ୍ୱୀକୃତି ଏସ୍‌.ଏଚ୍‌.ଜି ଗ୍ରୁପ୍‌କୁ ଏକ ବୁଝାମଣା ପତ୍ର ମାଧ୍ୟମରେ ଦାୟିତ୍ୱ ଦିଆଯାଇଥିଲାବେଳେ ଆଜି ଉକ୍ତ ଗ୍ରୁପ୍‌ର କ୍ଷେତ୍ର କାର୍ଯ୍ୟର ଶୁଭାରମ୍ଭ ହୋଇଛି । ଭୁବନେଶ୍ୱର ମହାନଗର ନିଗମ ପ୍ରାଙ୍ଗଣରେ…

ବିଶ୍ୱବାସୀଙ୍କୁ ଅନ୍ତୋଦୟର ବାର୍ତା ଦେଉଛି ଯୋରନ୍ଦା ପୀଠ : ସମୀର ମହାନ୍ତି

ଭୁୁବନେଶ୍ୱର : ଆଜି ୧୪୭ ତମ ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ଆରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ଯୋରନ୍ଦା ଗସ୍ତ କରି ମହିମା ଗୋସାଇଁଙ୍କ ଝାଡ ଦର୍ଶନ କରିଛନ୍ତି । ସନ୍ଥ ମହିମା ଅଲେଖଙ୍କ ଏହି ପୀଠ ସାରା ବିଶ୍ୱବାସୀଙ୍କୁ ଅନ୍ତୋଦୟର ବାର୍ତା ଦେଉଛି…

ଉପକୂଳ ସୁରକ୍ଷା ପାଇଁ ଜିଓ-ଟେକ୍ସଟାଇଲ୍ ଟ୍ୟୁବ୍ ବେଶ୍ ଉପଯୋଗୀ

ଭୁବନେଶ୍ୱର : ଗରଓା୍ୱରେ ଟେକ୍ନିକାଲ ଫାଇବର ଲିଃ. (ଯାହାକି ପୂର୍ବରୂ ଗରଓା୍ୱରେ ୱାଲ ରୋପ୍ ଲିଃ. ଭାବେ ଭାରତ ତଥା ବିଶ୍ୱ ବଜାରରେ ବେଶ୍ ପରିଚିତି ହାସଲ କରିଥିଲା) ପକ୍ଷରୁ ସମ୍ପ୍ରତି ଏହାର ପେନ୍ଥା ପ୍ରକଳ୍ପର ସଫଳତା ସମ୍ପର୍କରେ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା…

ମହାକାଶରେ ୧୧ ମାସର ରେକର୍ଡ କରି ପୃଥିବୀ ଫେରିଲେ କ୍ରୀଷ୍ଟିନା

ନୂଆଦିଲ୍ଲୀ () ମହାକାଶରେ ୩୨୮ ବିତାଇ ପୃଥିବୀ ଫେରିଲେ କ୍ରୀଷ୍ଟିନା । ମହାକାଶରେ ୩୨୮ ବିତାଇ ପ୍ରଥମ ମହିଳା ଭାବେ ମହାକାଶରେ ସର୍ବାଧିକ ଦିନ ରହିବାର ରେକର୍ଡ ନିଜ ନାଁରେ କରିଛନ୍ତି କ୍ରିଷ୍ଟ୍ରିନା । କ୍ରିଷ୍ଟିନାଙ୍କ ସମେତ ଅନ୍ୟ ଦୁଇ ମହାକାଶଚାରୀ ଲୁକା ପରମିତନୋ ଓ ଆଲେକଜାଣ୍ଡାର ମଧ୍ୟ…

କରୋନା ଭାଇରସକୁ ଚିହ୍ନଟ କରିଥିବା ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ() କରୋନା ଭାଇରସକୁ ଚିହ୍ନଟ କରିଥିବା ଡାକ୍ତରଙ୍କ ମୃତ୍ୟୁ । ଗୁରୁବାର ମୃତ୍ୟୁବରଣ କରିଛନ୍ତି ଡାକ୍ତର ଲି ୱେନଲିୟାଙ୍ଗ। ଡାକ୍ତର ଲି’ ୨୦୧୯ ଡିସେମ୍ବର ୩୦ରୁ ଏ ନେଇ ସତର୍କ କରାଇଥିଲେ। ସେ ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲର ପୁରାତନ ଛାତ୍ରମାନଙ୍କ ଚାଟିଂ ଗ୍ରୁପରେ ସେ ଏ ନେଇ…