ପୁଣି ଅଶାନ୍ତ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ, ଅଧରାତିରେ ଫୁଟିଲା ଗୁଳି
ନୂଆଦିଲ୍ଲୀ : ପୁଣି ଅଶାନ୍ତ ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟ। ଅଧରାତିରେ ଫୁଟିଛି ଗୁଳି। ବିଶ୍ୱଦ୍ୟାଳୟର ୫ ନମ୍ବର ଗେଟ୍ ନିକଟରେ ଫାୟାରିଂ ହୋଇଛି। ୨ଜଣ ଦୁର୍ବୃତ୍ତ ଏକ ସ୍କୁଟିରେ ଆସି ଗୁଳି ଫୁଟାଇ ଫେରାର ହୋଇଯାଇଥିଲେ। ସେଠାରେ ଥିବା ଛାତ୍ରମାନେ ଭୟଭୀତ ହୋଇ ଘଟଣାସ୍ଥଳରୁ ପଳାଇ…
