Odia News Portal

ଏହି ଅଭିନେତ୍ରୀଙ୍କ ସବୁ ଫଟୋକୁ ଜୁମ୍ କରି ଦେଖନ୍ତି ସଲମାନ

ମୁମ୍ବାଇ() ବଲିଉଡ୍ ବିୟୁଟି କ୍ୟାଟ୍ରିନା କୈଫ୍ଙ୍କ ସହ ସଲ୍ମାନ୍ ଖାନଙ୍କ ସମ୍ପର୍କ ଅଧିକ ଚର୍ଚ୍ଚାରେ ରହିଛି। ଦୁଇଜଣ କେବେଠୁ ଅଲଗା ହୋଇଯାଇଛନ୍ତି ସତ, ହେଲେ ଏବେ ବି ସଲ୍ମାନ ତାଙ୍କ ହୃଦୟରୁ କ୍ୟାଟ୍ରିନାଙ୍କ ନାଁକୁ ଲିଭାଇପାରି ନାହାଁନ୍ତି। ନିକଟରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ…

କେମିତି ଭୁଶୁଡ଼ିଲା ନିର୍ମାଣାଧୀନ ଛାତ, ଯାଞ୍ଚ କରିବ ଟେକ୍ନିକାଲ ଟିମ୍

ଭୁବନେଶ୍ୱର() ଭୁବନେଶ୍ବର ବିମାନବନ୍ଦରରେ ବଡ଼ ଅଘଟଣ ଘଟିଛି । ନିର୍ମାଣାଧୀନ ଛାତ ଭୁଶୁଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇଛନ୍ତି । ଗତକାଲି ରାତି ପ୍ରାୟ ସାଢ଼େ ୧୦ଟାରୁ ୧୧ଟା ମଧ୍ୟରେ ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଥିଲା । ଖବର ପାଇବା ପରେ…

ସାର୍‌ଡା ଡ଼ାଏରୀ ଆଣ୍ଡ ଫୁଡ୍ ପ୍ରଡକ୍ଟସ୍ ଲିମିଟେଡ୍ ପକ୍ଷରୁ ବଚନ୍‌ସ୍ପ୍ରେ-ଇନ୍‌ଷ୍ଟାଂଟ୍ ମିଲ୍କ ଫୁଡ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ୨ୟ ସର୍ବବୃହତ୍ ଡ଼ାଏରୀ ଫାର୍ମ ଓ ଛତିଶଗଡର ପ୍ରମୁଖ ଦୁଗ୍ଧ ଓ ଦୁଗ୍ଧଜାତ ଉତ୍ପାଦ ବ୍ରାଣ୍ଡ, ସାର୍‌ଡା ଡ଼ାଏରୀ ଆଣ୍ଡ ଫୁଡ୍ ପ୍ରଡକ୍ଟସ୍ ଲିମିଟେଡ୍ ପକ୍ଷରୁ ସ୍ୱତନ୍ତ୍ର ଭାବେ ଓଡିଶା ବଜାର ପାଇଁ ଏହାର ସ୍ୱାଦ, ଉପଯୋଗ ଓ ଉପଭୋକ୍ତା ଚାହିଦାକୁ ଦୃଷ୍ଟିରେ ରଖି ଇନ୍‌ଷ୍ଟାଂଟ୍…

ତିହାରରେ ନିର୍ଭୟା ଅପରାଧୀ କରୁଥିଲା ପେଣ୍ଟିଂ, ଫଟୋ ଦେଖିଲେ ହୋସ ଉଡିଯିବ

ନୂଆଦିଲ୍ଲୀ () ଦିଲ୍ଲୀ ନିର୍ଭୟା କାଣ୍ଡର ଅନ୍ୟତମ ଅପରାଧୀ ବିନୟ ଶର୍ମା ପେଣ୍ଟିଂ କରିବା ସହ ଲେଖାଲେଖି ମଧ୍ୟ କରୁଥିଲା।ନିର୍ଭୟା କାଣ୍ଡରେ ଗିରଫ ୬ ଜଣଙ୍କ ମଧ୍ୟରେ କେବଳ ବିନୟର କିଛି ଶିକ୍ଷାଗତ ଯୋଗ୍ୟତା ଥିଲା। ସେ ଇଂରାଜୀରେ ଭଲ ଲେଖି ଓ କହିବି ପାରେ। ସେ ଜେଲରେ କରୁଥିବା ପେଣ୍ଟିଂରୁ କିଛି…

ସାହସିକତା, ଉଲ୍ଲେଖନୀୟ କାର୍ୟ୍ୟ ପାଇଁ ୨୯ଜଣଙ୍କୁ ମେଡାଲ

ଭୁବନେଶ୍ୱର() ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଶନିବାର ପୋଲିସ ମେଡାଲ ଘୋଷଣା କରାଯାଇଛି। ତିନୋଟି ବର୍ଗରେ ଓଡ଼ିଶାରୁ ମୋଟ ୨୯ଜଣ ପାଇବେ ମେଡାଲ। ସାହସିକତା ପାଇଁ ୧୬ ପୋଲିସ କର୍ମଚାରୀ, ବିଶିଷ୍ଟ ସେବା ପାଇଁ ୨ ଏବଂ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ମେଡାଲ ପ୍ରଦାନ କରାଯିବ। ଏଡିଜି…

ଟେଲିଭିଜନ ଜଗତର ଚର୍ଚ୍ଚିତ ଅଭିନେତ୍ରୀଙ୍କ ଆତ୍ମହତ୍ୟା

ମୁମ୍ବାଇ() ଟେଲିଭିଜନ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ସେଜଲ୍ ଶର୍ମା ଗତକାଲି ମୁମ୍ବାଇର ମୀରା ରୋଡ ସ୍ଥିତ ନିଜ ଘରେ ଆତ୍ମହତ୍ୟା କରିଛନ୍ତି। ସେଜଲଙ୍କୁ ଷ୍ଟାର ପ୍ଲସର ‘ଦିଲ ତୋ ହାପ୍ପି ହେ ଜୀ’ରୁ ବିଶେଷ ପରିଚୟ ମିଳିଥିଲା। ପୋଲିସ୍ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍ ମିଳିଥିବାର ସୂଚନା ଦେଇଛି।…

୨୬-୨୭ ଥରିବ, ୨୮ ଓ ୨୯ ଭିଜିବ ଓଡ଼ିଶା

ଭୁବନେଶ୍ୱର() ଆଜି ଏବଂ ଆସନ୍ତାକାଲି ରାଜ୍ୟରେ ଶୀତ ଲହରୀ ଅନୁଭୂତ ନେଇ ୫ ଜିଲ୍ଲାକୁ ୟଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଅଏହି ଜିଲ୍ଲା ଗୁଡିକ ହେଲା ଅନୁଗୁଳ, ସୋନପୁର, ଝାରସୁଗୁଡା, ଦେବଗଡ, ବଲାଙ୍ଗିରକୁ । ଏହା ପରେ ୨୮ ଓ ୨୯ରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି।…

ଆଉ ଦେଖିବାକୁ ମିଳିବ ନାହିଁ ନିଆଁ ଲଗା ଡ୍ୟାନ୍ସ

ଭୁବନେଶ୍ୱର() ଫେବୃଆରୀ ୧ତାରିଖରୁ ଆରମ୍ଭ ହେଉଛି ଖଣ୍ଡଗିରି କୁମ୍ଭ ମେଳା । ଚଳିତବର୍ଷ ଖଣ୍ଡଗିରି କୁମ୍ଭ ମେଳାରେ ଦେଖିବାକୁ ମିଳିବ ନାହିଁ ନିଆଁ ଲଗା ଡ୍ୟାନ୍ସ । ସେଥିପାଇଁ ଭୁବନେଶ୍ବର ମହାନଗର ନିଗମ ଯାତ୍ରା ଆୟୋଜକଙ୍କୁ ପରାମର୍ଶ ଦେଇଛି । ଏଥିରେ ଯାତ୍ରା ଆୟୋଜକମାନେ ରାଜି ହୋଇଥିବା ସୂଚନା…

ଏସସିବିର ପୁନଃବିନ୍ୟାସ ପାଇଁ ବଡ ଘୋଷଣା, କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ପ୍ୟାକେଜ

ଭୁବନେଶ୍ବର() ଏସସିବି ପୁନଃବିନ୍ୟାସ ଓ ଥଇଥାନ ନିମନ୍ତେ ବଡ ପ୍ୟାକେଜ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏସସିବି ମେଡିକାଲର ସମ୍ପ୍ରସାରଣ ବେଳେ ହେବାକୁ ଥିବା କ୍ଷତିଗ୍ରସ୍ତଙ୍କ ପାଇଁ ଥଇଥାନ ଓ ସହାୟତା ପ୍ୟାକେଜକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ଏହାକୁ ଘୋଷଣା କରାଯାଇଛି । ତେବେ ଏହି…

ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ : କାଳିଆର ରଥଯାତ୍ରା ପାଇଁ ଶନିବାର ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥକାଠ। ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ବନଖଣ୍ଡରୁ ଆସି ପୁରୀରେ ପହଞ୍ଚିଛି। ଦୁଇଟି ଟ୍ରକ୍‌ରେ ସମୁଦାୟ ୫୩ ଖଣ୍ଡ କାଠ ଆସିଥିବା ଜଣାପଡ଼ିଛି। ଏଥିରେ ୨୦ ଫୁଟିଆ ଅସନ ୧୯ ଖଣ୍ଡ, ୧୨ ଫୁଟିଆ…