Odia News Portal

୧୩କୋଟି ଟଙ୍କାର ଆଇଟି କାମ ବିନା ଟେଣ୍ଡରରେ, ଦିଲ୍ଲୀ ସଂସ୍ଥାକୁ ଓକାକର ଅନୁକମ୍ପା ନେଇ ଚର୍ଚ୍ଚା

ଭୁବନେଶ୍ୱର : ରାଜ୍ୟ ସରକାର ୧୩କୋଟି ଟଙ୍କା ବ୍ୟୟରେ ଦୁଇଟି ସରକାରୀ ୱେବସାଇଟ୍‍ର କାମ କରୁଛନ୍ତି । ଗୋଟିଏ ହେଉଛି ରାଜ୍ୟ ସରକାରଙ୍କ ପୁରୁଣା ପୋର୍ଟାଲର ନବୀକରଣ ଓ ଅନ୍ୟଟି ହେଉଛି ନୂତନ ଭାବେ ପ୍ରସ୍ତୁତ ହେଉଥିବା ‘ଓଡିଶା ୱାନ’ ପୋର୍ଟାଲ । ତେବେ ଏହି ଦୁଇଟି କାର୍ଯ୍ୟ ପାଇଁ ଟେଣ୍ଡର…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ରୋଜଗାର ସ୍ଥାନରେ ଶୁକ୍ର ଆପଣଙ୍କୁ ଅଭିଳଷିତ ଅର୍ଥ, ବିଳାସ ସାମଗ୍ରୀ, ଯାନବାହନ ପ୍ରଭୃତି ଲାଭ କରିବାରେ ସହାୟକ ହେବେ। ବାଧ୍ୟବାଧକତାରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ବହୁତ ଦିନରୁ ଅପେକ୍ଷା କରିଥିବା ଖବରଟି ପାଇବାର ଆଶା ରହିଛି। ବନ୍ଧୁଙ୍କ ଦ୍ୱାରା ନିମନ୍ତ୍ରିତ…

ରୟାଲ ଡ୍ୟାନ୍ସ ଏକାଡେମୀର ବାର୍ଷିକ ଉତ୍ସବ

କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ରୟାଲ ଡ୍ୟାନ୍ସ ଏକାଡେମୀର ୪ର୍ଥ ବାର୍ଷିକ ମହୋତ୍ସହବ ଓ ୧୫ବର୍ଷ ପୂର୍ତ୍ତି ମହାଅ ।ଡମ୍ବରରେ ପାଳନ ହୋଇଯାଇଛି ।  ଏହି ଉତ୍ସହବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡ଼ା ମ୍ୟୁନିସିପାଲଟି କାର୍ଯ୍ୟନିର୍ବାହୀ  ଅଧିକାରୀ ଦେବ ପ୍ରସାଦ ବଳ, ମୁଖ୍ୟବକ୍ତା ଭାବେ…

ସମୁଦ୍ରରୁ ବିରଳ ସାର୍କ ମାଛ ଶିକାର

ପୁରୀ : ବିରଳ ପ୍ରଜାତିର ସାର୍କ ମାଛ ଶିକାର କରାଯାଉଛି। ମୁନାଫାଖୋର ମତ୍ସ୍ୟ ବ୍ୟବସାୟୀ ମତ୍ସ୍ୟଜୀବୀଙ୍କୁ ହାତ କରି ଏହି ମାଛକୁ ବିଦେଶ ରପ୍ତାନି କରୁଛନ୍ତି । ସାଧାରଣ ମତ୍ସ୍ୟଜୀବୀମାନେ ଏହି ମାଛର ମୂଲ୍ୟ ଜାଣିପାରୁ ନ ଥିବାବେଳେ କମ୍‌ ଟଙ୍କାରେ କିଣି ମାଲାମାଲ୍‌ ହେଉଛନ୍ତି ବ୍ୟବସାୟୀ।…

ପଛୁଆବର୍ଗର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ପଦକ୍ଷେପ

ଭୁବନେଶ୍ବର : ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସଙ୍କଳ୍ପ ପାରିତ ହୋଇଛି । ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ତେଲି ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଛୁଆବର୍ଗର ବିକାଶ ପାଇଁ ଏଭଳି…

ବଜେଟ ପୂର୍ବରୁ କାହିଁକି ଖାଆନ୍ତି ହାଲୁଆ ଜାଣନ୍ତୁ …

ନୂଆଦିଲ୍ଲୀ () କେନ୍ଦ୍ର ବଜେଟ୍ ପାଇଁ ଏକ ସ୍ୱତନ୍ତ୍ର ପରମ୍ପରା ରହିଛି । ବଜେଟ ଦସ୍ତାବିତ ଛପା ହେବା ପୂର୍ବରୁ ହାଲୁଆ ପର୍ବ ପାଳିତ କରାଯାଇଥାଏ । ଏହି ଦିନଠାରୁ ଅର୍ଥ ମନ୍ତ୍ରାଳୟର ସମସ୍ତ ଅଧିକାରୀ ଘରକୁ ନ ଯାଇ ଏହିଠାରେ ରହିଥାନ୍ତି । ଫଳରେ ବଜେଟ୍ ଦସ୍ତାବିଜ ବାବଦ ତଥ୍ୟ ଗୋପନ ରହିଥାଏ ।…

ଦେଶର ସର୍ବାଧିକ ବିକ୍ରି ହେଉଥିବା ମାରୁତି ସୁଜୁକି ବିଏସ୬

ଭୁବନେଶ୍ୱର: ବିଏସ୬ ଟ୍ରାନ୍ସିସନକୁ ଅତିକ୍ରମ କରିଥିବା ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ ପକ୍ଷରୁ ଦେଶର ସର୍ବାଧିକ ବିକ୍ରିତ ମଲଟି-ପରପସ୍ ଭ୍ୟାନ ଇକୋର ବିଏସ୬ ଭ୍ୟାରିଆର ଶୁଭାରମ୍ଭ କରାଯାଇଛି । ସରକାରଙ୍କର ଅନୁବଦ୍ଧିତ ସମୟସୀମାର ଆଗରେ ଇକୋ, ମାରୁତି ସୁଜୁକି ପକ୍ଷରୁ ନବମ ବିଏସ୬ ଅବଦାନ ।…

ସାଟିନ୍ କ୍ରେଡିଟ୍‌କେୟାର ପକ୍ଷରୁ ଓଡ଼ିଶାରେ ମହିଳା ଆର୍ଥିକ ସଶକ୍ତିକରଣ କର୍ମଶାଳା

ଭୁବନେଶ୍ୱର : ଭାରତର ବୃହତ ମାଇକ୍ରୋଫାଇନାନ୍ସ କମ୍ପାନୀ ସାଟିନ୍ କ୍ରେଡିଟ୍‌କେୟାର ନେଟ୍‌ୱର୍କ ଲିମିଟେଡ୍‌(ଏସ୍‌ସିଏନ୍‌ଏଲ୍‌) ଓ ନୋରଡିକ୍ ମାଇକ୍ରୋଫାଇନାନ୍ସ ଇନିସିଏଟିଭ୍‌(ଏନ୍‌ଏମ୍‌ଆଇ)୧୦ ଜଣିଆ ସଦସ୍ୟଙ୍କ ସହ ମିଶି ଭାରତର ୭ଟି ରାଜ୍ୟରେ ମହିଳା ଆର୍ଥିକ କର୍ମଶାଳାର ଆୟୋଜନ କରିଛି । ଏହି…

ବିରୋଧୀ ଦଳ କଂଗ୍ରେସ ଭବନକୁ ବାଉନ୍ସର ପଠାଇଥାଇପାରନ୍ତି : ସୁର

ଭୁବନେଶ୍ୱର() ସ୍ଵର ବଦଳାଇଲେ ସୁର। କଂଗ୍ରେସ ଭବନରେ ବାଉନସର ବଳୟକୁ ନେଇ ମତ ବଦଳାଇଲେ ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ସୁରେଶ ରାଉତରାୟ। ସୁର କହିଛନ୍ତି, କିଏ ବାଉନ୍ସର ପଠାଇଲା ତାହା ଜାଣିନାହିଁ। ବିରୋଧୀ ଦଳ ସେମାନଙ୍କୁ ପଠାଇଥାଇପାରନ୍ତି। ଦଳକୁ ବଦନାମ କରାଯାଇଛି ବୋଲି ସେ କହିଛନ୍ତି।…

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ସମଲେଶ୍ୱରୀ ମନ୍ଦିର

ଭୁବନେଶ୍ୱର() ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବଲପୁର ଯାଇ ମା’ ସମଲେଶ୍ବରୀଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀ । ମା’ସମଲେଶ୍ୱରୀଙ୍କ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟ କରଣ ସହିତ ଭକ୍ତ ଓ ପର୍ଯ୍ୟଟକ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବ ଏବଂ ଖୁବଶୀଘ୍ର ଏଥିପାଇଁ…