କଳିଙ୍ଗ ଷ୍ଟାଡିୟମରେ ୨୪ରୁ ଅଲ୍ ଓଡିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ବର : ଆସନ୍ତା ଜାନୁଆରୀ ୨୪ରୁ ୨୬ ପର୍ଯ୍ୟନ୍ତ ସପ୍ତମ ଅଲ୍ ଓଡିଶା ଉତ୍କଳ ଓପନ୍ ଟେନିସ୍ ଟୁର୍ଣ୍ଣାମେଣ୍ଟ କଳିଙ୍ଗ ଷ୍ଟାଡିୟମ ଟେନିସ୍ କମ୍ପ୍ଲେକ୍ସ, ଭୁବନେଶ୍ବର ଠାରେ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ସ୍ଥାନୀୟ ହୋଟେଲ ପ୍ରେସିଡେନ୍ସିଠାରେ “ଏସିଇ ଟେନିସ୍ କ୍ଲବ୍” ପକ୍ଷରୁ ଏକ…
