Odia News Portal

ସାଇବାବା ଦଶହରା ଦିନ ହିଁ ସମାଧି କଣ ପାଇଁ ନେଇଥିଲେ ଜାଣନ୍ତୁ…

ସାଇବାବା ମହାରାଷ୍ଟ୍ର ର ଅହମଦନଗର ଜିଲ୍ଲା ର ରାହାଟ ତହସିଲ ର ସିରଡ଼ି କାଖବା ଠାରେ ୧୫ ଅକ୍ଟୋବର ୧୯୧୮ ଦଶହରା ଦିନ ସମାଧି ନେଇଥିଲେ । ଏହି ସ୍ଥାନ କୁ ସାଇବାବା ଙ୍କ ଭକ୍ତ ମାନେ ଦୂର ଦୁରାନ୍ତ ରୁ ଦର୍ଶନ ପାଇଁ ଆସନ୍ତି । ଏହି ସମାଧି ୨ ମିଟର ରୁ ଅଧିକ ଲମ୍ବା ଏବଂ ୧ ମିଟର ଚୌଡା ଅଟେ ।…

ପୁଣି ଥରେ ବୁର୍ଲା ମେଡିକାଲରେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ବୁର୍ଲା : ପୁଣି ଥରେ ବୁର୍ଲା ମେଡିକାଲରେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ ଘଟଣା ସମ୍ନାକୁ ଆସିଛି । ସାମାନ୍ୟ ବଥ ଚିକିତ୍ସା ପାଇଁ ଇଏନ୍‌ଟି ବିଭାଗ ଓପିଡିକୁ ଆସିଥିବା ଜଣେ ଯୁବତୀଙ୍କ ଓଠରେ ଡାକ୍ତର ଇଂଜେକ୍‌ସନ୍‌ ଦେଇଥିଲେ । ଏହାପରେ ଯୁବତୀଙ୍କ ଓଠରୁ ନେଇ ସମଗ୍ର ମୁହଁ କଳା…

ପାକିସ୍ତାନ ଗଲେ ଭାରତୀୟ କବାଡି ଟିମ୍, ଘନେଇଲା ବିବାଦ

ଇସଲାମାବାଦ :  ବିଶ୍ୱ କବାଡି ଚାମ୍ପିୟନସିପ୍ ପାଇଁ ଭାରତୀୟ ଦଳ ପାକିସ୍ତାନ ପହଁଚିବା ପରେ ବିବାଦ ଉତ୍ପନ୍ନ ହୋଇଛି। କାରଣ କ୍ରୀଡାମନ୍ତ୍ରୀ ଓ ରାଷ୍ଟ୍ରୀୟ ମହାସଙ୍ଘ ଏ ବାବଦରେ କିଛି ଜାଣିନଥିବା କିମ୍ବା ମଞ୍ଜୁରି ଦେଇନଥିବା କୁହାଯାଉଛି। ଚାମ୍ପିୟନସିପରେ ଭାଗ ନେବା ପାଇଁ ଗତ ଶନିବାର ଦିନ…

‘ଓଡ଼ିଶା-ମୋ ପରିବାର’ ଅଭିଯାନରେ ପୁଣି ଏକ ସଫଳତା

ଭୁବନେଶ୍ୱର() ‘ଓଡ଼ିଶା-ମୋ ପରିବାର’ ଅଭିଯାନରେ ପୁଣି ଏକ ସଫଳତା ଯୋଡ଼ି ହୋଇଛି । ଜାପାନର ଟୋକିଓ ସହରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦୁଇ ଓଡ଼ିଆ ଯୁବକଙ୍କ ମରଶରୀରକୁ ଗତକାଲି ଫେରାଇ ଅଣାଯାଇଥିବା ବେଳେ ଆଜି ନୋଇଡାରୁ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ତାଙ୍କର ଜନ୍ମମାଟିକୁ ଅଣାଯାଇଛି ।…

ମହାଭାରତ’ରେ ନଜର ଆସିବେ ଦୀପିକା

ମୁମ୍ବାଇ :  ଅନେକ ସମୟ ଧରି ଏହି କଥାକୁ ନେଇ ଚର୍ଚ୍ଚା ଚାଲିଛି ଯେ ଦୀପିକା ପାଦୁକୋନ୍ ଫିଲ୍ମ ମହାଭାରତ ନିର୍ମାଣ କରିବାକୁ ଚାହୁଁଛନ୍ତି । ଏବଂ ଫିଲ୍ମରେ ସେ ଦ୍ରୌପଦୀ ଭୂମିକାରେ ନଜର ଆସିବେ । ଦୀପିକା ପ୍ରଡ୍ୟୁସର ମଧୁ ମଣ୍ଟେନାଙ୍କ ସହ ମିଶି ଏହି ଫିଲ୍ମ ପ୍ରସ୍ତୁତ କରିବାକୁ ଚେଷ୍ଟା…

ପୁଣି ଚର୍ଚ୍ଚାରେ ଡାବୁଗାଁ ବିଧାୟକ

ନବରଙ୍ଗପୁର: ସବୁବେଳେ ଜନହିତକର କାର୍ଯ୍ୟ କରି ନବରଙ୍ଗପୁର ଡାବୁଗାଁ ବିଧାୟକ ପ୍ରଂଶସା ସାଉଁଟୁଥିବାବେଳେ ଏବେ ପୁଣି ତାଙ୍କୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଜଣେ ଗର୍ଭବତୀ ମହିଳାଙ୍କୁ କାନ୍ଧରେ ୫କିଲୋମିଟର ବୋହି ଆଣି ସେ ନିଜର ବଦାନ୍ୟତା ଦେଖାଇଛନ୍ତି । ନବରଙ୍ଗପୁର ମଇଦଲପୁର ପଞ୍ଚାୟତ…

ଚାଲିଛି ଚର୍ଚ୍ଚା : ଇଣ୍ଡିଆନ କ୍ରିକେଟରଙ୍କୁ ବିବାହ କରିବେ ଅନୁଷ୍କା

ବାହୁବଳୀ ଚଳଚ୍ଚିତ୍ରରେ ଦେବସେନା ଚରିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ନିଜର ପର୍ସନାଲ ଲାଇଫକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । ପୂର୍ବରୁ ତାଙ୍କ ନାଁ ବାହୁବଳୀରେ ଥିବା ତାଙ୍କର କୋ-ଷ୍ଟାରଙ୍କ ସହ ଯୋଡ଼ା ଯାଇଥିଲା କିନ୍ତୁ ୨୦୧୯ରେ ପ୍ରଭାସ ‘କଫି ୱିଥ କରଣ’ରେ…

ଖେଳୁ ଖେଳୁ ଫୁଟିଗଲା

ଭୁବନେଶ୍ୱର() ଭୁବନେଶ୍ୱରରେ ଛାତ୍ରୀଙ୍କୁ ଗୁଳି ମାଡ ଘଟଣା । ଗୁଳିମାଡ଼ ଘଟଣାର ଖୁଲାସା କଲେ ଭୁବନେଶ୍ୱର ଡିସିପି ଅନୁପ ସାହୁ । ଡିସିପି କହିଛନ୍ତି , ପୁରୁଷ ବନ୍ଧୁ ସହ ସୋନାଲି ବନ୍ଧୁକ ଧରି ଖେଳୁଥିଲେ ଆଉ ଏହିସମୟରେ ହଠାତ୍ ବନ୍ଧୁକରୁ ଗୁଳି ଫୁଟିଥିଲା । ୨ ରାଉଣ୍ଡ ଗୁଳି କରି ସୋନାଲିଙ୍କ…

ଏସ୍‌ଟିଏଫ୍‌ ହାତରେ ଦୁଇ ବନ୍ଧୁକ ବେପାରୀ

ଭୁବନେଶ୍ବର : ଏସ୍‌ଟିଏଫ୍‌ ହାତରେ ଦୁଇ ବନ୍ଧୁକ ବେପାରୀ । ଗିରଫ ଦୁଇ ଜଣ ହେଉଛନ୍ତି ଇଂଜିନିୟରିଂ ଛାତ୍ର । ସୁରେଶ ପାଣିଗ୍ରାହୀ ଓ ସାନୁ ପୋଦ୍ଦାରକୁ ଗିରଫ କରିଛି ଏସ୍‌ଟିଏଫ୍‌ । ସେମାନଙ୍କଠାରୁ ୩ଟି ବନ୍ଧୁକ, ୨୨ ରାଉଣ୍ଡ ଗୁଳି, ୬ଟି ମାଗାଜିନ ଜବତ ହୋଇଛି । ସୁରେଶ ଭୁବନେଶ୍ୱରର ଏକ ଘରୋଇ…

ମୋତେ ଗୋଟିଏ ରାତି ଦିଅ

ଭୁବନେଶ୍ୱର () ଚଳିତ ବର୍ଷ ଖଣ୍ଡଗିରି କୁମ୍ଭମେଳାରେ ରାନୀ ପଣ୍ଡାଙ୍କ ସମେତ ସଚ୍ଚିଦାନନ୍ଦ ଯାତ୍ରା ପାର୍ଟିକୁ ବିଏମ୍ସି ବ୍ୟାନ୍ କରିଛି। ସେଥିପାଇଁ ରବିବାରରେ ରାନୀ ପ୍ରେସମିଟ୍ କରି ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ରାନୀ କହିଛନ୍ତି ଯେ ଅଶ୍ଲୀଳ ନୃତ୍ୟ ପାଇଁ ତାଙ୍କୁ ଯଦି ଖଣ୍ଡଗିରି ମନା…