ଅଚାନକ କୋଣାର୍କ ଗସ୍ତରେ ୫-ଟି ସଚିବ
ଭୁବନେଶ୍ୱର: ପ୍ରବଳ ଶୀତ ଓ କୁହୁଡ଼ି କୁ ଖାତିର ନକରି ବଡି ଭୋର ସମୟରେ ଅଚାନକ କୋଣାର୍କ ଗସ୍ତ କରିଛନ୍ତି ୫-ଟି ସଚିବ ଭି.କେ.ପଣ୍ଡିଆନ । ସେ ଆଜି ଭୋର ୫ଟା ବେଳେ ସୁର୍ଯ୍ୟ ମନ୍ଦିରରେ ପହଞ୍ଚି ଏହାର ଚାରିପାଖ ବୁଲିବା ସହିତ ବାହାର ବେଢ଼ା ପରିଦର୍ଶନ କରିଛନ୍ତି ।
କୋଣାର୍କ ମନ୍ଦିରର…
