ବୈଠକ ଅଧାରୁ ଉଠି ପଳାଇଲେ ବିରୋଧୀଦଳ ମୁଖ୍ୟ ସଚେତକ
ଭୁବନେଶ୍ୱର () ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ରେଳବାଇ ସଂପର୍କିତ ଗୃହ କମିଟିର ଆଲୋଚନା ଚାଲିଥିବାବେଳେ ସମସ୍ତଙ୍କୁ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବୈଠକ ଅଧାରୁ ଉଠି ପଳାଇଆସିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।
ଏନେଇ ମୋହନ ମାଝୀ ପ୍ରତିକି୍ରୟା ଦେଇ କହିଛନ୍ତି, ସରକାରୀ…
