Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ବିରଳଯୋଗ ପ୍ରଭାବରେ ସରକାରୀ ସ୍ତରରେ ସମସ୍ୟା ସମାଧାନ, ପ୍ରଶାସନିକ ସ୍ତରରେ ସଫଳତା ପାଇବେ। ରବି ଦେଶ ଯାତ୍ରାର ସୁଯୋଗ, ମାଙ୍ଗଳିକ କାମ, ନୂତନ ପ୍ରକଳ୍ପାରମ୍ଭ, କୃଷି, ବାଣିଜ୍ୟ ପାଇଁ ସମୟ ବିଶେଷ ଅନୁକୂଳ ରହିବ। ଅର୍ଥଲାଭ, ବ୍ୟବସାୟିକ ସଫଳତା ଓ କଚେରି ମାମଲା ଫଇସଲା…

ସୁରକ୍ଷା ଜୋନରେ ପୁଣି ଉଚ୍ଛେଦ ଆରମ୍ଭ

ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ପାଇଁ ମଙ୍ଗଳବାର ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।  କିଛିଦିନର ବ୍ୟବଧାନ ପରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ପୁଣି ଉଚ୍ଛେଦ…

୧୩ ଜଣ ଗାୟବ ଘଟଣା : ୭ ବାଳିକା ଉଦ୍ଧାର, ୩ କର୍ମଚାରୀ ନିଲମ୍ବିତ

ବ୍ରହ୍ମପୁର : ବ୍ରହ୍ମପୁର ଉତ୍କଳ ବାଳାଶ୍ରମରୁ ୧୩ ଅନ୍ତେବାସୀ ଗାୟବ ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ବାଳିକାଙ୍କୁ ଉଦ୍ଧାର କରାଯାଇଛି। ଖୁବ୍ ଶୀଘ୍ର ଅନ୍ୟମାନଙ୍କୁ ଉଦ୍ଧାର କରାଯିବା ବୋଲି ବ୍ରହ୍ମପୁର ଉପ-ଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରେୟ କହିଛନ୍ତି । ତେବେ ଆଶ୍ରମର ତିନିଜଣ କର୍ମଚାରୀଙ୍କୁ…

ଭିଜିଲାନ୍ସ ଜାଲରେ ପ୍ରଧାନ ଶିକ୍ଷକ

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ପ୍ରଧାନଶିକ୍ଷକ। ନବରଙ୍ଗପୁର ରାଇଘର ବ୍ଳକ ଅନ୍ତର୍ଗତ ବୋରଗ ପ୍ରକଳ୍ପ ହାଇସ୍କୁଲ ପ୍ରଧାନ ଶିକ୍ଷକ ରଞ୍ଜିତ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢଉ । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ଚାଲିଛି । ଏକକାଳୀନ ୫ଟି ସ୍ଥାନରେ…

‘ବାଗୀ ୩’ ସେଟ୍‌ରୁ ଲିକ୍‌ ହେଲା ଫଟୋ

ବଲିଉଡ୍‌ରେ ଶାନଦାର ଆକ୍ସନ ଏବଂ ଡ୍ୟାନ୍ସିଂ ସ୍କିଲ୍‌ରେ ଦର୍ଶକଙ୍କ ମନରେ ଘର କରିଥିବା ଅଭିନେତା ଟାଇଗର ସ୍ରଫ୍‌ ବର୍ତ୍ତମାନ ଚର୍ଚ୍ଚାରେ ରହିଛନ୍ତି। ଟାଇଗରଙ୍କର ଏକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପୋଲିସ ଅଧିକାରୀ ତାଙ୍କୁ ଗିରଫ୍‌ କରୁଥିବାର ନଜର…

ସମସ୍ତଙ୍କ ସାମ୍ନାରେ ନିକ୍‌ଙ୍କୁ ଲିପ୍‌ କିସ୍‌ ଦଲେ ପ୍ରିୟଙ୍କା

ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ ନିଜ ବୈବାହିକ ଜୀବନକୁ ମନଭରି ଉପଭୋଗ କରୁଛନ୍ତି। କେବଳ ଫ୍ୟାମିଲି ଲାଇଫ୍‌ ନୁହେଁ ଏହି ଯୋଡ଼ି ନିଜ କାମ ଉପରେ ମଧ୍ୟ ପୂରା ଧ୍ୟାନ ଦେଉଛନ୍ତି। ଉଭୟଙ୍କ ଫଟୋ ଓ ଭିଡିଓ ପ୍ରାୟ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ନିକଟରେ ଏହି କପଲ ସିନେମା ଜଗତର…

ଓଡ଼ିଶା ଏକ୍ସପ୍ରେସ ସମ୍ମାନିତ

ନୂଆଦିଲ୍ଲୀ() ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟର ଠାରେ ଆଜି ଆୟୋଜିତ ଏକ ଭବ୍ୟ କାର୍ୟ୍ୟକ୍ରମରେ ସୂଚନା ଏବଂ ପ୍ରସାରଣ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଦୈନିକ ସମ୍ବାଦପତ୍ର ଓଡିଶା ଏକ୍ସପ୍ରେସକୁ ପ୍ରଥମ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନରେ ପୁରସ୍କୃତ…

ଏଣିକି ପୁଲିସକୁ ଫୋନ କଲେ ମିଳିବ ରକ୍ତ

ଭୁବନେଶ୍ୱର() ଏଣିକି ୧୦୦ ନମ୍ବର ବା ପୋଲିସର ଫେସବୁକ, ଟ୍ୱିଟର ବା ସିଧାସଳଖ ଥାନା ଅଧିକାରୀ କି ରିଜର୍ଭ ଇନିସ୍ପେକ୍ଟରଙ୍କୁ ଯୋଗାଯୋଗ କଲେ ଆପଣଙ୍କୁ ରକ୍ତ ଯୋଗାଇ ଦିଆଯିବ । ଅର୍ଥାତ୍ ଆପଣଙ୍କ ବ୍ଲଡ ଗ୍ରୁପ୍ ନଥିଲେ ଆପଣଙ୍କୁ ତୁରନ୍ତ ଡୋନର ଯୋଗାଇ ଦେବ ପୋଲିସ । ଏହିଭଳି ସୁବିଧା ଆଜିଠାରୁ…

ଏହି ଅଭିନେତ୍ରୀ ୯ ବର୍ଷ ଲିଭ୍ଇନ୍ରେ ରହିବା ପରେ ବାହା ହେଲେ ଆଉ ଜଣଙ୍କୁ

ମୁମ୍ବାଇ() ଅଭିନେତ୍ରୀ ବିପାଶା ବସୁ ବହୁ ଫିଲ୍ମରେ ନିଜର ଅଭିନୟ ଦକ୍ଷତା ପ୍ରତିପାଦିତ କରି ବେଶ୍ ଚର୍ଚ୍ଚାରେ ରହିଥିଲେ। ୨୦୦୩ରେ ଜିସ୍ମ୍ ଫିଲ୍ମରେ ଜନ୍ ଆବ୍ରାହମ୍ଙ୍କ ସହିତ ବିପାଶଙ୍କର କ୍ଲୋଜ୍ ଅପ୍ ସିନ୍ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା। ରିଲ୍ ଲାଇଫ୍ ପରି ରିୟଲ ଲାଇଫ୍ରେ ମଧ୍ୟ…

ନିର୍ଭୟା ଦୁଷ୍କର୍ମକାରୀଙ୍କୁ ପଚରା ଯିବନି ଶେଷ ଇଚ୍ଛା

ଭୁବନେଶ୍ୱର() ଚଳିତ ମାସ ୨୨ ତାରିଖରେ ତିହାର ଜେଲର ଫାଶୀ ଖୁଂଟରେ ଝୁଲିିବେ ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡର ୪ ଦୋଷୀ । ତେବେ କୌଣସି କଏଦୀକୁ ଫାଶୀ ଦେବା ପୂର୍ବରୁ ସାଧାରଣତଃ ତାର ଶେଷ ଇଚ୍ଛା କଣ ବୋଲି ପଚରାଯାଇଥାଏ । ହେଲେ ନିର୍ଭୟା ମାମଲାରେ କିନ୍ତୁ…