Odia News Portal

ଆସନ୍ତାକାଲି ଚଳାଚଳ କରିବନି ଘରୋଇ ବସ

ଭୁବନେଶ୍ୱର() କାଲି ଗଡ଼ିବନି ବସ୍ । ଭାରତ ବନ୍ଦ ପାଇଁ ଆସନ୍ତାକାଲି ଘରୋଇ ବସ୍ ସେବା ବନ୍ଦ ରଖାଯାଇଛି। ଚଳାଚଳ ବନ୍ଦ ରଖିବାକୁ ଘରୋଇ ବସ୍ ମାଲିକ ସଙ୍ଘ ନିଷ୍ପତ୍ତି ନେଇଛନ୍ତି। ୧୨ ଦଫା ଦାବି ନେଇ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଏହି ଧର୍ମଘଟ ଡାକରା ଦିଆଯାଇଛି। ଏନ୍ଡିଏ ସରକାରଙ୍କ ‘ଦମନକାରୀ…

ଜାନୁୟାରୀ ୨୨ରେ ଫାଶି ଦଣ୍ଡ

ନୂଆଦିଲ୍ଲୀ() ଜାନୁଆରୀ ୨୨ରେ ନିର୍ଭୟା ଦୋଷୀଙ୍କୁ ଫାସି ଦିଆଯିବ । ୪ ଅଭିଯୁକ୍ତଙ୍କ ବିରୋଧରେ ମୃତ୍ୟୁ ପରୱାନା ଜାରି କଲେ ପଟିଆଲା ହାଉସ କୋର୍ଟ ।ଆସନ୍ତା ୨୨ ଜାନୁଆରୀ ଭୋର ୭ଟାରେ ୪ ଅଭିଯୁକ୍ତଙ୍କୁ ଦିଆଯିବ ଫାଶୀ । ୧୬ ଡିସେମ୍ବର ୨୦୧୨ରେ ଦିଲ୍ଲୀର ପାରା ମେଡିକାଲ ଛାତ୍ରୀ ନିର୍ଭୟାଙ୍କୁ…

ବାରିପଦାରେ ଖୋଲିଲା କିସ

ଭୁବନେଶ୍ୱର() ମୟୁରଭଂଜ ଜିଲ୍ଲାର ସଦର ମହକୁମା ବାରିପଦା ନିକଟସ୍ଥ ବାଙ୍କୀ ଶୋଳ ଠାରେ ଭୁବନେଶ୍ୱର ଭଳି କିସର ଏକ ଆବସିକ ଜନଜାତି ବିଦ୍ୟାଳୟ ଏବଂ ଜିଲ୍ଲାବାସୀଙ୍କ ପାଇଁ ୫୦ ଶଯ୍ୟା ବଶିଷ୍ଟ ଏକ ଡାକ୍ତରଖାନା ବୁଧବାର ଦିନ ଉଦଘାଟିତ ହେଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଆନୁÂାନିକ…

ପାଣ୍ଡିଆନଙ୍କ ଅଚାନକ ଝାରସୁଗୁଡା ଗସ୍ତ

ଝାରସୁଗୁଡା () ୫-ଟି ସଚିବ ଭି କେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅଚାନକ ଭାବେ ଝାରସୁଗୁଡା ଗସ୍ତରେ ଯାଇଁ ମୁଖ୍ୟ ଡାକ୍ତରଖାନାରେ ଯାଇଁ ପହଂଚିଛନ୍ତି । ପାଣ୍ଡିଆନ ଡାକ୍ତରଖାନାର ବିଭିନ୍ନ ୱାର୍ଡ ବୁଲି ରୋଗୀ ମାନଙ୍କ ସହିତ ସୁବିଧା ଅସୁବିଧା ସମ୍ପର୍କରେ ଆଲୋଚନା…

୮ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ଆସନ୍ତାକାଲିଠୁ ତିନି ଦିନ ଯାଏ ରାଜ୍ୟରେ ବର୍ଷା ହେବ। ପଶ୍ଚିମବଙ୍ଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ଆସନ୍ତାକାଲିଠୁ ତିନି ଦିନ ଯାଏ ରାଜ୍ୟରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।ଏନେଇ ସତର୍କ ସୂଚନା ଜାରି କରିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର ।…

ଦରଦାମ ବୃଦ୍ଧି, ବେକାରୀ ରୋକିବାରେ କେନ୍ଦ୍ର ସରକାର ବିଫଳ

ଭୁବନେଶ୍ୱର() ଆସନ୍ତାକାଲି ଭାରତ ବନ୍ଦକୁ ସମର୍ଥନ କରୁଛୁ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି,“ ଦରଦାମ ବୃଦ୍ଧି, ବେକାରୀ ରୋକିବାରେ କେନ୍ଦ୍ର ସରକାର ବିଫଳ । ଲୋକଙ୍କ ପାଖରେ କାମ ନାହିଁ । ସବକା ସାଥ ବିକାଶ କଥା କହୁଥିବା ଦଳ ଏବେ ସବକା…

ଆଜି ଦ୍ୱିତୀୟ ଟି-୨୦ : ମୁକାବିଲା ପାଇଁ ଉଭୟ ଦଳ ପ୍ରସ୍ତୁତ

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ । ଇନ୍ଦୋର ମୁକାବିଲା ପାଇଁ ଉଭୟ ଦଳ ଝାଳ ବୁହା ଅଭ୍ୟାସ କରିଛନ୍ତି । ରବିବାର ଗୁଆହାଟୀରେ ଖେଳାଯାଇଥିବା ପ୍ରଥମ ଟି-୨୦ ବର୍ଷାରେ ଧୋଇଯାଇଥିଲା ।

ଶୀତଦିନେ ଗୁଡ ଖାଇଲେ ମିଳେ ଏସବୁ ଫାଇଦା 

ଶୀତ ଆରମ୍ଭ ହେଲେ ଖାଦ୍ୟରେ ଗୁଡ଼ ସାମିଲ କରିବା ନିହାତି ଆବଶ୍ୟକ। କାରଣ ଏହା ଆମକୁ ଅନେକ ରୋଗଠାରୁ ଦୂରେଇ ରଖିଥାଏ। ସାଧାରଣତଃ ଶୀତ ଦିନ ଆସିବା ମାତ୍ରେ କିଛି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡି ଯାଏ। ଜ୍ୱର, ଥଣ୍ଡା ଏବଂ କାଶ ଆଦି ଲାଗି ରହେ। ଏଥିରୁ ଉପଶମ ପାଇବା ପାଇଁ ଗୁଡ ବେଶ୍‌…

ତେଜପତ୍ର ଦୂର କରେ ଏହି ସବୁ ରୋଗର ସମସ୍ୟା

ସାଧାରଣତଃ ତେଜପତ୍ର ପ୍ରତ୍ୟେକ ଭାରତୀୟ ରୋଷେଇ ଘରେ ଉପଲବ୍ଧ ଥାଏ। ଏହା ମସଲାରେ ବ୍ୟବହାର କରାଯାଏ ସତ ହେଲେ ଏଥିରେ ଥିବା ଔଷଧୀୟ ଗୁଣ ଶରୀରକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ତେଜପତ୍ରରେ ଆଣ୍ଟିଅକ୍ସିଡାଣ୍ଟ, ମାଙ୍ଗାନିଜ,ପୋଟାସିୟମ, ସେଲେନିୟମ ଓ ଆଇରନ୍ ପ୍ରଚୁର ପରିମାଣରେ ଥାଏା…

ଖଦିବୋର୍ଡ ପରିସରକୁ ରାଜ୍ୟ ମୁଖିଆଙ୍କ ପାଇଁ ବାଟ ବନ୍ଦ

ଭୁବନେଶ୍ୱର : ଓଡିଶା ରାଜ୍ୟ ଖଦିବୋର୍ଡକୁ ଆଉ ରାଜ୍ୟପାଳ କିମ୍ବା ମୁଖ୍ୟମବୀ ଆସିବେ ନାହିଁ । କାରଣ ଏମାନଙ୍କ ବୋର୍ଡ ପ୍ରବେଶ ପାଇଁ ଆଉ ରାସ୍ତା ନାହିଁ । ଯଦି ଆସିବେ ତେବେ ଅନ୍ୟ ଦୟାରେ ଗଳି ରାସ୍ତା ଦେଇ ଆସିବେ । ମୁଖ୍ୟ ରାସ୍ତା କଡରେ କଲଭର୍ଟ ନିର୍ମାଣବେଳେ ବୋର୍ଡ ସଭାପତି ଚୁପ୍‍ ରହିବାରୁ…