Odia News Portal

ନୂଆବର୍ଷରେ ବଡ ଘୋଷଣା କଲା ଇସ୍ରୋ

ନୂଆଦିଲ୍ଲୀ() ଚନ୍ଦ୍ରାୟନ -୩କୁ କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏନେଇ ନୂଆବର୍ଷରେ ନୂଆବର୍ଷ ଅବସରରେ ଘୋଷଣା କଲେ ଇସ୍ରୋ ମୁଖ୍ୟ କେ.ଶିବନ । ଶିବନ କହିଛନ୍ତି, ମିଶନ ପାଇଁ ଏକ ଟିମ ଗଠନ କରାଯାଇଛି । ଏଥିପାଇଁ ୬୧୫ କୋଟି ଟଙ୍କା ଖର୍ଚ୍ଚ ହେବ । ତୁତୁକୋରିନରେ ଏଥିପାଇଁ ସ୍ଥାନ…

ଥରୁଛି ସାରା ଭାରତ : ଆଜି ରାଜ୍ୟର କେତେକ ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା

ଭୁବନେଶ୍ବର : ଥରୁଛି ସାରା ଭାରତ । ଉତ୍ତର, ପଶ୍ଚିମ ଏବଂ ମଧ୍ୟ ଭାରତ ସମେତ ଓଡିଶାରେ ଅସହ୍ୟ ଥଣ୍ଡା ଜାରି ରହିଛି । ଅସମ୍ଭାଳ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ । ଦିଲ୍ଲୀର ତାପମାତ୍ରା ପ୍ରତିଦିନ ରେକର୍ଡ ଭାଙ୍ଗୁଥିବା ବେଳେ, ପୂରା ଉତ୍ତର ଭାରତରେ ଶୀତ ଲହରୀ ଜାରି ରହିଛି । ରାଜ୍ୟର ୧୪ଟି ସ୍ଥାନରେ…

ଆଜିଠାରୁ ଗଡିବ ସ୍ମାର୍ଟ ଅଟୋ

ଭୁବନେଶ୍ବର : ଆଜିଠାରୁ ରାଜଧାନୀରେ ଗଡିବ ସ୍ମାର୍ଟ ଅଟୋ । ଏଣିକି ଅଟୋ ଚାଳକ ୟୁନିଫର୍ମ ପିନ୍ଧିବା ସହ ବେକରେ ପରିଚୟ ପତ୍ର ପକାଇବା ବାଧ୍ୟତାମୂଳକ କରାଯାଇଛି । ୨ ତାରିଖରୁ ଅଟୋ ଚାଳକମାନଙ୍କ ପାଇଁ ଏଭଳି ବ୍ୟବସ୍ଥା ହେଉଛି । କେବଳ ଏତିକି ନୁହେଁ ଓଲା, ଉବେର ଭଳି ଅନଲାଇନରେ ବି ଅଟୋ ବୁକ୍…

ନୂଆବର୍ଷରେ ନୂଆ ରାଜନୀତି : ତିନି ଦଳ ପାଇଁ ୨୦୨୦ ହେବ ପରୀକ୍ଷାର ବର୍ଷ

ଭୁବନେଶ୍ୱର : ନୂଆବର୍ଷକୁ ନେଇ ଓଡିଶାର ରାଜନେତାମାନେ ଉତ୍ସାହିତ ଥିବାବେଳେ ଉଭୟ ଶାସନ ଓ ବିରୋଧି ଆସନରେ ଥିବା ତିନି ଦଳ ପାଇଁ ଯେ ୨୦୨୦ ପରୀକ୍ଷାର ବର୍ଷ ହେବ ତାହା ଜଳ ଜଳ ହୋଇ ଦିଶିଲାଣି । ଶାସକ ବିଜେଡି ଓ ବିରୋଧି ବିଜେପି ଓ କଂଗ୍ରେସ ନିଜ ନିଜ ଦଳ ସଜାଡିବା, ଲୋକଙ୍କ ପ୍ରସଙ୍ଗ ଉଠାଇବା…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ନୂଆ ବରଷର ପହିଲି ଦିନରେ ଚନ୍ଦ୍ର ଏକାଦଶ ସ୍ଥାନରେ ଅର୍ଥ ଓ ସମ୍ମାନ ପ୍ରଦାନ କରିବେ। ନୂଆ ନୂଆ ଯୋଜନା ମାଧ୍ୟମରେ ବ୍ୟବସାୟରେ ଶାଖା ପ୍ରଶାଖା ଖୋଲିବାର ସମ୍ଭାବନା ରହିଛି। ପାରିବାରିକ କ୍ଷେତ୍ରର ଅସଜଡା ପରିସ୍ଥିତି କେତେକାଂଶରେ ଆପଣଙ୍କ ମାନସିକ ସ୍ତରକୁ ଶିଥିଳ କରିପାରେ।…

ଯାତ୍ରୀମାନଙ୍କୁ ବଡ ଝଟକା : ନୂଆବର୍ଷରେ ଭାରତୀୟ ରେଳବାଇ ଟିକେଟ୍ ଦର ବଢାଇଲା

ନୂଆଦିଲ୍ଲୀ : ନୂଆବର୍ଷରେ ଭାରତୀୟ ରେଳବାଇର ମହଙ୍ଗା ଗିଫ୍ଟ । ଜାନୁଆରୀ ୧ ତାରିଖରୁ ମହଙ୍ଗା ହେବ ରେଳଯାତ୍ରା । ନୂଆବର୍ଷରେ ଭାରତୀୟ ରେଳବାଇ ଟିକେଟ୍ ଦର ବଢାଇ ଯାତ୍ରୀମାନଙ୍କୁ ଏକ ବଡ ଝଟକା ଦେଇଛି । ଦୂରସ୍ଥାନକୁ ଯାତ୍ରା କରୁଥିବା ଯାତ୍ରୀଙ୍କ ଉପରେ ଏହାର ବଡ ପ୍ରଭାବ ପଡିବ । କାରଣ ଭାରତୀୟ…

ପ୍ରଦୀପ ଜେନାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି

ଭୁବନେଶ୍ୱର : ୧୯୮୯ ବ୍ୟାଚର ଆଏଏସ ଅଫିସର ଶ୍ରୀ ପ୍ରଦୀପ ଜେନା ଓ ଶ୍ରୀମତି ମୋନା ଶର୍ମାଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିଛି । ତାଙ୍କ ସହିତ କେନ୍ଦ୍ରୀୟ ଡେପୁଟେସନରେ ଥିବା ପରାଗ ଗୁପ୍ତାଙ୍କୁ ମଧ୍ୟ ପଦୋନ୍ନତି ଦିଆଯାଇଛି । ଶ୍ରୀ ଜେନା ଅତିରିକ୍ତ ମୁଖ୍ୟ ଶାସନ…

IPS ସ୍ତରରେ ଅଦଳବଦଳ

ଭୁବନେଶ୍ବର : ଆଇପିଏସ୍‌ ସ୍ତରରେ ଅଦଳବଦଳ । କ୍ରାଇମବ୍ରାଞ୍ଚ ଏଡିଜି ହୋଇଛନ୍ତି ସୌମେନ୍ଦ୍ର ପ୍ରିୟଦର୍ଶୀ । ତାଙ୍କୁ ଅତିରିକ୍ତ ଡିଜି ଆଇନ ଶୃଙ୍ଖଳା ଦାୟିତ୍ୱ ଦିଆଯାଇଛି । ସେହିପରି ଜେଲ୍‌ ବିଭାଗ ଡିଜି ଭାବରେ ଏସ୍‌. କେ. ଉପାଧ୍ୟାୟଙ୍କୁ ମିଳିଛି ନିଯୁକ୍ତି । ଆଇନ ଶୃଙ୍ଖଳା ଏଡିଜି ଥିବା…

ରେକର୍ଡ ଭାଙ୍ଗିଲା ସାଇ ବାବାଙ୍କ ଦାନର ପରିମାଣ

ଏବର୍ଷ ଶିରିଡି ସାଇ ବାବାଙ୍କ ମନ୍ଦିରକୁ ମିଳିଛି ରେକର୍ଡ ପରିମାଣର ଦାନ ୨୮୭କୋଟି ଟଙ୍କା । ଗୁପ୍ତଦାନ ଭାବେ ମିଳିଛି ୧୫୬କୋଟି ୪୯ଲକ୍ଷ ୨ହଜାର ୩୫୦ଟଙ୍କା । ସମୁଦାୟ ଦାନ ଅର୍ଥରେ ରହିଛି ନଗଦ ୬୦କୋଟି ୮୪ଲକ୍ଷ ୮ହଜାର ୫୯୦ଟଙ୍କା । ୧୯୦୪୮.୮୬୦ ଗ୍ରାମ ସୁନା ଓ ୩୯୧୭୫୭.୪୭୦ ଗ୍ରାମ ରୁପା ବି ଦାନ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏହି ଅଭିନେତ୍ରୀଙ୍କ ଫଟୋ

ମୁମ୍ବାଇ() ନେପାଳୀ ଅଭିନେତ୍ରୀ ଅଦିତୀ ବୁଧାଥୋକୀ ନିଜ କାତିଲାନା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ରୂପରୁ ଯେତିକି ସୁନ୍ଦର ଗୁଣେରେ ମଧ୍ୟ ସେତିକି ସୁନ୍ଦର। ନିଜ ସ୍ବପ୍ନ ପୂରଣ କରିବା ପାଇଁ ଅଦିତୀ ନେପାଲ ଛାଡି ମାୟାନଗରୀ ମୁମ୍ବାଇରେ ପାଦ ଦେଇଥିଲେ। ଏବେ ବଲିଉଡରେ ନିଜ…