ଭାଇରାଲ ହେଉଛି ସାରା ଅଲ୍ଲୀ ଖାନଙ୍କ ବିକିନି ପିନ୍ଧା ଫଟୋ
ମୁମ୍ବାଇ : ବଲିଉଡର ଚୁଲବୁଲି ଆକଟ୍ରେସ୍ ସାରା ଅଲ୍ଲୀ ଖାନ୍ ନିଜର ଅଭିନୟକୁ ନେଇ ସବୁବେଳେ ରହିଥାନ୍ତି ଚର୍ଚ୍ଚାରେ। ଏବେ ସାରା ଅଲ୍ଲୀ ଖାନଙ୍କ ବିକନି ପିନ୍ଧା ଫଟୋ ଖୁବ୍ ଚର୍ଚ୍ଚାରେ ରହିଛି। ସୋସିଆଲ ମିଡିଆରେ ସେୟାର କରିବା ପରେ ଲୋକମାନେ ବିଭିନ୍ନ ପ୍ରକାର କମେଣ୍ଟ ଦେଇଛନ୍ତି।
ଯୋରଦାର…
