Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ଆଜିର ଏକାଦଶ ଚନ୍ଦ୍ର ପ୍ରଭାବରେ ପ୍ରତ୍ୟୁଷ ଯାତ୍ରା ସାଙ୍ଗକୁ ମନେ ମନେ ଭାବୁଥିବା କାମରେ ସଫଳତା ପାଇବେ। ପାରଷ୍ପରିକ ଉତ୍ତମ ବୁଝାମଣା ଏବଂ ଉତ୍ସାହ ଜନିତ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହୋଇ ଉଠିବ। କାର୍ଯ୍ୟକୁଶଳତା କାରଣରୁ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ…

ଲୁକ୍ସ ଏବଂ ସେକ୍ସି ଅନ୍ଦାଜ ପାଇଁ ଚର୍ଚ୍ଚାରେ ସନି

ଅଭିନେତ୍ରୀ ସନି ଲିଓନି ବଲିଉଡ୍‌ର ସବୁଠାରୁ ସୁନ୍ଦର ଏବଂ ବୋଲ୍ଡ ଅଭିନେତ୍ରୀମାନଙ୍କ ମଧ୍ୟରୁ ଜଣେ। ସେ ପ୍ରାୟତଃ ନିଜର ଲୁକ୍ସ ଏବଂ ସେକ୍ସି ଅନ୍ଦାଜ ପାଇଁ ଚର୍ଚ୍ଚାରେ ରହିଥାଆନ୍ତି। ସନି ସବୁବେଳେ ନିଜର ପ୍ରିନ୍ସେସ୍‌ ଭଳି ବିଉଟି ଦ୍ୱାରା ଫ୍ୟାନ୍‌ମାନଙ୍କୁ ଦିଓ୍ଵାନା କରିବାରେ ସଫଳ…

ବନ୍ଧା ହେଲେ ସରପଞ୍ଚ

ବୌଦ୍ଧ : ବନ୍ଧା ହେଲେ ସରପଞ୍ଚ । ଯୁବତୀଙ୍କୁ ପ୍ରତାରଣା ଅଭିଯୋଗରେ ଗିରଫ । ବୌଦ୍ଧ ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯ୍ୟାମୀ ସାହୁଙ୍କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ପୋଲିସ । ବିବାହିତ ହୋଇ ମଧ୍ୟ ଯୁବତୀଙ୍କୁ ପ୍ରତାରଣା କରିଥିବା ଅଭିଯୋଗରେ ସେ ଗିରଫ ହୋଇଛନ୍ତି । ୬ ବର୍ଷ ଧରି ପ୍ରେମ ସଂପର୍କ…

ଏହି ଅଭିନେତାଙ୍କୁ ଧୋକାବାଜ କହିଲେ କାଜୋଲ

ମୁମ୍ବାଇ() ଅଭିନେତ୍ରୀ କାଜୋଲ ସୈଫ ଅଲ୍ଲୀ ଖାନଙ୍କୁ ଟୁଇଟରରେ ଧୋକାବାଜ୍ କହିଛନ୍ତି। କାଜୋଲ ଟୁଇଟରରେ ଲେଖିଛନ୍ତି , ପ୍ରଥମେ ଓମକାରା ଫିଲ୍ମ ସମୟରେ ଏବେ ‘ତାହ୍ନାଜୀ’ ପ୍ରମୋଶନରେ ଧୋକା ଦେଲ। ‘ତାହ୍ନାଜୀ’ ଫିଲ୍ମରେ ସୈଫ୍ ଅଭିନୟ କରିଛନ୍ତି। କିନ୍ତୁ ଫିଲ୍ମର ଶୁଟିଂ ପରେ ନିଜ ପରିବାର ସହ…

ପୁଅର କଟୁରି ଚୋଟରେ ମାଆ ଏବଂ ସ୍ତ୍ରୀ ଆହତ

ଯାଜପୁର ରୋଡ :  ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ମଧୁବନ ଗ୍ରାମରେ ଅଭାବନୀୟ ଘଟଣା। ପୁଅର କଟୁରି ଚୋଟରେ ମାଆ ଏବଂ ସ୍ତ୍ରୀ ଆହତ। ଆହତ ଅବସ୍ଥାରେ ପୋଲିସ ଉଭୟଙ୍କୁ ଉଦ୍ଧାର କରି ସୁକିନ୍ଦା ମେଡ଼ିକାଲରେ ଭର୍ତି କରାଇଛି ଏବଂ ଅଭିଯୁକ୍ତ ପୁଅ ଟିମା ଦେହୁରୀ ଙ୍କୁ ଥାନାରେ ଅଟକ ରଖିଛି। ଘଟଣାରୁ…

ବଦଳିବ ଶ୍ରୀକ୍ଷେତ୍ରର ମାନଚିତ୍ର

ଭୁବନେଶ୍ୱର() ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀ ଜଗନ୍ନାଥ ହେରିଟେଜ କରିଡର ଚିଠା ଓଡିଶାର ଜନସାଧାରଣଙ୍କ ଉଦେ୍ଧଶ୍ୟରେ ଲୋକାର୍ପିତ କରିଛନ୍ତି । ମହାପ୍ରଭୁଙ୍କ ପୁରୀ ଧାମକୁ ବର୍ଷ ସାରା ଦେଶ ବିଦେଶରୁ ଲକ୍ଷ ଲକ୍ଷ ତାର୍ଥଯାତ୍ରୀ ଆସୁଛନ୍ତି । ତେଣୁ ସେମାନଙ୍କୁ…

ମୁଁ ଦେଖିଛି ମୁଖ୍ୟମନ୍ତ୍ରୀଙ୍କ ଅଲଗା ଏକ ବ୍ୟକ୍ତିତ୍ବ

ଭୁବନେଶ୍ୱର() ପୁରୀ ପାଇଁ ରାଜ୍ୟ ସରକାରଙ୍କର ବିଶ୍ବ ସ୍ତରୀୟ ଯୋଜନା । ଶ୍ରୀ ଜଗନ୍ନାଥ ହେରିଟେଜ୍ କରିଡରର ଆର୍କିଟେକ୍ଚର୍ ଡିଜାଇନ ଲୋକାର୍ପିତ । ଲୋକସେବା ଭବନରେ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ଶଙ୍ଖ କ୍ଷେତ୍ରର ବିଶ୍ବସ୍ତରୀୟ ଅତ୍ୟାଧୁନିକ ପାରମ୍ପରିକ…

ଭୋପାଳରେ ପ୍ରବାସୀ ଓଡ଼ିଆ ମାନଙ୍କର ବନ୍ଧୁମିଳନ

ଭୋପାଳ() ରବିବାର ଦିନ ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ବସବାସ କରୁଥିବା ସମସ୍ତ ଓଡିଆମାନଙ୍କୁ ନେଇ ଉତ୍କଳ ସାଂସ୍କୃତିକ ପରିଷଦ,ଭେଲ୍,ଭୋପାଳର କାର୍ୟ୍ୟକର୍ତ୍ତା ମାନେ ଏକ ବନ୍ଧୁମିଳନ ଆୟୋଜନ କରିଥିଲେ।ଏହି ବନ୍ଧୁମିଳନ ସମାରୋହରେ ପାୟ ୪୦୦ରୁ ଅଧିକ ଓଡିଆ ସମ୍ମିଳିତ ହୋଇଥିଲେ। ଉତ୍କଳ…

IAS ବିଜୟ କେତନ ସସପେଣ୍ଡ

ଭୁବନେଶ୍ୱର() ଆଇ.ଏ.ଏସ ବିଜୟ କେତନ ଉପାଧ୍ୟାୟ ସସପେଣ୍ଡ । ବିଜୟଙ୍କୁ ସସପେଣ୍ଡ କଲେ ରାଜ୍ୟ ସରକାର । ଆଜି ଲାଂଚ ନେଇ ଧରାପଡିଥିଲେ ବିଜୟ । ଲକ୍ଷେ ଟଙ୍କା ଲାଂଚ ନେଲା ବେଳେ ଧରିଥିଲେ ଭିଜିଲାନ୍ସ । ଉଦ୍ୟାନ ବିଭାଗ ନିର୍ଦେଶକ ଭାବେ କାର୍ଯ୍ୟରତ ଥିଲେ ବିଜୟ । ୨୦୦୯ ବ୍ୟାଚର ଆଇଏଏସ ଥିଲେ ବିଜୟ ।…

ବିଜେପି କରିବ ୧୦ ଲକ୍ଷ ଟ୍ୱିଟ୍

ଭୁବନେଶ୍ୱର () ସିଏଏ ସମ୍ପର୍କରେ ସାଧାରଣ ଲୋକଙ୍କୁ ଅବଗତ କରାଇବା ପାଇଁ ରାଜ୍ୟ ବିଜେପି କରିବ ୧୦ ଲକ୍ଷ ଟ୍ୱିଟ୍। ଖାଲି ଟ୍ୱିଟ୍ ନୁହେଁ, ବିଭିନ୍ନ କାର୍ୟ୍ୟକ୍ରମ ଜରିଆରେ ଲୋକଙ୍କୁ ଏନେଇ ସଚେତନ କରାଯିବ ବୋଲି ରାଜ୍ୟ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଅନ୍ୟପକ୍ଷରେ ସିଏଏ…