Odia News Portal

ସାରଥୀ ଭଗବାନ ହେବାର ଖୁସିକୁ ହରାଇବାକୁ ଚାହୁଁ ନ ଥିଲେ: ଅରୁଣ ବୋଥ୍ରା

ଭୁବନେଶ୍ୱର() ସାରଥୀଙ୍କୁ ଗିରଫ କରିଥିବା ଆଇପିଏସ ଅରୁଣ ବୋଥ୍ରା ସାମ୍ନାକୁ ଆଣିଛନ୍ତି କିଛି ରୋଚକ କଥା । ଭଣ୍ଡ ସାରଥୀ କିଭଳି ଭଗବାନ ପାଲଟିଗଲେ ? ଖୋଦ୍ ସାରଥୀର ବୟାନ ଆଧାରରେ ନିଜର ଟ୍ବିଟର ହ୍ୟାଣ୍ଡେଲରେ ଅରୁଣ ଏ ସବୁର ଖୁଲାସା କରିଛନ୍ତି । ଅରୁଣ କହିଛନ୍ତି, ସାରଥୀ ଜାଣିଥିଲେ ସେ…

ଆହାର କେନ୍ଦ୍ରକୁ ଆଇଏସଓ ମାନ୍ୟତା

ଭୁବନେଶ୍ୱର()  ରାଜ୍ୟର ବିଭିନ୍ନ ସହରାଂଚଳରେ ଥିବା ୧୫୮ଟି ଆହାର କେନ୍ଦ୍ର ଓ ୩୪ଟି ରୋଷେଇ ଶାଳାକୁ ମିଳିଛି ଆଇଏସଓ ପ୍ରମାଣପତ୍ର । ଏଥିପାଇଁ ସହରାଚଂଳ ବିକାଶ ବିଭାଗ, ଜିଲ୍ଲାପାଳ ଓ ସହଯୋଗର ହାତ ବଢ଼ାଇଥିବା ଶିଳ୍ପମାନଙ୍କୁ ଟୁଇଟ୍ କରି ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

ସୁନା ବେପାରୀଙ୍କୁ ହାଣିକରି ଲୁଟ୍‌

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଅଂଚଳରେ ଲୁଟେରା ମାନେ ସକ୍ରିୟ ହୋଇଉଠିଛନ୍ତି । ଗତ କିଛିଦିନ ଭିତରେ ଜଣେ ମଦ ବ୍ୟବସାୟୀଙ୍କୁ ଦିନ ଦୁଇ ପ୍ରହରରେ ବନ୍ଧୁକ ଦେଖାଇ ୨ ଲକ୍ଷ ୮୩ ହଜାର ଟଙ୍କା ଲୁଟିନେଇଥିବା ବଳେ , ଏହି ସପ୍ତାହରେ ପଟ୍ଟାମୁ ଣ୍ଡାଇ ଅଂଚଳର ବାଲିପାଟଣା ଗ୍ରାମର ଜଣେ ବ୍ୟକ୍ତି ଠାରୁ…

ପୁଣି କେନ୍ଦ୍ରାପଡାରେ ଲଜ୍ଜା : ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ

କେନ୍ଦ୍ରାପଡା : ପୁଣି କେନ୍ଦ୍ରାପଡାରେ ଲଜ୍ଜା । କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ଥାନା ଡେରାଡିହିରେ ଜଣେ ଚତୁର୍ଥ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଅଭିଯୋଗ ପରେ ଡେରାବିଶି ପୋଲିସ ତଦନ୍ତ ଆରମ୍ଭ କରିଛି । ରବିବାର ସଂଧ୍ୟାରେ ଡେରାଡିହି ଗାଁ ରାସ୍ତାରୁ ଉଠାଇ ନେଇ ଜଣେ…

ଡାଇବେଟିସ୍‌ରୁ ଦୂରେଇ ରହିବାକୁ ଚାହୁଁଛନ୍ତି, ଖାଆନ୍ତୁ ଏହି ପତ୍ରର ଚଟଣିଟ୍ଟ 

ଧନିଆ ପତ୍ର ଚଟଣି ଶରୀର ପାଇଁ ବହୁ ଉପକାରୀ। ନିୟମିତ ଏହାକୁ ଖାଇଲେ ଶରୀରରେ ଇନସୁଲିନ କ୍ଷରଣ ସ୍ବାଭାବିକ ହେବା ସହ ସୁଗାର ଲେବଲ୍‌ କମ ହୋଇଥାଏ। ଫଳରେ ଡାଇବେଟିସ୍‌ ସମସ୍ୟା ଦୂର ହୋଇଥାଏ। ଏହା ରକ୍ତସଞ୍ଚାଳନକୁ ନିୟନ୍ତ୍ରିତ କରିବା ସହ ହାର୍ଟଆଟାକ୍‌ରୁ ଦୂରେଇ ରଖେ। ଏହାକୁ ଖାଇଲେ ହଜମ…

ଶୀତଦିନେ ଖାଆନ୍ତୁ ଫୁଲକୋବି, ମିଳିଵ ଅନେକ ଉପକାର

ଶୀତଦିନେ ଅଧିକ ପରିମାଣରେ ଫୁଲକୋବି ମିଳିଥାଏ। ଏହାକୁ ଅଧିକାଂଶ ଲୋକେ ଖାଇବାକୁ ପସନ୍ଦ କରିଥାଆନ୍ତି। ତେବେ ଫୁଲକୋବିରେ ଥିବା ପ୍ରୋଟିନ୍‌, କ୍ୟାଲସିୟମ, ଭିଟାମିନ୍‌ ଏ, ସି, ଫସ୍‌ଫରସ୍‌, ଜିଙ୍କ, ମ୍ୟାଗ୍ନେସିୟମ, ସୋଡିୟମ ଓ ସେଲେନିୟମ ଆମ ଶରୀର ପାଇଁ ବେଶ୍‌ ଉପକାରୀ। -ଫୁଲକୋବିରେ ଥିବା…

ନୂଆବର୍ଷରେ ହୋଇପାରେ ମନ୍ତ୍ରୀମଣ୍ଡଳ ଅଦଳବଦଳ

ଭୁବନେଶ୍ୱର : ନୂଆ ବର୍ଷରେ ହୋଇପାରେ ରାଜ୍ୟ ମନ୍ତ୍ରୀମଣ୍ଡଳର ଅଦଳ ବଦଳ । ୨୦୨୦ ଆରମ୍ଭରେ ରାଜ୍ୟବାସୀ ନୂଆ ମନ୍ତ୍ରୀମାନଙ୍କୁ ଦେଖିବେ ବୋଲି କ୍ଷମତା ଅଳିନ୍ଦରେ ଆଲୋଚନା ଜୋର ଧରିଛି । ବିଧାନସଭା ସରିବା ପରେ ପରେ ଏଭଳି ଆଲୋଚନା ଆରମ୍ଭ ହୋଇଥିବାବେଳେ ମନ୍ତ୍ରୀମଣ୍ଡଳରେ କିଏ କିଏ ସ୍ଥାନ ପାଇବେ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ ମଙ୍ଗଳଙ୍କ ଦୃଷ୍ଟି ପ୍ରଭାବରେ ଆପଣଙ୍କ ଦୈହିକ ଦୁର୍ବଳତା ସଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ କ୍ରମଶଃ ଦୂରେଇଯିବ। କର୍ମକ୍ଷେତ୍ରରେ କୈାଶଳପୂର୍ଣ୍ଣ ବ୍ୟବହାର ଅନ୍ୟ ମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ । ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଭୁଲ୍‌…

ଜନ ସେବା ପାଇଁ ଅରୁଣଙ୍କୁ ଓଡିଶା ଉତ୍କର୍ଷ ସମ୍ମାନ

ଭୁବନେଶ୍ୱର () ଆଜି ଭୁବନେଶ୍ବର ସ୍ଥିତ ଓଡ଼ିଶୀ ଗବେଷଣା କେନ୍ଦ୍ର ସଭାଗୃହରେ ଆୟୋଜିତ ହୋଇଯାଇଛି ୨ୟ ଓଡ଼ିଶା ଉତ୍କର୍ଷ ସମ୍ମାନ। ଏହି ଉତ୍ସବରେ ଓଡ଼ିଶାର ରାଜ୍ୟପାଳ ପ୍ରଫେଶର ଗଣେଶୀ ଲାଲ ଓ ପ୍ରସିଦ୍ଧ କବି ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ର ଅତିଥି ଭାବେ ଯୋଗଦେଇ ୧୭ ଜଣ ପ୍ରସିଦ୍ଧ ପ୍ରତିଭାଙ୍କ…

ବିଦ୍ରୋହୀ ସଙ୍କେତ ଦେଲେ ପଙ୍କଜା ମୁଣ୍ଡେ

ମୁମ୍ବାଇ : ମହାରାଷ୍ଟ୍ରରେ ବିଜେପି କ୍ଷମତାରୁ ଯିବା ପରେ ଦେବେନ୍ଦ୍ର ଫଡନାଭିସଙ୍କ ବିରୋଧରେ ଏବେ  ସ୍ବର ଉତ୍ତୋଳନ ଆରମ୍ଭ ହୋଇଛି। ଦଳର ନେତା ପଙ୍କଜା ମୁଣ୍ଡେ ଫେସବୁକ୍  ଜରିଆରେ ପୋଷ୍ଟ କରି ଶକ୍ତି ପ୍ରଦର୍ଶନ ସଙ୍କେତ ଦେଇଛନ୍ତି। ପଙ୍କଜା ମୁଣ୍ଡେଙ୍କ ବାପା ଗୋପିନାଥ ମୁଣ୍ଡେଙ୍କ ଶ୍ରାଦ୍ଧ…