Odia News Portal

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - କାମରେ ସଫଳତା, ବନ୍ଧୁଙ୍କ ସହୃଦୟତା ଓ ପାରିବାରିକ ସ୍ଥିରତାରୁ ମାନସିକ ଶାନ୍ତି ପାଇବେ। ବନ୍ଧୁଙ୍କ ସହ ସାୟଂକାଳୀନ ଭ୍ରମଣ ସୁଖ ବେଶ୍‌ ଉପଭୋଗ୍ୟ ହୋଇପାରେ। ଆନୁଷ୍ଠାନିକ କ୍ଷେତ୍ରରେ ପ୍ରଶଂସନୀୟ କାମ କରି ବୁଦ୍ଧିଜୀବୀମାନଙ୍କ ଦୃଷ୍ଟି ଆକର୍ଷଣ କରିବେ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ,…

ଏଓବିଏସ୍ଓ ଓ ଏଓଡିଏସ୍ଓ ଛାତ୍ରସଂଘଙ୍କ ଜରାସ୍ରମ ନିବାସକୁ ସହାୟତା ରାଶି ପ୍ରଦାନ

ଆଜି ଅଲ୍ ଓଡିଶା ବିପିୟୁଟି ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓବିଏସ୍ଓ) ଓ ଅଲ୍ ଓଡିଶା ଡିପ୍ଳୋମା ଷ୍ଟୁଡେଣ୍ଟ ଅର୍ଗାନାଇଜେସନ୍ (ଏଓଡିଏସ୍ଓ) ତରଫରୁ ଗତ ରବିବାର ଦିନ ୪ର୍ଥ ବାର୍ଷିକ ନୂତନ କର୍ମକର୍ତ୍ତା ଚୟନ କାର୍ୟ୍ୟକ୍ରମରେ ଉପସ୍ଥିତ ଥିବା ମୁଖ୍ୟ ଅଥିତି ମାନ୍ୟବର ମନ୍ତ୍ରୀ ଡଃ. ଅରୁଣ କୁମାର…

ଏୟାର ଇଣ୍ଡିଆ ବିମାନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ରାୟପୁର() ଭୁବନେଶ୍ୱର-ମୁମ୍ବାଇ ଏୟାର ଇଣ୍ଡିଆ ବିମାନ ଏଆଇସି -୬୭୦ ଏୟାର ଇଣ୍ଡିଆ ଏ୩୨୧ ରାୟପୁରରେ ଜରୁରି ଅବତରଣ କରିଛି। ବିମାନର ଗୋଟିଏ ଇଞ୍ଜିନ କାମ ନ କରିବା ଯୋଗୁ ଜରୁରି ଅବତରଣ କରିବାକୁ ପଡିଥିଲା। ବିମାନ ଦ୍ୱିତୀୟ ଇଞ୍ଜିନରେ ନିଆଁ ଲାଗିବା ଯୋଗୁ ଇଞ୍ଜିନଟି ଖରାପ ହୋଇଯାଇଥିଲା। ତେବେ…

ପୁଣି ଜିଓର ବଡ ଘୋଷଣା, ୫ଜିବି ଡାଟା ସହ ମିଳିବ ଅନଲିମିଟେଡ୍ କଲିଂ

ନିକଟରେ ରିଲାଏନ୍ସ ଜିଓ ଅନ୍ୟ ନେଟୱାର୍କକୁ ଫ୍ରି କଲିଂର ସେବା ବନ୍ଦ କରିବାର ଘୋଷଣା କରିଥିଲା। ଜିଓର ଏହି ଖବର ପରେ ଗ୍ରାହକ ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ। ଫ୍ରି କଲିଂ ସେବା ବନ୍ଦ ହେବା ପରେ ଗ୍ରାହକଙ୍କ ରାଗ ଶାନ୍ତ କରିବା ପାଇଁ ରିଲାଏନ୍ସ ପୁଣିଥରେ ଧମାକେଦାର ପ୍ଲାନ ଆଣିଛି। ୧୯୮ର ଏହି…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର

ନୂଆଦିଲ୍ଲୀ()  ରାଜ୍ୟପାଳଙ୍କୁ ଭେଟି କାମଚଳା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଦେବେନ୍ଦ୍ର ଫଡନଭିସ୍ । ରାଜ୍ୟପାଳ ମଧ୍ୟ ଦେବେନ୍ଦ୍ରଙ୍କ ଇସ୍ତଫାକୁ ଗ୍ରହଣ କରିଛନ୍ତି । ଆସନ୍ତାକାଲି ବିଧାନସଭାର କାର୍ୟ୍ୟକାଳ ଶେଷ ହେଉଥିବାରୁ ଦେବେନ୍ଦ୍ର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଦେବେନ୍ଦ୍ର…

ଅଭିନେତ୍ରୀ ହେବା ପୂର୍ବରୁ ଯୋଗଗୁରୁ ଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ() ସାଉତ ଫିଲ୍ମ ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ସେଟ୍ଟୀ ନିଜ ଅଭିନୟ ଜରିଆରେ ଲୋକଙ୍କ ହୃଦୟରେ ସ୍ଥାନ କରିପାରିଛନ୍ତି । ଆଜି ଅନୁଷ୍କା ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ଅନୁଷ୍କାଙ୍କ ପ୍ରକୃତ ନାମ ସ୍ବିଟି ସେଟ୍ଟୀ। ୨୦୦୫ରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ସୁପର’ରୁ…

ମ୍ୟୁଜିକ ଦୁନିଆରେ ପାଦ ଥାପିଲେ ଅକ୍ଷୟ କୁମାର, ଦେଖନ୍ତୁ ଏହି ଦମଦାର ଭିଡିଓ

ମୁମ୍ବାଇ () ପ୍ରଥମ ଥର ପାଇଁ ମ୍ୟୁଜିକ ଭିଡିଓ ଦୁନିଆରେ ପାଦ ଥାପିଛନ୍ତି ଆକ୍ସନ ଷ୍ଟାର ଅକ୍ଷୟ କୁମାର । ତାଙ୍କର ଡେବ୍ୟୁ ସଙ୍ଗ ଫିଲହାଲର ଟିଜର ରିଲିଜ୍ ହୋଇଛି। ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି। https://youtu.be/DtFFNA78G6k ଫିଲହାଲ ଗୀତରେ ଅକ୍ଷୟ ଆକ୍ସନ ଏବଂ…

୮,୩୦୦ କୋଟିର ଅତିରିକ୍ତ ବଜେଟକୁ ମଞ୍ଜୁରୀ

ଭୁବନେଶ୍ୱର() ଆଜି ଲୋକସେବା ଭବନରେ ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ପ୍ରାୟ ୮,୩୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ବରାଦକୁ ମନ୍ତ୍ରୀ ପରିଷଦର ମଞ୍ଜୁରୀ ମିଳିଛି । ଏହି ଅତିରିକ୍ତ ବଜେଟକୁ ବିଧାନସଭାର…

୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ନବୀନ

ଭୁବନେଶ୍ୱର() ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ ଓଡ଼ିଶା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ସରକାରରେ ପଡ଼ି ରହିଥିବା ରାଜ୍ୟର ବିଭିନ୍ନ ବିଲ୍ ଓ ପ୍ରକଳ୍ପ କାର୍ୟ୍ୟ ସହ କେନ୍ଦ୍ରୀୟ ଅନୁଦାନ ଆଦି ପ୍ରସଙ୍ଗର…

ସୁନ୍ଦରବନରେ ଲ୍ୟାଣ୍ଡଫଲ ହେବ ବାତ୍ୟା ବୁଲବୁଲ

ଭୁବନେଶ୍ୱର()୧୦ ତାରିଖ ସକାଳୁ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଓ ବାଂଲାଦେଶର ଖେପୁପରା ମଧ୍ୟରେ ସୁନ୍ଦରବନ ଡେଲଟା ଅଂଚଳରେ ଲ୍ୟାଣ୍ଡଫଲ ହେବ ବାତ୍ୟା ବୁଲବୁଲ । ଏହି ସମୟରେ ପବନର ବେଗ ୧୧୦ରୁ ୧୨୦ କିମି ରହିବ । ୯ ତାରିଖ ସକାଳ ପର୍ୟ୍ୟନ୍ତ ଆହୁରି ବଳ ଗୋଟାଇବ ବାତ୍ୟା ବୁଲବୁଲ୍ । ଏହା ପରେ ଆଗାମୀ…