Odia News Portal

ଆରମ୍ଭ ହେଲା ‘ଆୟୁଷ୍ମାନ ଭାରତ’ ଓଡ଼ିଶାବାସୀଙ୍କୁ ମିଳିଲା ନ୍ୟାୟ: ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୮ରୁ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଲାଗୁ କରିଥିଲେ। ହେଲେ ଓଡ଼ିଶାରେ ପୂର୍ବ ସରକାର ତାକୁ ଲାଗୁ କରିନଥିଲେ। ଗତକାଲି ଚୁକ୍ତିନାମା ସ୍ବାକ୍ଷରିତ ହେବା ପରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ରାଜ୍ୟରେ ଲାଗୁ ହୋଇଛି। ଏଥିସହ ଓଡ଼ିଶା ସରକାରଙ୍କ

ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର ।  ଛାତ୍ରଛାତ୍ରୀଙ୍କୁ ୨୦୦ଏମ୍‌ଏଲ୍‌ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର

 ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର । ଏନେଇ ଚିନ୍ତା କରୁଛନ୍ତି ସରକାର । ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀ ୨୦୦ ମିଲିମିଟର ଭିଟାମିନ A ଓ D ଯୁକ୍ତ କ୍ଷୀର ଦେବାକୁ ଯୋଜନା କରୁଛନ୍ତି ସରକାର । ଏନେଇ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି । ଗତକାଲି

ବଡୁ ସେବାୟତ ଓ ପୂଜାପଣ୍ଡା ନିଯୋଗ ମଧ୍ୟରେ ବିବାଦ । ଉପାସରେ  ଶ୍ରୀଲିଙ୍ଗରାଜ

ପୁଣି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ । ବଡୁ ସେବାୟତ ଓ ପୂଜା ପଣ୍ଡା ନିଯୋଗର ସେବା ବିବାଦକୁ ନେଇ ନୀତି ବିଭ୍ରାଟ ହୋଇଛି । ଗତକାଲି ସନ୍ଧ୍ୟାରୁ ଠାକୁରଙ୍କ କୌଣସି ନୀତି ହୋଇନଥିବା ବେଳେ ଦିଅଁ ଦକ୍ଷିଣ ଘରକୁ ବିଜେ କରିନାହାନ୍ତି । ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର

୪ କ୍ୱିଣ୍ଟାଲ ଗଞ୍ଜେଇ, ମାଡ଼ି ବସିଲା ଅବକାରୀ ବିଭାଗ

ଗୁପ୍ତ ଭାବେ ଗଞ୍ଜେଇ ଚାଲାଣ ବେଳେ ଧରିଛି ଅବକାରୀ ବିଭାଗ। ଟାଙ୍ଗୀ ଅବକାରୀ ବିଭାଗ ଆଜି ଜବତ କରିଛି ୪ କ୍ୱିଣ୍ଟାଲ ଓଜନର ଗଞ୍ଜେଇ। ଏତେ ପରିମାଣର ଗଞ୍ଜେଇ ଗୋଟିଏ ପିକଅପ ଭ୍ୟାନାରେ ଚାଲାଣ ହେଉଥିଲା। ଅବକାରୀ ବିଭାଗ ଗଞ୍ଜେଇକୁ ଜବତ କରିଥିବା ବେଳେ ପିକଅପ ଭ୍ୟାନ ଡ୍ରାଇଭରଙ୍କୁ ଗିରଫ

ମହାମାରୀ ଆଣିବ କି ହ୍ୟୁମାନ୍ ମେଟାନିମୋ ଭାଇରସ୍

୭ଜାନୁଆରୀ, ୨୦୨୫ରେ ବିଶ୍ବ ସ୍ବାସ୍ଥ୍ୟ ସ°ଗଠନ ତରଫରୁ hMPV ଏବଂ ମହାମାରୀର ଆଶଙ୍କାକୁ ନେଇ ଗୋଟିଏ ସ୍ପଷ୍ଟୀକରଣ ତଥା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ଉଲ୍ଲେଖ ରହିଛି ଯେ, ପ୍ରତିବର୍ଷ ଶୀତଋତୁରେ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶରେ ଥଣ୍ଡା-ଛିଙ୍କ, ଜ୍ବର, କାଶ ଆକ୍ରାନ୍ତଙ୍କ ସ°ଖ୍ୟାରେ

ଯାଁଳା ଫାଣ୍ଡି ସାମ୍ନାରେ ଭୟଙ୍କର ଦୁର୍ଘଟଣା, ଟାଟା ଏସିଇକୁ ପିଟିଲା କାର୍

 ଦୁର୍ଘଟଣା ନେଲା ୨ ଜୀବନ । ଜଣେ ଗୁରୁତର । ରାଜଧାନୀ ଯାଁଳା ଫାଣ୍ଡି ସାମ୍ନାରେ ମର୍ମନ୍ତୁଦ ଦୁର୍ଘଟଣା । ଟାଟା ଏସିଇକୁ ପିଟିଲା କାର୍‌ । ଡିଭାଇଡର ଦେଇ ବିପରୀତ ରାସ୍ତାରେ ପିଟିଲା କାର । ଖୋର୍ଦ୍ଧା ପଟୁ ଗୋଟିଏ କାର ଭୁବନେଶ୍ବର ଯାଉଥିବାବେଳେ ହଠାତ ଡିଭାଇଡର ଭାଙ୍ଗି ବିପରୀତ ରାସ୍ତାରେ

ପ୍ରଭାବଶାଳୀ ଲୋକ ଓ ସଂସ୍ଥାକୁ କେମିତି ଫସାଉଥିଲା କର୍ପୋରେଟ ଦଲାଲ ହଂସିତା ; ସାମ୍ନାକୁ ଆସିଲା ତଥ୍ୟ

ସାମ୍ନାକୁ ଆସିଛି ବଡ଼ କମ୍ପାନୀ, ପ୍ରଭାବଶାଳୀ ଲୋକଙ୍କୁ ଚୁନ ଲଗାଉଥିଲା କର୍ପୋରେଟ ଦଲାଲ ହଂସିତା । ଆଉ ହଂସିତାର ମାୟାଜାଲରେ ପଡ଼ି ପ୍ରଭାବଶାଳୀ ବ୍ୟକ୍ତି ଓ ବଡ଼ କମ୍ପାନି ଠକାମିର ଶିକାର ହେଉଥିଲେ । ଝାଡଖଣ୍ଡରୁ ଆସିଛି ଏହି ଚାଞ୍ଚଲ୍ୟକର ଖବର । ଝାଡ଼ଖଣ୍ଡର ଟ୍ରେଡିଂ କମ୍ପାନି ବୋକାରୋକୁ

ଲୋକସେବା ଭବନରୁ ଦଲାଲ ଗିରଫ

କମିଶନରେଟ୍ ପୋଲିସ ହାତରେ ମହାଠକ । ଲୋକସେବା ଭବନରେ ଚାକିରି ଦେବାକୁ କହି ଲୋକଙ୍କୁ ଠକୁଥିବା ଜଣେ ଧୂର୍ତ୍ତ ଠକକୁ ଗିରଫ କରିଛି କମିଶନରେଟ୍‌ ପୋଲିସ । ଠକ ଜଣକ ହେଲେ କଳାହାଣ୍ଡି ନର୍ଲା ଅଞ୍ଚଳର ବ୍ୟାସଦେବ ରଣା । ବ୍ୟାସଦେବ ନିଜକୁ ପଞ୍ଚାୟତିରାଜ ବିଭାଗର ସେକ୍ସନ ଅଫିସର ଭାବେ ପରିଚୟ ଦେଇ

ଯୋଗାଣ ମନ୍ତ୍ରୀଙ୍କ ଚେତାବନୀ, ଦୁର୍ନୀତିର ଅଭିଯୋଗ ଆସିଲେ କଠୋର କାର୍ଯ୍ୟାନୁଷ୍ଠାନ

ଧାନ କିଣାକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବୟାନ । ସରକାର ଏବେ ସୁଦ୍ଧା ୨୭ ଲକ୍ଷ ୨୮ ହଜାର ୨୨୮ ମେଟ୍ରିକ୍‌ ଟନ୍‌ ଧାନ କିଣିସାରିଲେଣି । ୪ ଲକ୍ଷ ୯୯ ହଜାର ୭୭୮ ଜଣ ଚାଷୀ ଧାନର ମୂଲ୍ୟ ପାଇସାରିଲେଣି । ଏଯାବତ୍‌ ଚାଷୀଙ୍କୁ ୧୯୦୪ କୋଟି ଟଙ୍କାର ଇନ୍‌ପୁଟ୍‌ ସବ୍‌ସିଡି ସହ ୭୩୭୯ କୋଟି ଟଙ୍କା

ଶଙ୍ଖ ଭବନ ହୋଟେଲ୍‌ରେ ପରିଣତ ହୋଇଛି: ଜଗା; ଜବାବ ରଖିଲେ ଅରୁଣ

ବିଜେଡି ରାଜ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନକୁ ନେଇ ସରଗରମ ହୋଇଛି ରାଜନୀତି। ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି। ଶଙ୍ଖ ଭବନକୁ ନେଇ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଶଙ୍ଖ ଭବନ ହୋଟେଲ୍‌ରେ ପରିଣତ ହୋଇଛି। ବିଜେପି ନେତାଙ୍କ ଏପରି ଅଭିଯୋଗର