ରସୁଣ ଓ ମହୁର ମିଶ୍ରଣ, ଆପଣଙ୍କ ପାଇଁ ସାଜିବ ରାମବାଣ
ମହୁ ଏବଂ ରସୁଣ ଉଭୟ ଅନେକ ଔଷଧୀୟ ଗୁଣରେ ଭରପୁର। ଦୁହିଁଙ୍କ ଉପକାରୀ ଗୁଣ ବିଷୟରେ ମଧ୍ୟ ଆମେ ପୂର୍ବରୁ ଅନେକ ଥର ଆପଣଙ୍କୁ ଅବଗତ କରାଇଛୁ। ହେଲେ କ’ଣ ଆପଣ ଜାଣନ୍ତି, ରସୁଣ ରସ ସହ ମହୁ ମିଶାଇ ସେବନ କରିବା ଦ୍ବାରା ଆମକୁ ଅଦ୍ଭୁତ ଲାଭ ମିଳିଥାଏ। ଏହା ଶରୀରର ଅନେକ ରୋଗ ଦୂର କରି ଶରୀରକୁ ସୁସ୍ଥ…
