ରାଜ୍ୟରେ ନିର୍ମାଣ ହେବ କୋଷ୍ଟାଲ୍ ହାଇୱେ,୧୬୩ କିଲୋମିଟର ପାଇଁ ୭୦୪୦ କୋଟି ଆକଳନ
ରାଜ୍ୟବାସୀଙ୍କ ଦୀର୍ଘ ଦିନର ସ୍ୱପ୍ନ ପୂରଣ ହେବ । ରାଜ୍ୟରେ ଶୀଘ୍ର କୋଷ୍ଟାଲ୍ ହାଇୱେ କାମ ଆରମ୍ଭ ହେବ । କୋଷ୍ଟାଲ୍ ହାଇୱେର ୧୬୩ କିଲୋମିଟର ରାସ୍ତା ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କଲେ ଭାରତର ଜାତୀୟ ରାଜପଥ ବା ଏନ୍ଏଚ୍ଏଆଇ କର୍ତ୍ତୃପକ୍ଷ । ଏହି ରାସ୍ତା ପାଇଁ ଫେବ୍ରୁଆରୀ ୨୭ ତାରିଖକୁ!-->…
