Odia News Portal

299 ଜଣ ଅଧ୍ୟାପକଙ୍କୁ ନିଯୁକ୍ତି ଦେଲେ ରାଜ୍ୟ ସରକାର

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଚ୍ଚଶିକ୍ଷା ବିଭାଗରେ 299 ଜଣ ନୂଆ ଅଧ୍ୟାପକଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗରେ ମୋଟ 833 ଜଣ ନୂଆ ଅଧ୍ୟାପକ ଚୟନ ହୋଇଛନ୍ତି । ଏହି ନିଯୁକ୍ତି ପ୍ରକ୍ରିୟା ନଭେମ୍ବର ମାସ ପର୍ଯ୍ୟନ୍ତ ଜାରି ରହିବ ଏବଂ ନବ…

ଥାନା ପରିଦର୍ଶନ କଲେ ଗୃହ ରାଷ୍ଟ୍ରମନ୍ତ୍ରୀ

ଭୁବନେଶ୍ୱର() ଆଜି ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଅଚାନକ କମିଶନରେଟ ପୋଲିସର ଲକ୍ଷ୍ମୀସାଗର ଥାନାକୁ ଗସ୍ତ କରିଥିଲେ । ଥାନାରେ ମୋ ସରକାର କାର୍ଯ୍ୟକ୍ରମ କିପରି କାର୍ଯ୍ୟକାରୀ ହେଉଛି ସେ ନେଇ ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଥାନାକୁ ମାମଲା ନେଇ ଆସୁଥିବା…

ଏ ପିଏ ଜଣଙ୍କ କିଏ ?

ଭୁବନେଶ୍ୱର() କ୍ୟାମେରା ଧରି ଏଠି ସେଠି ଫଟୋ ଉଠାଉଥିବା ଏବଂ ମନ୍ତ୍ରୀଙ୍କ ସହିତ ନେସିଘଷି ହେଉଥିବା କ୍ୟାମେରା ମ୍ୟାନ ଜଣଙ୍କ ଏବେ ଜଣେ କୋଟିପତି । ଖାଲି କୋଟି ପତି ନୁହଁନ୍ତି,ଏହା ମଧ୍ୟରେ ଜଣେ ମନ୍ତ୍ରୀଙ୍କର ପିଏ ମଧ୍ୟ ବନିଯାଇଛନ୍ତି । ତାଙ୍କ ବିନା ଇସାରାରେ ଏହି ମନ୍ତ୍ରୀଙ୍କ ବିଭାଗରେ…

କାହିଁକି ଏହି ଅଭିନେତ୍ରୀ ଖାଇଲେ ଚାପୁଡା

ମୁମ୍ବାଇ() କଲର୍ସରେ ପ୍ରସାରିତ ହେଉଥିବା ରିଅଲିଟି ସୋ ବିଗ ବସ ୧୩’ରେ ଏବେ କଳି ଝଗଡ଼ା ଦେଖିବାକୁ ମିଳୁଛି। ନିକଟରେ ଏକ ଟାସ୍କରେ କଥା ଏତେ ବଢ଼ିଗଲା ଯେ ଦେବୋଲିନା ଶେହେନାଜଙ୍କୁ ଚାପୁଡ଼ା ମାରିବାକୁ ମଧ୍ୟ ପଛାଇଲେଣି। ଏହି ଘଟଣା ପରେ ସୋଶାଲ୍ ମିଡିଆରେ ଝଡ଼ ସୃଷ୍ଟି ହୋଇଯାଇଛି। ଗତ…

ସ୍କୁଲରେ ଏଣିକି ଅନଲାଇନ ଉପସ୍ଥାନ

ଭୁବନେଶ୍ୱର() ଖୁବ୍ ଶୀଘ୍ର ସ୍କୁଲରେ ଲାଗୁ ହେବ ଅନ୍ଲାଇନ ଉପସ୍ଥାନ ବ୍ୟବସ୍ଥା । ଯାହାଫଳରେ ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନକୁ ଲୋକସେବା ଭବନରୁ ସିଧାସଳଖ ଦେଖିବ ଗଣଶିକ୍ଷା ବିଭାଗ । ଏହା ଦ୍ବାରା ଜାଣି ହେବ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଉପସ୍ଥାନ । ପାଇଲଟ୍…

ଉଠିଲା ନିଲମ୍ବନ ଆଦେଶ

ସୁନ୍ଦରଗଡ() ରାଜ୍ୟ ସରକାର ସସପେଣ୍ଡ କରିଥିବା ସୁନ୍ଦରଗଡର ସିଡିଏମଓ ଡାକ୍ତର ପଙ୍କଜ ପଟେଲଙ୍କ ଉପରେ ଆଜି ସସପେଣ୍ଡ ଆଦେଶ ପ୍ରତ୍ୟାହାର କରିନେଇଛନ୍ତି । ଏହା ପରେ ତାଙ୍କୁ ସୁନ୍ଦରଗଡର ଜିଲ୍ଲା ମୁଖ୍ୟ ଚିକିସôାଳୟର ସିନିୟର କନ୍ସଲ୍ଟାଣ୍ଟ୍ ଭାବେ ନୂଆ ନିଯୁକ୍ତି ଦିଆଯାଇଛି। ଗତ ୧୩ ତାରିଖ ଦିନ…

ଓଡ଼ିଶାକୁ ବାତ୍ୟା ଖବର ଗୁଜବ

ଭୁବନେଶ୍ୱର() ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି । ଫଳରେ ବର୍ଷା ଧୀରେ ଧୀରେ କମିବ । ଆସନ୍ତାକାଲି ଠାରୁ ପାଗରେ ଆସିଯିବ ସୁଧାର । ତେବେ କୌଣସି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ନଥିବା ସ୍ପଷ୍ଟ କରିଛି ଆଂଚଳିକ ପାଣିପାଗ ବିଭାଗ । ତେବେ ରାଜ୍ୟର ଉତର ଓ ଅଭ୍ୟନ୍ତରୀଣ ଓଡିଶାରେ ବର୍ଷା…

‘ଓଡ଼ିଶା-ମୋ ପରିବାର’ କାର୍ୟ୍ୟକ୍ରମ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର () ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦଳର ସମାଜ ସେବା କାର୍ଯ୍ୟକ୍ରମ “ଓଡିଶା - ମୋ ପରିବାର” ସମ୍ପର୍କରେ ଘୋଷଣା କରିଛନ୍ତି । ଗତ ଅକ୍ଟୋବର 2 ତାରିଖରେ ଦଳର ପଦଯାତ୍ରା ଅବସରରେ ମୁଖ୍ୟନ୍ତ୍ରୀ ଦଳର ସମାଜ ସେବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।…

ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ରୀତା ସାହୁ

ଭୁବନେଶ୍ୱର : ଗତକାଲି ବିଜେପୁରରେ ବିପୁଳ ଭୋଟରେ ବିଜୟ ଲାଭ ପରେ ଆଜି ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରୀତା ସାହୁ । ଐତିହାସିକ ବିଜୟ ପରେ ସମର୍ଥକଙ୍କ ସହ ନବୀନ ନିବାସ ଯାଇଛନ୍ତି ରୀତା । ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ବିଧାୟିକା ରୀତା ସାହୁ…

ଆଇଏସଏଲ ଆବିର୍ଭାବ ମ୍ୟାଚରେ ଛାପ ଛାଡିବା ଲକ୍ଷ୍ୟରେ ହାଇଦରାବାଦ

କୋଲକାତା : ହିରୋ ଇଣ୍ଡିଆନ ସୁପର ଲିଗର ନୂତନତମ ଦଳ ହାଇଦରାବାଦ ଏଫସି ତାର ପ୍ରଥମ ମ୍ୟାଚ ଶୁକ୍ରବାର ଦିନ ଘରୋଇ ଦଳ ଏଟିକେ ଏଫସି ବିପକ୍ଷରେ ସ୍ଥାନୀୟ ବିବେକାନନ୍ଦ ଯୁବ ଭାରତୀ କ୍ରୀଡାଙ୍ଗନ ଠାରେ ଖେଳିବା ପାଇଁ ପହଂଚି ଯାଇଛି । ଗତ ରବିବାର ଦିନ ଆଇଏସଏଲ ଷଷ୍ଠ ସଂସ୍କରଣର ଉଦଘାଟନୀ ମ୍ୟାଚରେ…