Odia News Portal

କାର ଓ ଟ୍ରକ ଧକ୍କାରେ ୫ଗୁରୁତର

ଭଦ୍ରକ : କାର ଓ ଟ୍ରକ ଧକ୍କାରେ ୫ଗୁରୁତର ହୋଇଛନ୍ତି। ସେମାନଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଭଦ୍ରକ ୧୬ନଂ ଜାତୀୟ ରାଜପଥ ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର ନିକଟରେ କାରକୁ ପିଟିଛି ଆଳୁ ବୋଝେଇ ଟ୍ରକ। କାରରେ ଥିବା ୫ ଜଣ ଗୁରୁତର ଆହତ ହୋଇଛନ୍ତି। କାର ଯାତ୍ରୀ ମାନେ…

ବିଜେପି ପାଇଁ ବିଜେପୁର ଶୁଭଙ୍କର ହେଉନି

ଭୁବନେଶ୍ୱର : ବିଜେପୁର ଉପନିର୍ବାଚନ ମଇଦାନରେ ବିଜେପି ତାହାର ସମସ୍ତ ଶକ୍ତି ଖଟାଇଥିବାବେଳେ ଏହି ବିଧାନସଭା ଆସନଟି କିନ୍ତୁ ଦଳ ପାଇଁ ଶୁଭଙ୍କର ହେଉନାହିଁ । ସମସ୍ତ ଅନୁକୂଳ ପରିସ୍ଥିତି ସତ୍ୱେ ୨୦୧୮ର ଉପନିର୍ବାଚନ ହାରିଥିବାବେଳେ ପ୍ରତି ନିର୍ବାଚନ ପୂର୍ବରୁ ଦଳର ବରିଷ୍ଠ ନେତାମାନେ ବିଜେପି…

ପ୍ରେମିକ ସହିତ କରନ୍ତୁ ଏପରି ଦୁଷ୍ଟାମୀ, ବଢିବ ଆପଣଙ୍କ ଭଲପାଇବା ସମ୍ପର୍କ

ସମ୍ପର୍କରେ ଛୋଟ ମୋଟ ଝଗଡା କିମ୍ବା ହସ ମଜାକ ହୋଇଥାଏ। ଏହି ହସଖୁସି, ଝଗଡା ଯୋଗୁଁ ଭଲପାଇବାର ମହତ୍ୱ ରହିଥାଏ। ସମ୍ପର୍କକୁ ନୂଆ ଏବଂ ସୁଦୃଢ କରିବା ପାଇଁ ଆପଣ ଆପଣଙ୍କ ପ୍ରେମିକ ସହିତ ଛୋଟମୋଟ ଦୁଷ୍ଟାମୀ କରିବା ଦରକାର। ଏପରି କରିବା ଦ୍ୱାରା ଆପଣ ନିଜ ପ୍ରେମିକ ଆପଣଙ୍କ ପ୍ରତି କେତେକ…

ଆଜି ରବିବାର, ଘରେ ପ୍ରସ୍ତୁତ କରନ୍ତୁ ଖଟାମିଠା ଆମ୍ୱୁଲ ଚିକେନ୍‌

ଆବଶ୍ୟକ ସାମଗ୍ରୀ: ଚିକେନ୍‌, ଆମ୍ୱୁଲ, ଜିରା ଗୁଣ୍ଡ, ଲଙ୍କା ଗୁଣ୍ଡ, ଲୁଣ, ପୋଦିନା ପତ୍ର ଓ ରସ, ହଳଦୀ ଗୁଣ୍ଡ, ଚିଲି ସସ୍‌, ଅଦା, ଚିନି, ଆମ୍ୱକଷିଆ ଅଦା, ଧନିଆ ଗୁଣ୍ଡ, ପିଆଜ, ରସୁଣ ଓ ତେଲ। ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ କଟା ହୋଇ ରହିଥିବା ଚିକେନ୍‌ରେ ଲୁଣ, ହଳଦୀ ଗୁଣ୍ଡ,…

କାହିଁକି ବାଦାମକୁ ଭିଜାଇ ଖାଇବାକୁ କୁହାଯାଇଥାଏ, ଯଦି ନାଁ ତେବେ ଜାଣନ୍ତୁ

ଆମେ ସମସ୍ତେ ଜାଣିଛନ୍ତି ଯେ ବାଦାମ ଖାଇବା ଶରୀର ପାଇଁ ବହୁତ ଲାଭକାରୀ। କିନ୍ତୁ କଣ ଆପଣ କେବେ ଭାବିଛନ୍ତି ବାଦାମକୁ ଭିଜାଇ ଖାଇବାକୁ କାହିଁକି କୁହାଯାଏ? କେବେ ଭାବିଛନ୍ତି କି କାହିଁକି ବାଦାମକୁ ଭିଜାଇ ଖାଇବାକୁ ହିଁ କୁହାଯାଏ। ତେବେ ଆସନ୍ତୁ ଜାଣିବା ଏହା ବିଷୟରେ। ବାଦାମରେ ଅନେକ…

ଚେହେରାକୁ ସୁନା ଭଳି ଚମକାଇଥାଏ ଲେମ୍ବୁ, କଣ ରହିଛି ଫାଇଦା ଜାଣନ୍ତୁ

ଲେମ୍ବୁ ପ୍ରାୟ ସମସ୍ତଙ୍କ ଘରେ ରହିଥାଏ। ଲେମ୍ବୁୁକୁ ସାଧାରଣତଃ ସାଲାଡ, ଆଚାର ପାଇଁ ବ୍ୟବହାର କରାଯାଏ କିନ୍ତୁ ଏହାର ଆହୁରି ଅନେକ ଉପାୟ ମଧ୍ୟ ରହିଛି। ଦାନ୍ତ ଯନ୍ତ୍ରଣାରେ ଲେମ୍ବୁ ରସ ଏବଂ ଲବଙ୍ଗ ଚୂର୍ଣ୍ଣର ମଞ୍ଜନ ବହୁତ ଲାଭବାନ ହୋଇଥାଏ। -ଚେହେରାରେ ଲେମ୍ବୁ ରସ ସହିତ ଚିନି କିମ୍ବା…

ପୂର୍ଣ୍ଣିମାରେ ଘରେ ବନାନ୍ତୁ ରାଜସ୍ଥାନୀ ଷ୍ଟାଇଲ ଟେଷ୍ଟୀ ମାଲପୁଆ

ମାଲପୁଆ ପ୍ରାୟ ସମସ୍ତଙ୍କୁ ପସନ୍ଦ। ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ଲାଗିଥାଏ। ମାଲପୁଆ ରାଜସ୍ଥାନର ସବୁଠାରୁ ପସନ୍ଦ ବ୍ୟଞ୍ଜନ। ଖୁଆ ଏବଂ ମଇଦାର ଛୋଟ ଛୋଟ ପୁରି ଆକାରରେ ବନାଯାଇଥିବା ମାଲପୁଆକୁ ବିଭିନ୍ନ ପ୍ରକାର ଫ୍ଲେଭରର ସିରାରେ ବୁଡାଇ ଖାଇପାରିବେ। ନରମ ଏବଂ ଟେଷ୍ଟୀ ହେବା କାରଣରୁ ଏହା ବଡ…

ଆଜି ଆପଣଙ୍କ ରାଶି କଣ କହୁଛି, ଆସନ୍ତୁ ଜାଣିବା

ମେଷ - ଆଜିର ଚନ୍ଦ୍ର ଉତ୍ତରଭାଦ୍ରପଦ ନକ୍ଷତ୍ରରେ ରହିଥିବାରୁ ବିଭିନ୍ନ ପ୍ରକାରର ସମସ୍ୟା ସାଙ୍ଗକୁ ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିତିକୁ କଳୁଷିତ କରିଦେବ। ପୂର୍ବରୁ ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଦୂରଯାତ୍ରା ପାଇଁ ପ୍ରତିବନ୍ଧକ ସୃଷ୍ଟି…

ମ୍ୟାଟ୍ରିକ୍‌ରେ ‘ଫେଲ୍’ କମାଇବାକୁ ‘ମିଶନ ଜିରୋ ଫେଲ’

କଟକ() ଆସନ୍ତାବର୍ଷ ଠାରୁ ଆଉ କେହି ମାଟି୍ରକ ଫେଲ ହେବେ ନାହିଁ । ଏଥିପାଇଁ କଟକ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ପକ୍ଷରୁ ଆରମ୍ଭ ହୋଇଛି ‘ଜିରୋ ଫେଲ ମିଶନ’ । ଜିଲ୍ଲା ଶିକ୍ଷାଅଧିକାରୀଙ୍କ ଜିରୋ ଫେଲ ମିଶନରେ ବିଇଓଙ୍କ ବିନା ଅନୁମତିରେ ଶିକ୍ଷକମାନଙ୍କୁ ସିଏଲ ନଦେବା ପାଇଁ ପ୍ରଧାନଶିକ୍ଷକ…

ଶ୍ରୀକ୍ଷେତ୍ରରେ କାର୍ତ୍ତିକ ବ୍ରତ ପାଇଁ ହାବିସିଆଳିଙ୍କ ଭିଡ଼

ପୁରୀ : ସୋମବାର ଠାରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ଏଥିପାଇଁ ଶନିବାର ଠାରୁ ପୁରୀରେ ପହଞ୍ଚିଯାଇଛନ୍ତି କାର୍ତ୍ତିକ ବ୍ରତାଧାରୀ। ବିଶେଷ କରି ସରକାରଙ୍କ ହବିଷ୍ୟାଳି ଶିବିରରେ ରହିବାକୁ ମହିଳାମାନେ ପହଞ୍ଚି ସାରିଛନ୍ତି। ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ…