ଦକ୍ଷିଣ ଆଫ୍ରିକା ୨୭୫ ରନ୍ରେ ଅଲ୍ଆଉଟ୍, ଯାଦବ ୩ଟି ଏବଂ ଅଶ୍ୱିନ୍ ଙ୍କୁ ୪ଟି ଓ୍ଵିକେଟ୍
ପୁନେ : ପେସ୍ ବୋଲର ଉମେଶ ଯାଦବ ୩ଟି ଏବଂ ସ୍ପିନର ରବିଚନ୍ଦ୍ର ଅଶ୍ୱିନ୍ ୪ଟି ଓ୍ଵିକେଟ୍ ନେଲେ । ସେମାନଙ୍କୁ ସାଥ୍ ଦେଇ ୨ଟି ସଫଳତା ପାଇଲେ ମହମ୍ମଦ ସାମି । ତଥାପି ଶେଷ ଭାଗ ବ୍ୟାଟ୍ସଙ୍କ ଦମ୍ଦାର ବ୍ୟାଟିଂ ବଳରେ ଦକ୍ଷିଣ ଆଫ୍ରିକା ଦଳ ନିଜର କିଛିଟା ସମ୍ମାନ ରକ୍ଷା କରି ପାରିଛି ।…
