Odia News Portal

ଲୋକସେବା ଭବନରେ ଅଗ୍ନିକାଣ୍ଡ

ଭୁବନେଶ୍ୱର() ଲୋକସେବା ଭବନର କେୟାର ଟେକର ରୁମରେ ଅଗ୍ନିକାଣ୍ଡ ।ସକାଳ ପ୍ରାୟ ୯ଟା ବେଳେ ନିଆଁ ଲାଗିଥିବା ସୂଚନା ମିଳିଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ କ୍ଷୟକ୍ଷତି ଜଣାପଡ଼ିନାହିଁ।ନିଆଁ ଜଳିବାର ୪୫ ମିନିଟ ପରେ ଅଗ୍ନିଶମ ବାହିନୀ ଏହାକୁ ଆୟତ୍ତ କରିଥିଲେ ।

୨୪ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର() ୨୪ ଜିଲ୍ଲାରେ ବର୍ଷା ସହ ଘଡଘଡିର ସମ୍ଭାବନା । ଏନେଇ ଆଂଚଳିକ ପାଣିପାଗ ସତର୍କ ସୂଚନା ଜାରି କରିଛି । ଏହି ଜିଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ଜଗତ୍ସିଂହପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, ବଲାଙ୍ଗୀର,…

ଜ୍ଞାନଙ୍କ ସାହାସିକତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା

ରାଜନଗର : ସାଙ୍ଗ ବଞ୍ଚାଇଲା ସାଙ୍ଗର ଜୀବନ । ସମୁଦ୍ରରେ ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇଲା । କେନ୍ଦ୍ରାପଡା ଜିଲ୍ଲା ରାଜନଗରର ଜ୍ଞାନ ରଞ୍ଜନଙ୍କ ସାହାସିକତାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ଗତକାଲି ଦଶମ ଶ୍ରେଣୀ ଛାତ୍ର ପୃଥ୍ଵୀରାଜ ବେହେରା ସାଙ୍ଗଙ୍କ ସହ ପେଣ୍ଠ ସମୁଦ୍ର ପାଖକୁ ବୁଲିବାକୁ…

ହଜିଗଲା ମାନବିକତା, ଶବକୁ ମିଳିଲାନି ଚାରି କାନ୍ଧ

ଭୁବନେଶ୍ବର : ପୁଣି ଶବକୁ ଅସମ୍ମାନ । ହଜିଗଲା ମାନବିକତା, ପୂର୍ବ ଶତ୍ରୁତା ପାଇଁ ମହିଳାଙ୍କ ଶବକୁ ସତ୍କାର କରିବାକୁ କେହି ଆସିଲେ ନାହିଁ । ଶବକୁ ମିଳିଲାନି ଚାରି କାନ୍ଧ । ଗ୍ରାମବାସୀଙ୍କୁ ସାହାଯ୍ୟ ପାଇ ଡାକିଥିଲେ । ହେଲେ କେହି ନଆସିବାରୁ ଶେଷରେ ଦୁଇଭାଇ ସାଇକେଲ ରେ ମୃତଦେହକୁ ବୋହି…

ଚାରୋଟି ରାଶିର ଲୋକେ ସୁନା ଧାରଣ କଲେ ଶୁଭଫଳ ମିଳିଥାଏ

ଭୁବନେଶ୍ୱର : ବାସ୍ତୁଶାସ୍ତ୍ରରେ ସୁନାର ଏକ ବିଶେଷ ସ୍ଥାନ ରହିଛି। କୁହାଯାଏ, ସୁନା ଜିନିଷ ଧାରଣ କଲେ ଏକାଗ୍ରତା ବଢ଼େ ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମିଳିଥାଏ। ସେହିପରି ଗ୍ରହ ଦୋଷ କାଟିବା ପାଇଁ ଦେବୀ-ଦେବତାଙ୍କୁ ମଧ୍ୟ ସୁନା ଦାନ କରାଯାଇଥାଏ। ତେବେ ବାସ୍ତୁ ଅନୁସାରେ ଚାରୋଟି ରାଶିର ଲୋକେ…

ସ୍ୱାଧୀକାର ପ୍ରଭାବ : ଦାୟିତ୍ୱ ମୁଣ୍ଡାଇବାକୁ ଏମ୍‍ଡି ନାରାଜ

ଭୁବନେଶ୍ୱର : ବିନା ଚାକିରିରେ ଓପିଜିସିରେ ଏମ୍‍ଡି ଦାୟିତ୍ୱ ଖବର ଆଜି ସ୍ୱାଧୀକାରରେ ପ୍ରକାଶ ପାଇବାପରେ ଏହାକୁ ରାଜ୍ୟ ସରକାର ଗୁରୁତ୍ୱର ସହ ନେଇଛନ୍ତି । ଦାୟିତ୍ୱରେ ଥିବା ଏମ୍‍ଡି ପ୍ରଭାକର ମହାନ୍ତିଙ୍କ ଚାକିରି ଅବଧିକୁ ପୁଣିଥରେ ବଢାଇବା ଉପରେ ତର୍ଜମା ଆରମ୍ଭ ହୋଇଥିବାବେଳେ ଖୋଦ୍‍ ଶ୍ରୀ…

ଉପହାର ସମ୍ପର୍କକୁ ମଧୁର କରିଥାଏ, ହେଲେ ଆପଣଙ୍କ ଉପହାର ଆଣୁନି ତ ତିକ୍ତତା, ଜାଣିବେ କିପରି ?

ଭୁବନେଶ୍ୱର : କୌଣସି ପୂଜା, ପର୍ବ, ପାର୍ଟି, ଜନ୍ମଦିନ କିମ୍ୱା ମ୍ୟାରେଜ ଫଙ୍କସନକୁ ଗଲେ ଉପହାର ଦେବାକୁ ଆମେ ଭୁଲି ନ ଥାଉ। କିନ୍ତୁ ଆମେ ଅଜାଣତରେ ଏପରି ଭୁଲ କରିବସୁ, ଯାହାର ଫଳ ଆମକୁ ଭୋଗିବାକୁ ପଡିଥାଏ। ଏପରି ଜାଗାକୁ ଯିବା ବେଳେ କେଉଁ ଉପହାର ସହ କେଉଁ ଉପହାର ଦିଆଯିବା ଉଚିତ୍‌ ନୁହେଁ,…

ତାରକା ହୋଟେଲରେ ଭୋଜି ଖାଇଥିବା ଶକ୍ତି ବିଭାଗର ବାବୁ ଜଣକ କିଏ ?

ଭୁବନେଶ୍ୱର : ୫-ଟି ମାଧ୍ୟମରେ ଲୋକଙ୍କୁ ଉତ୍ତମ ପ୍ରଶାସନ ଦେବାପାଇଁ ସରକାର ଜୋରଦାର ଉଦ୍ୟମ ଚଳାଇଥିବାବେଳେ ଶକ୍ତି ବିଭାଗର ଜଣେ ଅଧିକାରୀ କିନ୍ତୁ ଏହାକୁ ଫୁ କରିଦେଇଛନ୍ତି । ସରକାରୀ ଯୋଜନାପ୍ରତି ଅଣଦେଖା କରି ଏହି ଅଧିକାରୀ ଜଣଙ୍କ ଶକ୍ତି ବିଭାଗ ଅଧିନରେ ଥିବା ସଂସ୍ଥାଙ୍କ ଦ୍ୱାରା ତାରକା…

ଘରେ ନେଉଳ ମୂର୍ତ୍ତି ରଖିଲେ, ମିଳିଥାଏ ଏହି ସବୁ ଲାଭ

ଭୁବନେଶ୍ୱର : ଅନେକ ଲୋକ ଘରେ ନେଉଳ ପାଳୁଥିବା ଆପଣ ଦେଖିଥିବେ। କୁହାଯାଏ ନେଉଳଙ୍କ ମୁହଁ ଚାହିଁ କାର୍ଯ୍ୟ ଆରମ୍ଭ କଲେ ଶୁଭ ଫଳ ମିଳିଥାଏ। ଆପଣ ରାସ୍ତାରେ ଯାଉଥିବା ସମୟରେ ଯଦି ନେଉଳକୁ ବାଟ କାଟି ଯିବାର ଦେଖୁଛନ୍ତି, ତେବେ ମଧ୍ୟ ଆପଣଙ୍କ ଦିନଟି ଶୁଭ ହୋଇଥାଏ। କେବଳ ନେଉଳ ପାଳିଲେ ନୁହେଁ,…

ଦାମିକା ମେକ୍‌ଅପ୍‌ ବ୍ରସ୍‌ ନ କିଣି ମଧ୍ୟ କିପରି କରିବେ ମେକ୍‌ଅପ୍‌, ଜାଣନ୍ତୁ

ଭୁବନେଶ୍ୱର : ସୁନ୍ଦର ଓ ଆକର୍ଷଣୀୟ ଦେଖାଯିବାକୁ ସମସ୍ତଙ୍କ ଇଚ୍ଛା ଥାଏ। ଏଥିପାଇଁ ପରଫେକ୍ଟ ମେକଅପ୍‌ ଦରକାର। ହେଲେ ଏଥିପାଇଁ ଆବଶ୍ୟକ ମେକ୍‌ଅପ୍‌ ଟୁଲ୍ସ୍‌ର ଦାମ୍‌ ଶୁଣି ଆମେ ନିଜ ମନକୁ ବୁଝାଇ ଦେଉ। ମେକ୍‌ଅପ୍‌ କରିବାରେ ବ୍ରସ୍‌ ବହୁତ ଜରୁରୀ ହୋଇଥାଏ। ମେକ୍‌ଅପ୍‌ ବ୍ରସ୍‌ର ସାଇଜ ଏବଂ…