ଏହି ସବୁ ଉପାୟ କଲେ, ପୁରୁଣା ଗହଣା ବି ଦେଖାଯିବ ନୂଆ
ଭୁବନେଶ୍ୱର : ନାରୀ ସବୁବେଳେ ଅଳଙ୍କାର ପ୍ରିୟ। ଏମିତି କେହି ମହିଳା ନ ଥିବେ ଯିଏ ଅଳଙ୍କାର ପ୍ରିୟ ହୋଇ ନଥିବେ। ଏହା କେଉଁ କାଳରୁ ମହିଳାଙ୍କ ପ୍ରିୟ ହୋଇ ରହିଆସିଛି। ସମୟ ସହ ତାଳ ଦେଇ ବଦଳିଛି ଅଳଙ୍କାରର ଲୁକ୍ ଓ ଡିଜାଇନ୍। ଆଜିକାଲି ମହିଳାମାନେ ବାହାଘର,ବିଭିନ୍ନ ପାର୍ଟି ଓ ଫଙ୍କସନ୍କୁ…
