Odia News Portal

ଜୈଶ ଟାର୍ଗେଟରେ ମୋଦି ଓ ଡୋଭାଲ

ନୂଆଦିଲ୍ଲୀ() ଜୈଶ ଟାର୍ଗେଟରେ ମୋଦି ଓ ଡୋଭାଲ ।  ଜାମ୍ମୁ କାଶ୍ମିରରୁ ୩୭୦ ଧାରା ଉଚ୍ଛେଦ ପ୍ରତିଶୋଧରେ ଜୈଶ ଇ ମହମ୍ମଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ NSA ଅଜିତ ଡୋଭାଲଙ୍କୁ ଟାର୍ଗେଟ କରିଛି । ଜୈଶ ମୋଦି ଏବଂ ଡୋଭାଲଙ୍କୁ ଟାର୍ଗେଟ କରୁଥିବା ଗୁଇନ୍ଦା ବିଭାଗ ସୂଚନା ଦେଇଛି । ଏଥିପାଇଁ…

ନୂଆ ରୂପରେ ଛିଡା ହେଉଛି ଶ୍ରୀକ୍ଷେତ୍ର, ଦେଖନ୍ତୁ ରୂପାନ୍ତରଣର ଝଲକ

ଭୁବନେଶ୍ବର () ଚାଲିଛି ରୂପାନ୍ତରଣ କାର୍ଯ୍ୟ । ସୁଉଚ୍ଚ ମେଘନାଦ ପ୍ରାଚୀର ଚାରିପଟ ହୋଇଛି ଜବରଦଖଲ ମୁକ୍ତ । ସିଂହଦ୍ବାର ସମ୍ମୁଖରୁ ମଧ୍ୟ ହଟିଛି କିଛି କିଛି ଜବରଦଖଲ ଏବଂ ବେଆଇନ ନିର୍ମାଣ । ନୂଆ ରୂପରେ ଛିଡା ହେଉଛି ଶ୍ରୀଜଗନ୍ନାଥ ମନ୍ଦିରର ଚାରିପଟ । ଆଖି ଝଲସେଇ ଦେଉଛି ଏବେର ଶ୍ରୀମନ୍ଦିରକୁ…

କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର() ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ୫ ଜଣ ପ୍ରାର୍ଥୀଙ୍କ ନାଁ ଏଆଇସିସିଙ୍କୁ ପଠାଇଛି ରାଜ୍ୟ କଂଗ୍ରେସ । ଏହି ତାଲିକାରେ ଅଭିଷେକ ସେଠ, ଦିଲ୍ଲୀପ ପଣ୍ଡା, ସୁରେନ୍ଦ୍ର ପାତ୍ର,ରବିନ୍ଦ୍ର ପଣ୍ଡା ଓ ସ୍ୱାଧୀସ୍ମିତା ସୁଆରଙ୍କ ନାଁ ରହିଛି ।

ଟଙ୍କା ମାଗିଲେ ନିରଂଜନ

ଭୁବନେଶ୍ୱର() ଟଙ୍କା ମାଗିଲେ ନିରଂଜନ । ବିଜେପୁର ନିର୍ବାଚନ ପାଇଁ ଆର୍ଥିକ ସାହାଯ୍ୟ ମାଗିଲେ ନିରଂଜନ ପଟ୍ଟନାୟକ । କଂଗ୍ରେସ ପାଖରେ ଟଙ୍କା ନଥିବାରୁ ବଦାନ୍ୟ ବ୍ୟକ୍ତିଙ୍କୁ ସାହାର୍ଯ୍ୟ ମାଗିଲେ ପିସିସି ସଭାପତି । ନିରଂଜନ କହିଛନ୍ତି, ନିକଟରେ ନିର୍ବରଚନ ସରିଥିବାରୁ କଂଗ୍ରେସ ପାଖରେ ଟଙ୍କା…

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,ଏଣିକି ମାସ ଶେଷରେ ମିଳିବ ଦରମା

ଭୁବନେଶ୍ବର () ରାଜ୍ୟସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର।ଏଣିକି ମାସର ଶେଷ କାର୍ୟ୍ୟ ଦିବସରେ କର୍ମଚାରୀଙ୍କୁ ଦରମା ମିଳିବ। ଏ ସମ୍ପର୍କିତ ଏକ ବିଜ୍ଞପ୍ତି ମଙ୍ଗଳବାର ଅର୍ଥ ବିଭାଗ ପକ୍ଷରୁ ଜାରି କରାଯାଇଛି। ପୂର୍ବରୁ ପରବର୍ତ୍ତୀ ମାସର ପ୍ରଥମ ଦିନରେ ଦରମା ମିଳୁଥିଲା। ମାତ୍ର ଏବେ ଏହା…

ନ୍ୟାସନାଲ ଜୋଗ୍ରାଫିରେ ଓଡିଶା ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର () ନ୍ୟାସନାଲ ଜୋଗ୍ରାଫିରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଫନି ମୁକାବିଲାରେ ରାଜ୍ୟ ସରକାରଙ୍କ ସଫଳତା, ସ୍ୱଳ୍ପ ସମୟ ମଧ୍ୟରେ ଲକ୍ଷାଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନନ୍ତରଣ ସହ ଧନ ଜୀବନ ସୁରକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଶ୍ୱ ସ୍ତରରେ ପ୍ରଶଂସିତ…

ମୋହନ ମାଝି ଅପମାନିତ : କଳିଙ୍ଗ ହସ୍ପିଟାଲ ଦୋଷମୁକ୍ତ

ଭୁବନେଶ୍ବର : ବିଧାନସଭାରେ ବିରୋଧିଦଳ ଉପନେତା ତଥା ବରିଷ୍ଠ ବିଜେପି ନେତା ମୋହନ ମାଝିଙ୍କୁ ଅପମାନିତ କରିଥିବା କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସ୍ୱାସ୍ଥ୍ୟ ବିଭାଗ ରାତାରାତି ଦୋଷମୁକ୍ତ କରିଥିବାବେଳେ ଜଣେ ବରିଷ୍ଠ ବିଧାୟକଙ୍କ ପ୍ରତି ସରକାରଙ୍କର ଏହା କି ପ୍ରକାର ଆଚରଣ ବୋଲି ଆଲୋଚନା…

୧୩ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଲାଗି ରହିଛି ବର୍ଷା । ଉତ୍ତର ଓ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେଉଥିବା ବେଳେ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ଜାରି ରହିଛି । ଆହୁରି ୨୪ ଘଣ୍ଟା ଯାଏଁ ଏଭଳି ସ୍ଥିତି ରହିବ । ଆଜି ପ୍ରବଳ ବର୍ଷା ଓ…

କଟକରେ ଗୁଳିମାଡ଼, ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଆହତ

କଟକ : କଟକରେ ଗୁଳିମାଡ଼ । ଚୌଦ୍ୱାର ନୂଆପାଟଣା ଛକରେ କାର ଉପରକୁ ଗୁଳିମାଡ଼ ହୋଇଛି । ଏଥିରେ ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଲାଲା ଲଳିତ ମୋହନ ସିଂହ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଏସ୍‌ସିବିରେ ଭର୍ତ୍ତି କରାଯାଇଛି । ଏହାସହ କାରରେ ବସିଥିବା ମହିଳାଙ୍କ ବେକରୁ ସୁନା ଚେନ୍‌ ଓ ଟଙ୍କା…

ଆହାର କେନ୍ଦ୍ର ପାଲଟିଛି ୪ ଝିଅଙ୍କ ସାହାରା କ୍ଷେତ୍ର, ଶିକ୍ଷା ହୋଇଛି ସାତ ସପନ  

ଯାଜପୁର ରୋଡ : ଆଜିର ସମାଜ ଏକ ପରିବାରର ଛଅଗୋଟି ଜିବନର ଅଭାବ ଅନାଟନ ପେଟର ଭୋକକୁ ଠେଲି ଦେଇଛି ରାଜରାସ୍ତା କଡରେ ଥିବା ସରକାରଙ୍କ ଆହାର କେନ୍ଦ୍ର ପିଣ୍ଡା ଦୁଆରକୁ । ପେଟର ଭୋକ ୬ଗୋଟି ଜିବନକୁ ଭଦ୍ରକ ଜିଲ୍ଲାରୁ ଯାଜପୁର ଜିଲ୍ଲାକୁ ଟାଣିଆଣି ପଂହଚାଇଦେଇଛି । ଆଜକୁ ୧ବର୍ଷରୁ ଉଦ୍ଧ୍ୱର୍ହେବ…