ଆସନ୍ତୁ ଜାଣିବା, ଶନିଦେବଙ୍କ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା
ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଶନିଦେବ ସୂର୍ଯ୍ୟଦେବଙ୍କ ପୁତ୍ର ଓ ମକର-କୁମ୍ଭ ରାଶିଙ୍କ ସ୍ୱାମୀ ଅଟନ୍ତି। ପ୍ରତ୍ୟେକ ଶନିବାର ତେଲ ଦାନ କରିବା ଦ୍ୱାରା ଶନିଙ୍କ ବିଶେଷଙ୍କ ପ୍ରାପ୍ତି ହୋଇଥାଏ। ଜାଣନ୍ତୁ ଶନିଦେବଙ୍କ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କଥା….…
