Odia News Portal

ଜୀବିକା ସୁରକ୍ଷା ମଞ୍ଚ ଶିବିର ଅନୁଷ୍ଠିତ

ଘୁ. ଉଦୟଗିରି : ଜୀବିକା ସୁରକ୍ଷା ମଞ୍ଚ ତରଫରୁ ବାଲିଗୁଡା ବ୍ଲକ ଅଧୀନରେ ଥିବା ସମସ୍ତ ଗ୍ରାମପଞ୍ଚାୟତର ବୃଦ୍ଧା ବୃଦ୍ଧିଙ୍କ ସାମାଜିକ ସୁରକ୍ଷା ଯୋଜନାରେ ଥିବା ସମସ୍ତ ହିତାଧିକାରୀଙ୍କୁ ମାସିକ ଭତ୍ତା ସର୍ବନିମ୍ନ ପାଞ୍ଚଶହ ଟଙ୍କା ଜାଗାରେ ୩ ହଜାର ଟଙ୍କା କରାଯାଉ । ଆଜିର ଦିନରେ ଯେଉଁ ଭଳି…

ଉଚ୍ଛେଦ ପାଇଁ ଆସିଥିଲେ : ଥଣ୍ଡା ପିଇ ପଳାଇଲେ

ଭୁବନେଶ୍ୱର : ରାସ୍ତା ଉପରେ ବେଆଇନ୍‍ ଭାବେ ନିର୍ମାଣ ହୋଇଛି ଘର । ଉଚ୍ଛେଦ ପାଇଁ ସଦଳବଳେ ଆସିଥିଲେ ବିଡିଏ ଓ ବିଏମ୍‍ସିର ଏନ୍‍ଫୋର୍ସମେଣ୍ଟ ସ୍କ୍ୱାଡ୍‍ । ସାଙ୍ଗରେ ସ୍ଥାନୀୟ ପୁଲିସ୍‍ ବି ଥିଲେ । ଲୋକେ ଜମାହେଲେ ଘରଭଙ୍ଗା ଦେଖିବାପାଇଁ । ହେଲେ ଘର ଭାଙ୍ଗିବେ କ’ଣ ବାବୁମାନେ ଥଣ୍ଡା ପିଇ…

ପିଲାଦିନ ସ୍କୁଲରେ ପାଠ ପଢାଇଲେ ମନ୍ତ୍ରୀ ସୁଶାନ୍ତ ସିଂ

ବରଗଡ : କାର୍ଯ୍ୟକ୍ରମରେ ଯାଉଥିଲେ ବିଜେପୁର । ହେଲେ ବାଟରେ ପଡିଗଲା ସେଇ ସ୍କୁଲ , ଯେଉଁଠି କଟିଥିଲା ପିଲାଦିନ । ସରିଥିଲା ପ୍ରାଥମିକ ଶିକ୍ଷା । ଆଉ ମନ ଟାଣିଲାନି ଆଗକୁ ଯିବାକୁ । ମନେ ପଡିଗଲା ପିଲାଦିନର ସେଇ ଅଭୁଲା ସମୟ, ସେଇଠି ବ୍ରେକ ଲାଗିଗଲା ମନରେ । ଗାଡି ସାଇଡ କରି ରଖିବାକୁ…

ବଦଳିଲେ ପୋଲିସ କମିଶନର

ଭୁବନେଶ୍ୱର : ଆଜି  ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ସୁଧାଂଶୁ ଷଡ଼ଙ୍ଗୀ- ନୂଆ ପୋଲିସ କମିସନର ସତ୍ୟଜିତ ମହାନ୍ତି- ଜେଲ ବିଭାଗ ଏଡ଼ିଜି ସଞ୍ଜୀବ ପଣ୍ଡା- ପରିବହନ କମିସନର ଆର. ପି.କୋଚେ- ଆଇନଶୃଙ୍ଖଳା ଏଡ଼ିଜି ରାଜେଶ କୁମାର- ଏସସିଆରବି ନିର୍ଦ୍ଦେଶକ ଆଶିଷ ସିଂହ- କେନ୍ଦ୍ରାଞ୍ଚଳ…

ଏହି ୩ଟି ରାଶିର ଲୋକେ ଅଧିକ ପ୍ରେମ ବିବାହ କରନ୍ତି

ପ୍ରେମ ବିବାହରେ ନିଜ ଜୀବସାଥୀ ମିଳିଥାଏ ଓ କିଛି ଜଣଙ୍କୁ ଆରେଞ୍ଜ ମ୍ୟାରେଜରେ ନିଜ ପ୍ରେମ ମିଳିଥାଏ।କିନ୍ତୁ କେଉଁ ରାଶିର ଲୋକେ ଅଧିକ ଲଭ ମ୍ୟାରେଜ କରିବାକୁ ପସନ୍ଦ କରନ୍ତି ଓ କାହା ଜୀବନରେ ଅଧିକ ଲଭ ମ୍ୟାରେଜ୍ର ସମ୍ଭାବନା ଥାଏ ଜାଣନ୍ତୁ। ମେଷ ରାଶି- ଏହି ରାଶିର ଲୋକେ ଶାନ୍ତ ସ୍ବଭାବର…

ସକାଳେ ଉଠି କରନ୍ତୁ ନାହିଁ ଏହି ୩ଟି କାମ

ଆଜିକାଲି ଝିଅପୁଅଙ୍କର ଅନେକ ଖରାପ ଅଭ୍ୟାସ ରହୁଛି ଯାହା ଦ୍ବାରା ତାଙ୍କ ଶରୀର ପ୍ରତି ଅନେକ ଖରାପ ପ୍ରଭାବ ପଡ଼ୁଛି। ଏହି ସବୁ ଖରାପ ଅଭ୍ୟାସ ଯୋଗୁଁ ଶରୀର ଦୁର୍ବଳ ହୋଇଯାଉଛି। ଯଦି ଏହି ଅଭ୍ୟାସଗୁଡ଼ିକୁ ତୁରନ୍ତ ବନ୍ଦ ନ କରାଯାଏ ତେବେ ଶରୀର ପ୍ରତି ବହୁତ ଖରାପ ପ୍ରଭାବ ପଡ଼ିବ। ୧.ସକାଳେ…

ଶିକ୍ଷକ ହେଲେ ସୁଶାନ୍ତ

ବରଗଡ()  ସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇଲେ ମନ୍ତ୍ରୀ ସୁଶାନ୍ତ ସିଂ । ଆଜି ବିଜେପୁର ବ୍ଲକର ବିଭିନ୍ନ ସ୍କୁଲ ଗୁଡିକୁ ପରିଦର୍ଶନ କରିଥିଲେ ମନ୍ତ୍ରୀ । ଏହି ସମୟରେ ପାଠପଢା କିଭଳି ଚାଲିଛି ସେ ନେଇ ତଦାରଖ କରିଥିଲେ ମନ୍ତ୍ରୀ । ତେବେ ଛାତ୍ରଛାତ୍ରୀମାନେ ମନ୍ତ୍ରୀଙ୍କୁ ନିଜ ଗହଣରେ ପାଇ…

ଆସନ୍ତାକାଲି ଭାରତୀୟ ଯୁବତୀଙ୍କୁ ବିବାହ କରିବେ ଏହି ପାକ୍ କ୍ରିକେଟର

ଜମ୍ମୁ ଓ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦ ଓ କାଶ୍ମୀରର ବିଭାଜନ ପରେ ଭାରତ-ପାକ୍ ସମ୍ପର୍କ ଅଧିକ ଖରାପ ହେବାରେ ଲାଗିଛି । ଏପରିକି ଭାରତ ସହିତ ପାକିସ୍ତାନ ରାଜନୈତିକ, କୂଟନୈତିକ ଏବଂ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଛି । ଆସନ୍ତାକାଲି ପାକିସ୍ତାନର ବ୍ୟାଟ୍ସ ମ୍ୟାନ ହସନ ଅଲ୍ଲୀ ଭାରତର ଜଣେ…

ମା’ ହେବାକୁ ଯାଉଛନ୍ତି ଦୀପିକା !

ମୁମ୍ବାଇ ()  ମା’ ହେବାକୁ ଯାଉଛନ୍ତି ଅଭିନେତ୍ରୀ ଦୀପିକା ପାଦ୍ୟୁକୋନ। ସୂଚନା ଅନୁସାରେ ନିକଟରେ ରଣବୀର ସିଂହ ନିଜର ଇନ୍ଷ୍ଟା ଆକାଉଣ୍ଟରେ ଏକ ଲାଇଭ୍ ସେଶନ୍ ରଖିଥିଲେ। ଏଥିରେ ପ୍ରଶଂସକଙ୍କ ସହ ଦୀପିକା ମଧ୍ୟ କମେଣ୍ଟ ଦେଇ ‘ହାଏ ଡାଡି’ ବୋଲି କହିଥିଲେ। ଏହାପରେ ଅର୍ଜୁନ କପୁର କମେଣ୍ଟରେ…

୫ ପ୍ରକଳ୍ପକୁ କ୍ଲିୟରାନ୍ସ କମିଟିର ମଂଜୁରୀ

ଭୁବନେଶ୍ୱର () ଆଜି ଭୁବନେଶ୍ୱର ଖାରବେଳ ଭବନ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧକ୍ଷତାରେ ହାଇଲେବୁଲ କ୍ଲିୟରାନ୍ସ କମିଟିର ବୈଠକ ଅନୁÂିତ ହୋଇ ୨ ଲକ୍ଷ ୪୭୯ କୋଟି ଟଙ୍କାର ୫ଟି ପ୍ରକଳ୍ପକୁ ମଂଜୁରୀ ମିଳିଛି । ଏହି ପ୍ରକଳ୍ପ ଗୁଡିକ କାର୍ଯ୍ୟକାରୀ ହେଲେ ପତ୍ୟକ୍ଷ ଭାବେ ୩୦ ହଜାର ଲୋକ…