Odia News Portal

ଅକ୍ଟୋବରରୁ ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ

ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ। ଓଡ଼ିଶା ସମେତ ୯ ରାଜ୍ୟର ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ। ଏନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ପୂର୍ବ ସରକାର ଗହମକୁ ବନ୍ଦ କରି ରାସନ କାର୍ଡ

ଭରତପୁର ଥାନା କାଣ୍ଡ: ନିଲମ୍ବିତ ୪ ପୁଲିସ୍‌ କର୍ମଚାରୀଙ୍କ ବି ହେବ ପଲିଗ୍ରାଫ ଟେଷ୍ଟ

ଭୁବନେଶ୍ୱରର ଭରତପୁର ଥାନାରେ ଜଣେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଆଇଆଇସିଙ୍କ ସମେତ ୫ ପୁଲିସ୍‌ କର୍ମଚାରୀ ନିଲମ୍ବିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କର ପଲିଗ୍ରାଫ୍‌ ଟେଷ୍ଟ ନିମନ୍ତେ ମିଳି ସାରିଛି ଅନୁମତି। ଏବେ ଘଟଣାର

ଫୁଲୁଛି ଗୁରୁପ୍ରିୟା; ଲୋକେ ଭୟଭୀତ

ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷା ଯୋଗୁ ଫୁଲୁଛି ଗୁରୁପ୍ରିୟା ନଦୀ। ଫଳରେ ଗୁରୁପ୍ରିୟା ସେତୁର ଗାର୍ଡର ଓ ବେରିଙ୍ଗଠାରୁ ମାତ୍ର ତିନି ଫୁଟ୍‌ ତଳେ ବନ୍ୟାପାଣି ପ୍ରବାହିତ ହେଉଛି । କୌଣସି ମୁହୂର୍ତ୍ତରେ ପାଣି ବ୍ରିଜକୁ ଛୁଇଁ ପାରେ ବୋଲି ଆଶଙ୍କା ଦେଖାଦେଇଛି। ଗୁରୁପ୍ରିୟା ନଦୀର

ସରକାରୀ ଯୋଜନା କାର୍ଯ୍ୟକାରୀ ହେଲେ ଓଡ଼ିଶାରୁ ଗରିବୀ ହଟିବ: ମୁଖ୍ୟମନ୍ତ୍ରୀ

ଆଜି ଲୋକସେବା ଭବନରେ ଜିଲ୍ଲାପାଳ ସମ୍ମିଳନୀ ଅନୁଷ୍ଠିତ ହେଉଛି। ଏଥିରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଜିଲ୍ଲାପାଳଙ୍କ ନିକଟରେ ଲୋକଙ୍କ ସମସ୍ୟା ସମାଧାନ ହୁଏ। ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କ ସେବା କରିବାକୁ ଲକ୍ଷ୍ୟ ରଖିଛି। ସରକାରୀ ଯୋଜନାର ସଫଳ

ଆଜି ଓଡ଼ିଶା ଆସିବେ ଭେଙ୍କୟା ନାଇଡୁ ଓ ଆସାମ ମୁଖ୍ୟମନ୍ତ୍ରୀ

ଆଜି ଓଡ଼ିଶା ଆସିବେ ପୂର୍ବତନ ଉପ ରାଷ୍ଟ୍ରପତି ଭେଙ୍କୟା ନାଇଡୁ ଓ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। ଏହି ଗ୍ରସ୍ତ ଅବସରରେ ଉଭୟ ରାଜ୍ୟପାଳ ରଘୁବର ଦାସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଭେଙ୍କୟା ନାଇଡ଼ୁ ଦୁଇ ଦିନିଆ ଗସ୍ତରେ ଆସି ଆଜି ଦିନ ୧୦ଟା ୧୫ରେ

ଜେଲ୍‌ ଯିବେ ଶିବସେନା ନେତା ସଞ୍ଜୟ ରାଉତ

ଜେଲ୍‌ ଯିବେ ଶିବସେନା ନେତା (ଉଦ୍ଧବ ଗୋଷ୍ଠୀ) ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ। ମାନହାନୀ ମାମଲାରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ତାଙ୍କୁ ୧୫ ଦିନ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିବା ସହ୨୫ ହଜାର ଟଙ୍କା ଜରିମାନା କରିଛନ୍ତି। ପ୍ରକୃତରେ ବିଜେପି

ଆଉ ଜଣଙ୍କ ଜୀବନ ନେଲା ନରହନ୍ତା ଦନ୍ତା

ଘରେ ପଶି ଶୋଇଥିବା ମହିଳାଙ୍କୁ ଘୋଷାଡ଼ି ଆଣି କଚାଡି ମାରିଲା ନରହନ୍ତା ଦନ୍ତା । ମୃତ ମହିଳା ଜଣକ ରାଧିକାଶୋଳ ଗ୍ରାମର ସୀତାରାମ ହାଁସଦାଙ୍କ ସ୍ତ୍ରୀ ମାନକା ହାଁସଦା(୩୫) ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବାରିପଦା ରେଞ୍ଜ ଅଧୀନ ରାଧିକାଶୋଳ ଗ୍ରାମରେ ଏଭଳି ଅଘଟଣ ଘଟିଛି ।

ସମୁଦ୍ର ମଝିରେ ଅଚଳ ହେଲା ଦୁଇଟି ବୋଟ୍‌, ଫସିଛନ୍ତି ୧୪ ମତ୍ସ୍ୟଜୀବୀ

ସମଗ୍ର ରାଜ୍ୟରେ ଲଗାଣ ବର୍ଷା ଲାଗି ରହିଥିବା ବେଳେ ସମୁଦ୍ର ବି ଅଶାନ୍ତ ରହିଛି। ଏପରି ସ୍ଥିତିରେ ପାରାଦୀପ ମହାନଦୀ ମୁହାଣରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ । ଦୁଇଟି ମାଛଧରା ବୋଟ୍‌ ଅଚଳ ହୋଇଯିବାରୁ ଏମାନେ ମଝି ସମୁଦ୍ରରେ ଭାସୁଛନ୍ତି। ଆଜି ସକାଳୁ ଏପରି ସ୍ଥିତି ଉପୁଜିଥିବା ବେଳେ ସେମାନଙ୍କୁ

ବେଙ୍ଗାଲୁରୁରେ ମହିଳାଙ୍କୁ ହତ୍ୟା କରି ଫ୍ରିଜରେ ଲୁଚାଇବା ଘଟଣା

ବେଙ୍ଗାଲୁର ମହିଳା ମହାଲକ୍ଷ୍ମୀଙ୍କୁ ହତ୍ୟା କରିଥିବା ମୁକ୍ତିରଞ୍ଜନ ଗୋଟିଏ କମ୍ପାନୀରେ କାମ କରୁଥିଲେ। ତାଙ୍କ ଭିତରେ ପ୍ରେମ ସମ୍ପର୍କ ଥାଇ ପାରେ ବୋଲି ମୁକ୍ତିରଞ୍ଜନଙ୍କ ଭାଇ ଶକ୍ତି କହିଛନ୍ତି. ମୁକ୍ତିରଞ୍ଜନ ଦୀର୍ଘ 8 ବର୍ଷ ହେବ ବେଙ୍ଗାଲୁରରେ ରହି ଆସୁଥିଲେ। ସେହି ମହିଳା ଜଣକ ମୋ ଭାଇ

ବିଜେପିରେ ନେତାଙ୍କ ପୁଅ ନେତା ହୁଏନା: ନଡ୍ଡା

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରମୁଖ ତାଙ୍କୁ ସ୍ବାଗତ କରିଥିଲେ।  ଏହାପରେ ନଡ୍ଡା