Odia News Portal

ଆନ୍ଧ୍ର ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ବିଶ୍ବଭୂଷଣ

ପୂର୍ବତମ ମନ୍ତ୍ରୀ ବିଶ୍ବ ଭୂଷଣ ହରିଚନ୍ଦନଙ୍କୁ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ ଭାବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଯୁକ୍ତ କରିଛନ୍ତି । ବର୍ଷିୟାନ ନେତା ଶ୍ରୀ ହରିଚନ୍ଦନ ଚଳିତ ଥର ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନଥିଲେ । ତାଙ୍କ ପୁଅ ପୃଥ୍ବୀରାଜ ହରିଚନ୍ଦନ ଚିଲିକା ନିର୍ବାଚନମଣ୍ଡଳିରୁ…

୧୪ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର()  ୧୪ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ସହ ଘଡଘଡି ସମ୍ଭାବନା ରହିଛି । ତାସହ ଘରୁ ନବାହାରିବା ପାଇଁ ପରାମଶ୍ର ଦେଇଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ଼, କେନ୍ଦୁଝର,…

ଶୂନ୍ୟକାଳରେ ବିଜେପି-କଂଗ୍ରେସ ମୁହାଁମୁହିଁ

ଭୁବନେଶ୍ବର()  ଆଜି ବିଧାନସଭା ଦ୍ୱିତୀୟ ପର୍ୟ୍ୟାୟ ଅଧିବେଶନର ତୃତୀୟ ଦିନର ଶୂନ୍ୟ କାଳରେ ବିଜେପି ଓ କଂଗ୍ରେସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି ।ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ୍ ପ୍ରତିଷ୍ଠା ଏବଂ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ କଂଗ୍ରେସ ଆଜି ମୁଖ୍ୟମନ୍ତ୍ରୀଙ୍କ…

ଆସନ୍ତାକାଲି ପାଟକୁରାରେ ପ୍ରଚାର କରିବେ ନବୀନ

ଭୁବନେଶ୍ୱର()  ୨୦ରେ ପାଟକୁରା ନିର୍ବାଚନ । ପ୍ରଚାର ପାଇଁ ଆଉ ମାତ୍ର ଦୁଇ ଦିନ । ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଟକୁରାରେ ରୋଡ୍ ଶୋ କରି ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ମାଗିବେ ଭୋଟ୍ । ଆସନ୍ତାକାଲି ହାଇଟେକ୍ ବସ୍ରେ ବୁଲି ବୁଲି ଦଳୀୟ ପ୍ରାର୍ଥୀ…

ଟ୍ରିପଲ୍ ମର୍ଡର ଘଟଣାରେ ୬ଗିରଫ

ଭୁବନେଶ୍ବର()  ପୁରୀ ପଟ୍ଟନାୟକିଆ ଛକରେ ଟ୍ରିପଲ୍ ମର୍ଡର ମାମଲାରେ ମାଷ୍ଟର ମାଇଣ୍ଡ ସମେତ ୬ ଜଣଙ୍କୁ ପୁଲିସ୍ ଗିରଫ କରିଛି। ଏନେଇ ବିଧିବଦ୍ଧ ଭାବେ ସୂଚନା ଦେଇଛନ୍ତି ଡିଜିପି ଆରପି ଶର୍ମା। ତେବେ ଗତକାଲି ଘଟଣାରେ ୪ ଜଣଙ୍କୁ ଅଟକ ରଖିଥିଲା ପୋଲିସ । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ…

କୋଠା ଭୁଶୁଡ଼ି ୧୨ ମୃତ,ଚାପି ହୋଇ ରହିଛନ୍ତି ୮ ପରିବାର

ମୁମ୍ବାଇ()  ମୁମ୍ବାଇର ଡ଼ୁଙ୍ଗିରୀ ଅଞ୍ଚଳରେ କେଶରବାଇ ନାମକ ଚାରି ମହଲା କୋଠା ଭୁଶୁଡ଼ି ପଡ଼ିଛି। ଏହି ଘଟଣାରେ ଭିତରେ ଥିବା ୧୨ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ଲୋକଙ୍କୁ ଭଙ୍ଗା କୋଠାରୁ ଉଦ୍ଧାର କରାଯାଇଛି। ଏହି କୋଠାରେ ୪୦ ଜଣ ଲୋକ ଫଶି ରହିଥିବା ନେଇ ସୂଚନା ମିଳିଛି। ଗୁରୁତର…

ଆଜି ଚନ୍ଦ୍ର ଗ୍ରହଣ, ଆସନ୍ତୁ ଜାଣିବା କେତେବେଳେ ଛାଡିବେ ପାକ ଓ ଦେବନୀତି

ଭୁବନେଶ୍ୱର : ରାତିରେ ବିରଳ ଚନ୍ଦ୍ର ଗ୍ରହଣ । ଗ୍ରହଣର ୯ ଘଣ୍ଟା ପୂର୍ବରୁ ଅର୍ଥାତ ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ । ସର୍ବମୋକ୍ଷ ପରେ ସ୍ନାନ କରି ପୂଜାପାଠ ସହ ଦେବନୀତି, ଖାଦ୍ୟ ଗ୍ରହଣ ଓ ଅନ୍ନ ଭୋଜନ କରିପାରିବେ । ବୁଧବାର ଭୋର ୪ଟା ୩୦ରେ ସର୍ବମୋକ୍ଷ…

କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ବାଲିଶଙ୍କରା ବ୍ଲକ ଅଞ୍ଚଳର ଏକ କଲେଜ ଛାତ୍ରୀଙ୍କୁ ସହପାଠୀମାନେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତ ୨୬ ତାରିଖରେ ଏହି ଘଟଣା ଘଟିଥିଲା । ତେବେ ଗତକାଲି ସଦର ଥାନାରେ ଏନେଇ ଏତଲା ଦିଆଯାଇଛି । ଅଭିଯୋଗ ଅନୁଯାୟୀ, ଗତ ୨୬…

ଆପଣଙ୍କ ପାଦର ଦ୍ୱିତୀୟ ଆଙ୍ଗୁଠି ଲମ୍ବା ଅଛି କି ? ତାହାଲେ କିଛି ରହସ୍ୟ ଆସନ୍ତୁ ଜାଣିବା …

ଜ୍ୟୋତିଷ୍ୟ ଶାସ୍ତ୍ର ଅନୁସାରେ ଶରୀରର ଗଠନର ପ୍ରଭାବ ବ୍ୟକ୍ତିର ଭାଗ୍ୟ ଉପରେ ପଡିଥାଏ । ସବୁ ମଣିଷର ଗଠନ ଅଲଗା ଅଲଗା ହୋଇଥାଏ । କିଏ ଲମ୍ବା , କିଏ ଛୋଟ ହୋଇଥାଏ , କାହାର ନାକ ଛୋଟ ହୋଇଥାଏ କାହାର ନାକ ବଡ ହୋଇଥାଏ , କାହାର ଆଖି ବଡ ହୋଇଥାଏ , ଏହି ପରି ଦେଖିଲେ ସବୁ ମଣିଷର ଶରୀର ଅଲଗା ଅଲଗା…

ପାଟକୁରାରେ ଦିଲ୍ଲୀପ-ବିଜୟ ଫାଟକୁ ନେଇ ଚର୍ଚ୍ଚା

ଭୁବନେଶ୍ୱର : ହାତ ଧରାଧରି ହୋଇ ବିଜେପି ଛାଡିଥିଲେ ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ଉଭୟ ଥିଲେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ। ଦିଲ୍ଲୀପ ନବୀନ ନିବାସ  ଯାଇ ବିଜେଡି ମିଶିବାପାଇଁ ଯୋଜନା କରି ନିରଶ ହୋଇଥିବା ବେଳେ ବିଜୟ ବିଜେପିକୁ ବାହୁଡି ଏବେ ପାଟକୁରାରୁ ପ୍ରାର୍ଥୀ ହୋଇଛନ୍ତି…