ଭାରତ-ପାକିସ୍ତାନ ମ୍ୟାଚର ବଲକୁ କେତେ ଟଙ୍କାରେ ବିକ୍ରି କଲା ଆଇସିସି ଆସନ୍ତୁ ଜାଣିବା
ନୂଆଦିଲ୍ଲୀ : ଇଂଲଣ୍ଡରେ ଖେଳାଯାଉଥିବା ଆଇସିସି ବିଶ୍ୱକପ ୨୦୧୯ ଏବେ ଶେଷ ପର୍ୟ୍ୟାୟରେ ପହଁଚିଯାଇଛି । ଭାରତରୁ ପରାସ୍ତ କରି ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆକୁ ପରାସ୍ତ କରି ଇଂଲଣ୍ଡ ଫାଇନାଲରେ ପହଁଚି ଯାଇଛନ୍ତି । ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଭିତରେ ଫାଇନାଲ୍ ମ୍ୟାଚ ଆସନ୍ତା ରବିବାର ୩ଟା…
