Odia News Portal

ଏହି ଅଭିନେତ୍ରୀଙ୍କ ପାଇଁ ଦିନେ ଦାଦା ପାଗଳ ଥିଲେ : ଜାଣନ୍ତୁ କିଏ ?

ମୁମ୍ବାଇ : ଭାରତୀୟ କ୍ରିକେଟ ଇତିହାସରେ ବହୁତ ଧୁରନ୍ଧର ନାଁ ଆସିଛି ଏବଂ ଯାଇଛି କିନ୍ତୁ କିଛି ଏପରି ଖେଳାଳି ଅଛନ୍ତି ଯେଉଁମାନେ ଆଜି ବି ଚିର ସ୍ମରଣୀୟ ହୋଇରହିଛନ୍ତି। ଭାରତୀୟ କ୍ରିକେଟର ଏକ ଏପରି ଖେଳାଳି ଅଛନ୍ତି ଯିଏ ବାଧ୍ୟତା ପାଇଁ ନୁହେଁ ବରଂ ନିଜ ସଉକ ପାଇଁ କ୍ରିକେଟ ଖେଳିଥିଲେ। ଆମେ…

ଭିଜିଲାନ୍ସ ପଞ୍ଛାରେ ସରପଞ୍ଚ

ଗଞ୍ଜାମ : ଭିଜିଲାନ୍ସ ପଞ୍ଛାରେ ସରପଞ୍ଚ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଞ୍ଜାମ ଆଙ୍କରୋଡା ଗାଁର ସରପଞ୍ଚ ଉଷାନ୍ତ ସାହୁଙ୍କ ଘରେ ଭିଜିଲାନ୍ସ ଚଢାଉ। ପଞ୍ଚାୟତ ଅଫିସ ସହ ୬ଟି ସ୍ଥାନରେ ଚଢାଉ କରାଯାଇଛି। ଭୁବନେଶ୍ୱର, ଦିଗପହଣ୍ଡି, ନବରଙ୍ଗପୁର ଓ ତାଙ୍କ ପୈତୃକ ଗାଁକୁ ମିଶାଇ ମୋଟ…

ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ବର : ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ସ୍ୱର୍ଣ୍ଣ । ନାପୋଲିରେ ଅନୁଷ୍ଠିତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଦୂତୀ ଚାନ୍ଦ । ୧୦୦ ମିଟର ରେସ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଦୂତୀ । ୧୧. ୩୨ ସେକେଣ୍ଡରେ ଦୂତି ୧୦୦ ମିଟର ଅତିକ୍ରମ କରିଥିଲେ…

ବିଏମସି ଏବଂ ରାଜା ମଧୁସୂଦନ ଦେବ ମହାବିଦ୍ୟାଳୟ ସହଯୋଗରେ ଚାରା ରୋପଣ

ଭୁବନେଶ୍ୱର : ସାଧାରଣରେ ଜୁଲାଇ ମାସରେ ବନ ମହୋତ୍ସବ ପାଇଁ ବୃକ୍ଷରୋପଣ କରାଯାଉଥିବାବେଳେ ସ୍ଥାନୀୟ ରାଜା ମଧୁସୁଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରୁ ଆଜି ଆରମ୍ଭ ହୋଇଛି ଏକ ପ୍ରୟାସ । ଭୁବନେଶ୍ୱର ମହାନଗର ନିଗମ ସହଯୋଗରେ କରାଯାଇଥିବା ଉକ୍ତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ…

ପୂର୍ତ୍ତ ବିଭାଗକୁ ଫେରିଲେ ୧୩ ଯନ୍ତ୍ରୀ

ଭୁବନେଶ୍ୱର () ପୂର୍ତ୍ତ ବିଭାଗ ଅଧିନରେ ଚାକିରେ କରିଥିଲେ, ହେଲେ ଡେପୁଟେସନରେ ବର୍ଷ ବର୍ଷ ଧରି ଅନ୍ୟ ବିଭାଗରେ କାର୍ଯ୍ୟ କରୁଥିଲେ । ବର୍ଷ ବର୍ଷ ଧରି ମୂଳ ବିଭାଗକୁ ଫେରୁନଥିଲେ ୧୩ଜଣ ଯନ୍ତ୍ରୀ । ପୂର୍ତ୍ତ ସଚିବ ଡକ୍ଟର କ୍ରିଷନ କୁମାରଙ୍କ ନିଦେ୍ର୍ଧଶରେ ଏହି ଯନ୍ତ୍ରୀମାନେ ମୂଳ ବିଭାଗକୁ…

କେନ୍ଦୁପତ୍ର ତୋଳାଳୀ ଓ ଶ୍ରମିକଙ୍କୁ ୨୨୨ କୋଟି ବୋନସ

ଭୁବନେଶ୍ୱର() ୨୦୧୮ କେନ୍ଦୁପତ୍ର ଶସ୍ୟ ବର୍ଷ ପାଇଁ କେନ୍ଦୁପତ୍ର ବ୍ୟବସାୟରେ ସଂପୃକ୍ତ ଥିବା ତୋଳାଳୀ, ବନେ୍ଧଇ ଶ୍ରମିକ ଓ ସାମୟିକ କର୍ମଚାରୀ ମାନଙ୍କୁ ବୋନସ ଓ ପ୍ରୋତ୍ସାହନ ରାଶି ବାବାଦରେ ୨୨୨ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ।…

ବର୍ଷା ପାଇଁ ଅଧାରେ ଅଟକିଲା ମ୍ୟାଚ

ମଞ୍ଚେଷ୍ଟର ()  ବର୍ଷା ଯୋଗୁ ଅଟକିଲା ମ୍ୟାଚ୍ । ବର୍ଷାଯୋଗୁଁ ଓଲଡ୍ଟ୍ରାଫର୍ଡରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଚାଲିଥିବା ବିଶ୍ୱକପ୍ ସେମିଫାଇନାଲ୍ ମ୍ୟାଚ୍ ଅଟକିଯାଇଛି । ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ୪୬.୧ ଓଭରରେ ୫ ୱିକେଟ୍ ହରାଇ ୨୧୧ ରନ କରିଥିବା ବେଳେ ବର୍ଷା…

ସଙ୍କଟରେ ସ୍ବାମୀ ସରକାର

ବାଙ୍ଗାଳୁରୁ()  ବିଗୁଡୁଛି କର୍ଣ୍ଣାଟକା କଂଗ୍ରେସ-ଜେଡିଏସ ମେଣ୍ଟର ସ୍ଥିତି।ଇସ୍ତଫା ଦେଇଥିବା କଂଗ୍ରେସ ବିଧାୟକଙ୍କୁ ନେଇ ଆଜି କଂଗ୍ରେସ ବିଧାୟକ ଦଳ ବୈଠକ ହେବାର ଥିଲା। କିନ୍ତୁ ଏହି ବୈଠକକୁ ଅସନ୍ତୁଷ୍ଟ ବିଧାୟକ ଆସିନଥିଲେ। ମୁଖ୍ୟମନ୍ତ୍ରୀ କୁମାରସ୍ବାମୀ ଗତକାଲି ଆମେରିକାରୁ ଫେରି ପୂରା…

କାଳବୈଶାଖୀର ଆଶଙ୍କା

ଭୁବନେଶ୍ବର()  ୯ ଜିଲ୍ଲାକୁ ସତର୍କ ରହିବାକୁ ସୂଚନା ଜାରି କରିଛି ଆଂଚଳିକ ପାଣିପାଗ ବିଭାଗ । ଏହି ସବୁ ଜିଲ୍ଲାରେ କାଳବୈଶାଖୀର ଆଶଙ୍କା ରହିଥିବା କହିଛି ପାଣିପାଗ ବିଭାଗ । ଏହାସହ ପ୍ରବଳ ଝଡବର୍ଷା ସହ ବଜ୍ରପାତ ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଲା,…

‘ଫୋନି’ ପାଇଁ ପୋଲିସଙ୍କୁ ପ୍ରଶଂସା

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଚିବାଳୟରେ ଅନୁଷ୍ଠିତ ଏକ ସଂକ୍ଷିପ୍ତ ଉତ୍ସବରେ ରାଜ୍ୟ ପୋଲିସ ଦ୍ବାରା ପ୍ରସ୍ତୁତ ପ୍ରାମାଣିକ ଚିତ୍ର ‘ଭୟଙ୍କର ବାତ୍ୟା ଫନୀ ୨୦୧୯-ମୁକାବିଲାରେ ଓଡିଶା ପୋଲିସର ଭୁମିକା’ର ଉନ୍ମୋଚନ କରିଛନ୍ତି । ଏହି ପ୍ରାମାଣିକ ଚିତ୍ରରେ ଫନୀ ବାତ୍ୟା ଏବଂ…