Odia News Portal

ହୋଣ୍ଡା ୨ ହ୍ୱିଲର୍ସ ଓ ଚୋଳମଣ୍ଡଳମ ଇନଭେଷ୍ଟମେଂଟ ଆଣ୍ଡ ଫାଇନାନ୍ସ କଂପାନି ମଧ୍ୟରେ ଏମ୍ଓୟୁ

ଭୁବନେଶ୍ୱର (ଚକ୍ରଧର ମାଝି) : ଗ୍ରାହକମାନଙ୍କ ପାଇଁ ଖୁଚୁରା ଫାଇନାନ୍ସ ବିକଳ୍ପକୁ ଆହୁରି ବଢ଼ାଇ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଚୋଳମଣ୍ଡଳମ ଇନଭେଷ୍ଟମେଂଟ ଆଣ୍ଡ ଫାଇନାନ୍ସ କଂପାନି ସହ ବୁଝାମଣା ସ୍ୱାକ୍ଷର କରାଯାଇଛି । ଏହି ଅବସରରେ ହୋଣ୍ଡାର…

ଟାଟା ଷ୍ଟିଲକୁ ଗ୍ରୀନ୍କୋ ଷ୍ଟାର ପରଫର୍ମର ପୁରସ୍କାର

ନୂଆଦିଲ୍ଲୀ : ଏଠାରେ ଜୁଲାଇ ୪ ତାରିଖରେ ଅନୁଷ୍ଠିତ ଗ୍ରୀନ୍କୋ ବୈଠକର ୮ମ ସଂସ୍କରଣରେ ଟାଟା ଷ୍ଟିଲକୁ ସମ୍ମାନଜନକ ଗ୍ରୀନ୍କୋ ଷ୍ଟାର ପରଫର୍ମର ପୁରସ୍କାର ପ୍ରଦାନ କରାଯାଇଛି । ଏଥିସହ ଟାଟା ଷ୍ଟିଲ ବିକାଶ ଓ ଗବେଷଣାଗାର ପ୍ରସ୍ତୁତ ଏଲଡ଼ି ସ୍ଲାଗ ବର୍ଜ୍ୟରୁ ପୁଷ୍ଟିଯୁକ୍ତ ସଲଫେଟ ସାର ବିକାଶ…

ଆସନ୍ତୁ ଜାଣିବା ଭାରତୀଙ୍କ ସଫଳତା ପଛର ସଂଘର୍ଷମୟ କାହାଣୀ

କମେଡି କୁଇନ୍ ଭାରତୀ ସିଂହ । ଯାହାଙ୍କ ନାଁ ହିଁ ତାଙ୍କର ପରିଚୟ । ଆଜି ହେଉଛି ଭାରତୀଙ୍କ ଜନ୍ମଦିନ । ଅର୍ଥାତ୍ ୩ ଜୁଲାଇ ୧୯୮୪ରେ ଅମ୍ରିତସରରେ ଜନ୍ମ ହୋଇଥିଲେ ଏହି କମେଡି କୁଇନ୍ । ଭାରତୀଙ୍କ ସଫଳ ଜୀବନକୁ ଆପଣ ଦେଖୁଛନ୍ତତ ହେଲେ ଏହା ପଛର କାହାଣୀ ବୋଧେ ଜାଣିନଥିବେ । ଏମିତି ଜଣେ…

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରୁ କାହାର ଦମ କେତେ ଆସନ୍ତୁ ଜାଣିବା

 ପ୍ରଥମ ସେମିଫାଇନାଲରେ ପଏଣ୍ଟ ଟେବୁଲ ଟପ୍‌ ଟିମ୍‌ ବନାମ ପଏଣ୍ଟ ଟେବୁଲର ଲାଷ୍ଟ ଟିମ ସହ ଲଢ଼େଇ । ଏମିତି ପରିସ୍ଥିତିରେ ଆଉ ଥରେ ବିଶ୍ବ ବିଜେତା ହେବା ପାଇଁ ଟିମ୍‌ ଇଣ୍ଡିଆକୁ ଆଉ ଦୁଇ ପାଦର ଅପେକ୍ଷାଟ୍ଟ ପୁଣି ଥରେ କମ୍ପିବ ଆଇକନିକ ଏମିରେଟସ୍‌ ଓଲ୍ଡ ଟ୍ରାଫଡ ଷ୍ଟାଡିୟମ। ମାଞ୍ଚେଷ୍ଟରରେ ଜଲୱା…

ଛୁଟୁଛି ଇସ୍ତଫାର ସୁଅ

ବେଙ୍ଗାଲୁରୁ()  କଂଗ୍ରେସର ୧୦ ଏବଂ ଜେଡିଏସ୍ ର ୩ ଜଣ ବିଧାୟକ ଇସ୍ତଫା ଦେବା ପରେ ମେଣ୍ଟ ସରକାର ଏବେ ଟଳମଳ ଅବସ୍ଥାରେ । ବିଧାୟକଙ୍କ ଇସ୍ତଫା ଦେବା ପରେ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ କଂଗ୍ରେସର ସମସ୍ତ ୨୨ ମନ୍ତ୍ରୀ । ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱର ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।…

ଧାର୍ଯ୍ୟ ସମୟ ମଧ୍ୟରେ ନଦେଲେ କମ୍ପାନୀ ହେବେ କଳା ତାଳିକାଭୁକ୍ତ

ଭୁବନେଶ୍ବର () ସରକାରୀ ଡାକ୍ତରଖାନା ଗୁଡିକ ଲାଗି ରାଜ୍ୟ ସରକାର ବିଶ୍ବସ୍ତରୀୟ ଡାକ୍ତରୀ ଯନ୍ତ୍ରପାତି ଖରିଦ କରିବେ । ବିଶେଷଜ୍ଞ କମିଟିର ପରାମର୍ଶ କ୍ରମେ ଏହା ଖରିଦ କରିବାକୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଓଡିଶା ମେଡିକାଲ…

ଆଜି ରଥ ଭାଙ୍ଗିବେ ମହାଲକ୍ଷ୍ମୀ

ପୁରୀ()  ଆଜି ହେରା ପଞ୍ଚମୀ । ମହାପ୍ରଭୁଙ୍କ ରଥଯାତ୍ରାର ଏହି ଅନନ୍ୟ ପରମ୍ପରାରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି । ମା ଲକ୍ଷ୍ମୀଙ୍କୁ ସାଥିରେ ନଆଣି ଭାଇଭଉଣୀଙ୍କ ସହ ମହାପ୍ରଭୁ ରଥଯାତ୍ରାରେ ଆସିଥିବାରୁ ଅଭିମାନ କରିଥିବା ମା ଲକ୍ଷ୍ମୀ ଆଜି ତାଙ୍କ ସ୍ବାମୀ କଳାଠାକୁରଙ୍କ ଉପରେ ରାଗ…

ପାଟକୁରାରେ ବିଜେଡ଼ିର ବିଜୟ ନିଶ୍ଚିତ: ଜିଲ୍ଲା ସଭାପତି

ପାଟକୁରା()  ଆଜି ନବୀନ ନିବାସରେ ପାଟକୁରା ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ମନ୍ତ୍ରୀ ସୁଶାନ୍ତ ସିଂ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅତୁନ ସବ୍ୟସାଚୀ ନାୟକ ଓ କେନ୍ଦ୍ରାପଡ଼ା ଜିଲ୍ଲା ସଭାପତି କିଶୋର ତରାଇ ପ୍ରମୁଖ ଉପସ୍ଥିତ ଥିଲେ । ବିଜେପି ପ୍ରାର୍ଥୀ ସାବିତ୍ର…

ଗାନ୍ଧୀବାଦ ବିରୋଧରେ ମିଛ ପ୍ରଚାରକୁ ବନ୍ଦ କର

ଭୁବନେଶ୍ବର (): ବିଗତ କିଛିବର୍ଷ ମଧ୍ୟରେ ଦେଶରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ବିଚାରଧାରାର ଲଢ଼େଇ ଏବେ ନିର୍ଣ୍ଣାୟକ ସ୍ଥିତିକୁ ଆସିଛି । ଗୋଟିଏ ପଟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେର ପୂଜା କରିବାକୁ  ରାଜନୈତିକ ପୁରୋଧାମାନେ ଖୋଲାଖୋଲି ସାମ୍ନାକୁ…

ସାହିତ୍ୟ ପତ୍ରିକା ‘ପ୍ରତିଶ୍ରୁତି’ ଉନ୍ମୋଚିତ

ଭବନେଶ୍ୱର ( ଚକ୍ରଧର ମାଝି ) : ଓଡିଆ ସାହିତ୍ୟ ପତ୍ରିକା ପ୍ରତିଶ୍ରୁତି (ନୂଆ ସକାଳର ସଂକଳ୍ପ) ୟୁନିଟ୍ ୯ ସ୍ଥିତ ମହାରାଷ୍ଟ୍ର ମଣ୍ଡଳ ପରିସରରେ ଉନ୍ମୋଚିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଓଡିଆ ସାହିତ୍ୟ ଏକାଡେମୀର ପୂର୍ବତନ ସଭାପତି ହୁସେନ୍ ରବି ଗାନ୍ଧୀ ସାହିତ୍ୟର…