Odia News Portal

ନାଗରିକଙ୍କୁ ଉତମ ଆଚରଣ ଦେଖାଇବା ଦ୍ୱାରା ସେମାନଙ୍କ କଷ୍ଟ ଅଧା କମିଯିବ

ଭୁବନେଶ୍ୱର()   ରାଜ୍ୟର ବୃହତମ ସ୍ୱାୟତ ସଂସ୍ଥା ଭୁବନେଶ୍ୱର ମହାନଗର ନିଗମରେ ଯୋଗ ଦେଇଛନ୍ତି ନୂଆ କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ ା କାର୍ଯ୍ୟରେ ଯୋଗ ଦେବାକ୍ଷଣି ସବୁବର୍ଗର ନାଗରିକ ମାନଙ୍କପାଇଁ ଉତମ ଏବଂ ତ୍ୱରିତ ସେବା ଯୋଗାଣକୁ ଗୁରୁତ୍ୱ ଦେଇଛନ୍ତି ନୂଆ କମିଶନର । ପ୍ରକି୍ରୟାଗତ ସରଳତା…

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ବର ()   ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ଘନୀଭୂତ ହେବା ସମ୍ଭାବନା ଥିବାରୁ ଆସନ୍ତା ଜୁନ୍ ୩୦ରୁ ସାରା ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାର ଠିକ୍ ଗୋଟିଏ ଦିନ ପରେ ଅର୍ଥାତ୍ ଜୁଲାଇ ୧ ତାରିଖ ଦିନ ଏହି ଲଘୁଚାପ ଡିପ୍ରେସନର ରୂପ ନେବ ବୋଲି ଶିକ୍ଷା ଓ ଅନୁସନ୍ଧାନ…

ସାମ୍ବାଦିକ ହତ୍ୟାକାଣ୍ଡ ମାମଲା, ୫ ଅଭିଯୁକ୍ତଙ୍କୁ ଆଜୀବନ

ଖଲ୍ଲିକୋଟ()   ବହୁ ଚର୍ଚ୍ଚିତ ସାମ୍ବାଦିକ ତରୁଣ ଆଚାର୍ୟ୍ୟ ହତ୍ୟାକାଣ୍ଡ ମାମଲାରେ ଆଜି ଖଲ୍ଲିକୋଟ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ପ୍ରଥମ କୋର୍ଟରେ ରାୟ ପ୍ରକାଶ ପାଇଛି । ୫ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ୨୦୧୪ ମେ ୨୭ ତାରିଖରେ ଗଳାକାଟି ହତ୍ୟା କରିଥିଲେ ଏହି…

୩ ନର୍ସଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ

ମାଲକାନଗିରି()  ମାଲକାନଗିରି ଜିଲ୍ଲା ସଦର ହସପିଟାଲର ଝଘଉଟ ଭଳି ଏକ ଗୁରୁତ୍ବପୂର୍ଣ୍ଣ ବିଭାଗରେ ନର୍ସମାନେ ଟିକଟକ ଭିଡିଓ ସୁଟିଂ କରୁଥିବା ଘଟଣାରେ ଜିଲ୍ଲା ମୁଖ୍ୟ ଚିକ୍ିତ୍ସାଧିକାରୀ କାର୍ୟ୍ୟାନୁଷ୍ଠାନ ନେଇଛନ୍ତି । ଟିକଟକ ଭିଡିଓ ସୁଟ କରୁଥିବା ୩ ଜଣ ନର୍ସଙ୍କୁ ବାଧ୍ୟତାମୂଳକ ଛୁଟି…

ବିଧାନସଭା ଉପବାଚସ୍ପତି ହେଲେ ରଜନୀକାନ୍ତ

ଭୁବନେଶ୍ୱର()   ଷୋଡଶ ବିଧାନସଭାର ଉପବାଚସ୍ପତି ହେଲେ ବିଜେଡି ବିଧାୟକ ରଜନୀକାନ୍ତ ସିଂହ । ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂହ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ପ୍ରସ୍ତାବ ଆଣିଥିଲେ ଏବଂ ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମକେଖରୀ…

ପାସୱାର୍ଡ ନଥିଲେ ମଧ୍ୟ ବ୍ୟବହାର କରିପାରିବେ ଯେ କୌଣସି ୱାଇଫାଇ, ଆସନ୍ତୁ ଜାଣିବା …

ଇଣ୍ଟରନେଟ ଦୈନଦିନ ଜୀବନରେ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି କାରଣ ଏହା ଦ୍ବାରା ଅଧିକାଂଶ କାମ ସୁବିଧାରେ ହେଇପାରୁଛି। ଘରୁ ବା ଅଫିସ୍‌ରେ ରହି ବାହାର କାମ କରିବା ଓ ବାହାରେ ରହି ଘର ବା ଅଫିସ କାମ କରିବାର ସୁବିଧା କେବଳ ଇଣ୍ଟରନେଟ୍‌ ଦ୍ବାରା ସମ୍ଭବ। ଇଣ୍ଟରନେଟ୍‌ ମାଧ୍ୟମରେ…

ଶତାୟୁ ସ୍ୱାଧୀନତା ସଂଗ୍ରାମୀ ନବରଙ୍ଗପୁରର ପରିଚୟ ମହମ୍ମଦ ବାଜି ଆଉ ନାହାନ୍ତି

ନବରଂଗପୁର : ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ଆଜି ପରଲୋକ ଘଟିଛି । ନବରଂଗପୁରସ୍ଥିତ ନିଜ ବାସଭବନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୧୦୫ ବର୍ଷ ବୟସ ହୋଇଥିଲା ।

ଆତତାୟୀଙ୍କ ଗୁଳିମାଡରେ ହରିୟାଣା କଂଗ୍ରେସ ପ୍ରବକ୍ତା ବିକାଶ ଚୌଧୁରୀ ନିହତ

ଫରିଦାବାଦ : ହରିୟାଣା ଫରିଦାବାଦରେ କଂଗ୍ରେସ ପ୍ରଦେଶ ପ୍ରବକ୍ତା ବିକାଶ ଚୌଧୁରୀଙ୍କୁ ଆଜି ସକାଳୁ ଗୁଳି କରି ହତ୍ୟା କରାଯାଇଛି । ସେକ୍ଟର-୯ ଅଞ୍ଚଳର ଆକ୍ରମଣକାରୀ ବିକାଶଙ୍କୁ ୧୦ଟି ଗୁଳି କରି ହତ୍ୟା କରିଛନ୍ତି । ଗୁଳି କରିବା ପରେ ତୁରନ୍ତ ବିକାଶଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି…

ରଜନୀକାନ୍ତ ସିଂ ନିଦ୍ୱର୍ନ୍ଦରେ ବିଧାନସଭାର ଉପ-ବାଚସ୍ପତି ନିର୍ବାଚିତ

ଭୁବନେଶ୍ୱର : ନିଦ୍ୱର୍ନ୍ଦରେ ବିଧାନସଭାର ଉପ-ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ । ଆଜି ଗୃହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରଜନୀକାନ୍ତଙ୍କ ନାଁ ପ୍ରସ୍ତାବ କରିଥିବା ବେଳେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହାକୁ ସମର୍ଥନ କରିଥିଲେ ।…

ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ ଶାଲିନୀ ସମ୍ମାନିତ

ନୂଆପଡ଼ା : ବାଲ୍ୟ ବିବାହ ରୋକିବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ ହୋଇଛନ୍ତି ନୂଆପଡ଼ାର ଶାଲିନୀ ସାହୁ । ସ୍ୱେଚ୍ଛାସେବୀ ସଂଗଠନ ସେଭ ଦି ଚାଇଲଡ ଓ ଅନନ୍ୟା ସଂସ୍ଥା ସହ ମିଳିତଭାବେ ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ସୃଷ୍ଟି କରୁଛନ୍ତି ଶାଲିନୀ । ଏନେଇ ୟୁଏନଡିପି ପକ୍ଷରୁ…