Odia News Portal

ଶ୍ରୀମନ୍ଦିର ଦାୟୀତ୍ୱ ନେଲେ କ୍ରିଷନ କୁମାର

ଭୁବନେଶ୍ୱର () ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ନେଇଛନ୍ତି ବରିଷ୍ଠ ପ୍ରଶାସକ ଡକ୍ଟର କ୍ରିଷନ କୁମାର । ଶ୍ରୀମନ୍ଦିରର ନୀତିକାନ୍ତି ସୁଚାରୁ ରୁପେ ସମ୍ପାଦନ ସହ ସେବାୟତଙ୍କ କଲ୍ୟାଣକୁ ଗୁରୁତ୍ୱ ଦିଆଯିବ । ଶ୍ରୀଜଗନ୍ନାଥଙ୍କ କୃପାରୁ ମିଳିଥିବା ଏହି ଦାୟିତ୍ୱକୁ ଆଇନକାନୁନ…

ମାନବାଧିକାର କିମଶନରର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର() ରାଜ୍ୟ ମାନବାଧିକାର କିମଶନର ଅଧ୍ୟକ୍ଷ ଭାବେ ଜଷ୍ଟିସ ବି,ପି ଦାସ ଏବଂ ସଭ୍ୟ ଭାବେ ଆଇନଜୀବି ଅସୀମ ଅମିତାଭ ଦାସଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତିି । ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ରାଜ୍ୟପାଳ ଗଣେଶି ଲାଲ ଅନୁମୋଦନ କରିବା ପରେ ରାଜ୍ୟ ଆଇନ ଭିବାଗ ପକ୍ଷରୁ ଏହି…

ପୁଣିଥରେ ଲୋକଙ୍କ ପ୍ରିୟପାତ୍ର ହେଲେ ମନ୍ତ୍ରୀ ସୁଶାନ୍ତ ସିଂ

ସମ୍ବଲପୁର : ନିଜର କାର୍ଯ୍ୟଦକ୍ଷତା, କ୍ରିୟାଶୀଳତା ଓ ମାନବିକତା ପାଇଁ ପାଇଁ ଜଣେ ମନ୍ତ୍ରୀ ହିସାବରେ ଓଡ଼ିଶାର ଜନମାନସରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ସୁଶାନ୍ତ ସିଂ ଆଜି ପୁଣିଥରେ ଲୋକଙ୍କ ପ୍ରିୟପାତ୍ର ହୋଇପାରିଛନ୍ତି । ଏସି ଚାମ୍ବର ରେ ନ ବସି ମୁଖ୍ୟମନ୍ତ୍ରୀ ଙ୍କ…

୭,୨୫୭ ପିଲା ପାଇବେ କାଳିଆ ଛାତ୍ରବୃତ୍ତି

ଭୁବନେଶ୍ୱର() କାଳିଆ ଯୋଜନାକୁ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସମୀକ୍ଷା ବୈଠକ । ରାଜ୍ୟରେ ମେଧାବୀ ଛାତ୍ରୀଛାତ୍ରମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ‘କାଳିଆ ଛାତ୍ରବୃତ୍ତି’ ପ୍ରଦାନ କରୁଛନ୍ତି। କାଳିଆ ବୃତ୍ତି ଯୋଜନାରେ ଆବେଦନ…

ହାଇୱା ପଛ ପଟେ ଧକ୍କା ହେଲା ବାଇକ : ଆରହି ମୃତୁ

ଘୁ ଉଦୟଗିରି : ଦାରିଂବାଡ଼ି ଠାରେ ୫୯ ନଂ ଜାତୀୟ ରାଜପଥର ସାରିଙ୍ଗିଇର୍ପି କ୍ୟାଥ୍ଲିକଚର୍ଚ୍ଚ ସମ୍ମୁଖରେ ହାଇବାକୁ ପଛପଟୁ ବାଇକ ଧକା ଦେବା ଦ୍ୱାରା ଘଟଣା ସ୍ଥଳେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ମୃତ ବାଇକ ଚାଲକ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ଡ଼ବେରୀ ଗ୍ରାମର ଅଜିତ ମଲିକ (୩୪)। ତ୍ରିଶକ୍ତି…

ଆଜିଠୁ ପ୍ରଥମ ଟେଷ୍ଟ : ଭାରତ-ୱେଷ୍ଟଇଣ୍ଡିଜ୍‌ ଲଢେଇ

ଆଜିଠୁ ଆରମ୍ଭ ହେଉଛି ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଟେଷ୍ଟ । ଟି-୨୦, ଦିନିକିଆ ସିରିଜ ବିଜୟ ପରେ ଏବେ ଟେଷ୍ଟ ସିରିଜ୍‌ ବି ହାତେଇବା ଲକ୍ଷ୍ୟରେ ଟିମ୍‌ ଇଣ୍ଡିଆ । ଆଣ୍ଟିଗାର ନର୍ଥ ସାଉଣ୍ଡ ପଡିଆରେ ମ୍ୟାଚ୍‌ ଖେଳାଯିବ । ଭାରତ ଓ ୱେଷ୍ଟଇଣ୍ଡିଜ୍‌ ପରସ୍ପର ମଧ୍ୟରେ ୯୬ଟି ଟେଷ୍ଟ ଖେଳିଛନ୍ତି ।…

ରାଜୀବ ଗାନ୍ଧୀ ସଦଭାବନା ଦିବସ ପାଳିତ

୧୦ ଜଣ ପ୍ରତିଭାସଂପର୍ଣ୍ଣ ବ୍ୟକ୍ତିମାନଙ୍କୁ ରାଜୀବ ଗାନ୍ଧୀ ସଦ୍ଭାବନା ସମ୍ମାନ ଏବଂ ୩୨ ଜଣ ଶିଶୁ ପ୍ରତିଭାଙ୍କୁ ସମ୍ମାନୀତ । ଭୁବନେଶ୍ୱର : ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ, ଭାରତ ରତ୍ନ ୰ରାଜୀବ ଗାନ୍ଧୀଙ୍କ ୭୫ତମ ଜୟନ୍ତୀ ଉତ୍ସବ ଅବସରରେ ରାଜୀବ ଗାନ୍ଧୀ ଫୋରମ ତରଫରୁ ଇଡକଲ ଅଡିଟୋରିୟମ…

ଆଇଏନଏକ୍ସ ସ୍କାମରେ ମୋର ସଂମ୍ପୃକ୍ତି ନାହିଁ : ଚିଦାମ୍ବରମ

ନୂଆଦିଲ୍ଲୀ ()  ସିବିଆଇ ସହିତ ଦୀର୍ଘ ୨୪ ଘଣ୍ଟାରୁ ଉଦ୍ଧ୍ୱର୍ ଲୁଚକାଳି ଖେଳ ପରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି. ଚିଦାମ୍ବରମ ଆଜି ସନ୍ଧ୍ୟାରେ ହଠାତ କଂଗ୍ରେସର ବରିÂ ନେତା ମାନଙ୍କ ସହିତ ଏଆଇସିସି ଅଫିସରେ ପହଂଚିଥିଲେ ।ସେଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଇଏନଏକ୍ସ ସ୍କାମରେ ତାଙ୍କର…

ହରିଆଣା ଯୁବତୀଙ୍କୁ ବାହା ହେଲେ ପାକ କ୍ରିକେଟର

ପାକିସ୍ତାନର ବ୍ୟାଟ୍ସମ୍ୟାନ ହସନ ଅଲ୍ଲୀ ଭାରତର ଜଣେ ଝିଅଙ୍କୁ ବିବାହ କରିବା ନେଇ ଚର୍ଚ୍ଚା ଚାଲିଥିଲା। ହେଲେ ଗତ କାଲି ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇସାରିଛନ୍ତି। ହରିଆଣା ନୁଁହର ବାସିନ୍ଦା ସାମିୟା ଆରଜୁଙ୍କୁ ବିବାହ କରିଛନ୍ତି ପାକ୍ କ୍ରିକେଟର। ପାକିସ୍ତାନର ପଞ୍ଜାବ ପ୍ରଦେଶ ବାସିନ୍ଦା…

ଶିକ୍ଷକ ହେଲେ ସର୍ମିଷ୍ଠା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀଙ୍କ 5-ଟି ମନ୍ତ୍ରର ପ୍ରଭାବରେ ପ୍ରଭାବିତ ହୋଇ ନବନିର୍ବାଚିତ ଲୋକ ପ୍ରତିନିଧିମାନେ ଧିରେ ଧିରେ ଲୋକଙ୍କ ନିକଟତର ହେଉଛନ୍ତି । ଏହାଦ୍ବାରା ସାଧାରଣ ଲୋକଙ୍କ ଜୀବନଧାରାରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି । ଯାଜପୁର ଲୋକସଭା ସାଂସଦ ସର୍ମିଷ୍ଠା ସେଠୀ ଗତକାଲି ନିଜ…